STORYMIRROR

Ashutosh Swain

Abstract

3  

Ashutosh Swain

Abstract

ପିଲାଦିନ ମନେପଡେ

ପିଲାଦିନ ମନେପଡେ

1 min
164

ପିଲାଦିନ ମନେପଡେ

ଯେତେବେଳେ ମୁଁ କାନ୍ଦିପାରେନି

ଖୁସିରେ ଶୋଇପାରେନି

ଯେତେବେଳେ ମୁଁ ଭୁଲିପାରେନି

ପିଲାଦିନ ମନେପଡେ

ଯେତେବେଳେ ଚିନ୍ତାଖାଇଯାଏ

ମନ ଲାଗେନା

ପିଲାଦିନ ମନେପଡେ

ଯେତେବେଳେ ମୁଁ ଭାଙ୍ଗିଯାଏ

ନିଜର ସବୁ ପର ହେଇଯାଆନ୍ତି

ସ୍ୱପ୍ନ ଡରାଏ

ପିଲାଦିନ ମନେପଡେ

ଛୁଆ ମୁଁ ରହିପାରେନି

ବଡ ହେଇପାରେନି

ଛିଡା ବି ହେଇପାରେନି

ପିଲାଦିନ ମନେପଡେ

କାହାକୁ ସହିପାରେନି

ଏକୁଟିଆ ରହିପାରେନି

କାହାକୁ କହିପାରେନି

ସେତେବେଳେ ପିଲାଦିନ ମନେପଡେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract