STORYMIRROR

Ashutosh Swain

Inspirational

3  

Ashutosh Swain

Inspirational

କିଛି ନୂଆ ଆଶାରେ

କିଛି ନୂଆ ଆଶାରେ

1 min
406

କିଛି ନୂଆ ଆଶାରେ

କିଛି ସ୍ମୃତିକୁ ଚାପିଧରି

ଜୀବନ କାଟିବାକୁ

କାହାର ଅପେକ୍ଷା ନାହିଁ

କାହା ଅନୁସନ୍ଧାନ ନାହିଁ

କୌଣସି ସ୍ଥାନର ବି ଆଶା ନାହିଁ

କାହା ଜୀବନରେ ଦଖଲ ବି ନାହିଁ

କାହାକୁ ଆପଣେଇବାର ସାହସ ନାହିଁ

ଏକାକୀ ହେଲେ ବି ଜୀଉଁଥିବି

କଠୋର ହେଇ ରହିବି

ଇଚ୍ଛା ନଥିଲେ ବି ହସିବି ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational