STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଋଣ ପରିଶୋଧ

ଋଣ ପରିଶୋଧ

1 min
2.4K


ହେଉ ପଛେ ଯେଡେ    ନର କି କିନ୍ନର

ଅଥବା ଦେବତା କେହି

ଶତ ଚେଷ୍ଟା କଲେ   ବାପା ମାଆ ଋଣ

କେବେ ଶୁଝି ପାରେ ନାହିଁ


ତଥାପି କହିବି  ଯଦି କିଛି ଋଣ

ଶୁଝିବାକୁ ଅଛି ମନ

ନିଜର ପିଲାଙ୍କୁ  ସୁସନ୍ତାନ ରୂପେ

ଗଢ ଦେଇ ମନ ପ୍ରାଣ



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational