STORYMIRROR

Ashutosh Swain

Abstract

1  

Ashutosh Swain

Abstract

ଶୀତ ସକାଳ

ଶୀତ ସକାଳ

1 min
365

ଶୀତର ପହିଲି ସ୍ପର୍ଶ 

ଦ୍ୱାର ଖୋଲୁ ଖୋଲୁ

କୁହୁଡି ବର୍ଷାକରି

ଭେଟିଦିଏ ମୁକ୍ତାର ଆଂଜୁଳି


ନୂଆସକାଳ

ନୂଆ ଅନୁଭବ

ମନରେ ଆଶା ଓ ଆଶଙ୍କା

ସୃଷ୍ଟିହୁଏ ଉନ୍ମାଦନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract