Untitled
Untitled
ପ୍ରେମ ର ମାନେ କିଏ ଜାଣେ। ସିଏ ସବୁବେଳେ ସତ୍ୟ, ସୁନ୍ଦର। ପ୍ରେମ ବୃଧ ରେ ହେଉ କି କିଶୋର ଅବସ୍ଥାରେ ହେଉ। ପ୍ରେମ ଟା ସବୁବେଳେ ସେମିତି ଥାଏ। ଗୋଟିଏ ସେମିତି ପ୍ରେମ କାହାଣୀ।
ଗୋଟିଏ ଲୋକ ତାର ନାମ ବିଜୟ, ତାର ସ୍ତ୍ରୀ ର ନାମ ମଧୁ। ତାାଙ୍କର 4ଟି ପୁଅ। ଵିଜୟ ବାବୁ ମଧୁ କୁ ବହୁତ ଭଲ ପାଆନ୍ତି। ସେ ଦୁଇ ଜଣ ଙ୍କ ଭିତରେ ଝଗଡା ହୁଏନି। ସିଏ ଦୁଇ ଜଣ ପ୍ରେମ ଛଡା କିଛି ଜାଣନ୍ତି ନାହିଁ। ଏମିତି
ବିଜୟ ବାବୁ ଗୋଟିଏ କମ୍ପାନୀ ରେ କାମ କରନ୍ତି। ସିଏ ଭଲ ପାଇସା ଵି କମାନ୍ତି।ସେହି ପ ଇସା ରେ ବହୁତ ଭଲ ରେ ଚଳନ୍ତି। ପିିିଲା ମାନଙ୍କର ପାଠ ପଢା।ପଢିିସରିିିିବା ପରେ।ସେେମାନେ ସମସ୍ତେ ଯାଇ ବାହାରେ ଚାକିିିିରୀ କରିିିଲେ।ସେମାନଙ୍କ ର ବି ବିବାହ ହେଲା। ସେମାନେ ତାଙ୍କ ପରିବାର ସହ ବାହାରେ ରହିିଲ। ଏଇ ସମୟ ଭିତରେ ବିଜୟ ବାବୁ ଙ୍କର 60 ବଷ ହୋଇଯାଇଥାଏ। ତାଙ୍କ କାମରୁ ସିିିଏ ରିଟାଡ ହୋଇ ଯାଇଥାନ୍ତି। କିଛି ଦିନ ଗଲାପରେ ବିଜୟ ବାବୁ ଆଉ ମଧୁ ସେମାନେ ଖୁସି ରେ ରୁହନ୍ତି। ଠିକ୍ ଶୁଆ, ଶାରୀ ଭଳି ରୁହନ୍ତି। ସେହି ଟାଇମ ରେ ହୋଲି ଥାଏ। ସବୁ ପୁଅ ମାନେ ଘରକୁ ଆସିଥାନ୍ତି। ସମସ୍ତଙ୍କୁ ଦେଖି ଖୁସି ରେ ଫାଟି ପଡୁଥିଲେ।ଏମିତି ସମୟ ଗଡି ଚାଲି ଥାଏ। ଏମିତି ସଭା ସାନ ପୁଅ ଆସି କହିଲା ବାପା ଆମକୁ କିଛି ଟଙ୍କା ଦରକାର।
ବିଜୟ ବାବୁ କହିଲେ ମୋ ପାଖରେ ଟଙ୍କା ନାହିଁ। ଆଉ ତିନି ଜଣ ଆସି କହିଲେ ଆମର ଦରକାର ଟଙ୍କା । ଆମକୁ ଦିଅନ୍ତୁ ।ବିଜୟ ବାବୁ ମନା କରି ଦେଲେ।।। ସେତେବେଳେ ସବୁ ପିଲା ମାନେ ରାଗିଯାଇ।।।। ବିଜୟ ବାବୁ ଙ୍କ ଠୁ ଦୂରେଇ ଗଲେ। ଏମିତି ସମୟ ବି ବହୁତ ନିଷ୍ଠୁର ହୋଇ ଗଲା। ପିଲାମାନେ ଦୂରେଇ ଯିବାର ଦୁଃଖ ମଧୁ କୁ ଖାଇଗଲା। ସେ ମୃତ୍ୟୁ ସହ ଲଢ଼େଇ କରି ବାକୁ ଲାଗି ଲେ। ବିଜୟ ବାବୁ ତାଙ୍କ ର ପିଲାମାନଙ୍କୁ ଫୋନ୍ କରି ଲେ। ଆଉ ତାଙ୍କ ମଧ ମାଙ୍କ ଦେହ ଖରାପ ବୋଲି କହିଲେ। ହେଲେ ସମସ୍ତେ କିଛି ନା କିଛି ବାହାନା ଦେଖେଇ ମନା କରିଦେଲେ। ବିଜୟ ବାବୁ ମଧୁ ପାଖରେ ସବୁ କଥା କହିଲେ। ଆଉ ଦୁହେଁ ବହୁତ କାନ୍ଦି ଲେ। ଏଇ ଭିତରେ ସେ ଦୁଇ ଜଣ ଶୋଇ ପଡିଛନ୍ତି।।। ଆଉ ସେହି ରାତି ଦୁଇ ଜଣଙ୍କ ପାଇଁ ଶେଷ ରାତି ଥିଲା। ପଡୋଶୀ ଜଣେ ଆସି ଦେଖିଲା ତ ସେମାନେ ମରିଯାଇଚନ୍ତି। ସେଇଠି ଗୋଟିଏ କାଗଜ ପଡିଥିଲା।। ସେ କାଗଜ ଉଠେଇ ପଡୋଶୀ ଟି ଦେଖିଲା। ସେଥିରେ ଲେଖାଥିଲା।।
ମୋ ସ୍ନେହ ର ପିଲାମାନେ। ତୁମେ ମାନେ ଖୁସି ରେ ରୁହ। ମୋ ପାଖରେ ଆଉ ସମୟ ନାହିଁ କିଛି କହିବା କୁ କି ଲେଖିବାକୁ। ଆଜି ମୋ ମଲା ଦେହ ଟା ପାଇଲ ସେଥି ପାଇଁ କାନ୍ଦିବନି। ତୁମେ ମାନେ ଯେଉଁ ଦିନ ମତେ ଛାଡିଚାଲିଗଲ। ସେବେ ଠୁ ମୁଁ ମରିଯାଇଥିଲି। ଆଜି ମୋ ଦେହ ଟା ମରିଗଲା।
ଇତି ତୁମର ହତ ଭାଷା ବାପା
