STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଅନ୍ତର କାମନା

ଅନ୍ତର କାମନା

1 min
2.5K


କାଳିଆରେ ଟିକେ    ଡୋରୀ ତୁ ଲଗାନ୍ତୁ

ଯାଆନ୍ତି ତୋ ପାଶେ ଧାଇଁ

ଆଖି ପୁରାଇ ତୋ       କଳା ବଦନକୁ

ଅଧିରେ ପାରନ୍ତି ଚାହିଁ


ପବିତ୍ର ହୁଅନ୍ତା        ମୋର ମନ ପ୍ରାଣ

ତୁଟିଯା’ନ୍ତା ଭୟ ଭ୍ରାନ୍ତି

ଦେଖୁ ଦେଖୁ ତୋତେ ପ୍ରାଣ ଚାଲିଯା’ନ୍ତା

ପାଇଯା’ନ୍ତି ଚିର ଶାନ୍ତି



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational