STORYMIRROR

Ashutosh Swain

Abstract Others

3  

Ashutosh Swain

Abstract Others

ସବୁ ମିଛ ଥିଲା!

ସବୁ ମିଛ ଥିଲା!

1 min
764


ଅତୀତର ସ୍ମୃତି ଯେମିତି ସମୟ ଅତିବାହିତର ତରିକା ଥିଲା

ସବୁ ଯୁକ୍ତି ଯେମିତି ମୁକ୍ତିର ବାହାନା ଥିଲା

ଆଶାସ୍ୱନା ସବୁ ନିଛକ ମିଛ ଥିଲା

ସବୁ ଭାବନା ଲଜ୍ଜିତ ଥିଲା

ସବୁ ଚୁକ୍ତି ମୁଣ୍ଡନୁଆଁଇଥିଲା

ଆଗରେ ଆଶା ଦେଇ ପଛରେ ଧୋକାଥିଲା

ପ୍ରତିମୁହୂର୍ତ୍ତରେ ଯେମିତି ସୁଯୋଗ ଖୋଜୁଥିଲା

ମୋର ପ୍ରତି ଲୁହବିନ୍ଦୁ ମୂଲ୍ୟହୀନ ଥିଲା

ସେ ଅପେକ୍ଷାର ଅନ୍ତ ନଥିଲା

ସେ ସଂପର୍କ ଅଦରକାରୀ ଥିଲା

ମୁଁ ବୋଧେ ଦୂରରୁ ମୃଗତୃଷ୍ନା ଦେଖିଥିଲି

ସେ ଆଶା ସବୁ ପାଣିଫୋଟକା ଥିଲା

ହେଲେ ଅନ୍ତ ହେବାର ନାଁ ନେଉନଥିଲା॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract