STORYMIRROR

Chandrakanti Mahakud

Children Stories

3  

Chandrakanti Mahakud

Children Stories

Untitled

Untitled

1 min
237

ଗୋଟିଏ ଜଙ୍ଗଲରେ ଛୋଟ ଚଢେଇ ଆଉ ସେ ଚଢେଇ ମା ରହୁଥିଲେ ।ସେ ଚଢେଇ ଟି ବହୁତ ଛୋଟ ଥିଲା। ସେ ଦୁନିଆ ଚିହ୍ନି ବା ଆଗରୁ ଦୁଃଖ ର ଚକ୍ରବିହ୍ୟ ରେ ସିଏ ପସିଗଲା।ସେ ଚଢେଇ ର ମା ମରିଗଲା। ସିଏ ଏକୁଟିଆ ହୋଇ ଗଲା।ସେଇ ବଣରେ ସବୁ ଜୀବ ଜନ୍ତୁ ତା କୁ ବହୁତ ଘୃଣା କରୁଥିଲେ । ସେ ଚଢେଇ ଟି ସମୟ ଅନୁସାରେ ଛୋଟ ରୁ ବଡ଼ ହେଲା। ସିଏ ବହୁତ ଦୁଷ୍ଟ ହୋଇ ଯାଇଥିଲା। ବଣରେ ସିଏ ସମସ୍ତ ଙ୍କୁ ବହୁତ ହଇରାଣ ହରକତ କରେ। ତା ର ମା ନାହିଁ ବୋଲି ତାକୁ ସମସ୍ତେ ବହୁତ ଗାଳି ଦିଅନ୍ତି । ଦିନେ ସେ ବୁଲୁଥିଲା ବଣରେ ଦେଖିଲା।ଗୋଟିଏ ସୁନ୍ଦର ଝିଅ ଚଢେଇ ଟି ଏ ଡାଳ ରୁ ସେ ଡାଳ କୁ ଡେଇଁ ଖେଳୁଥିବା ର। ତାକୁ ଦେଖି ଏ ଚଢେଇ ଟି ଖୁସି ହୋଇ ଗଲା। କହିଲା ମୁଁ ତୁମ ସାଙ୍ଗ ହେବି।ତୁମ ସହ ଖେଳି ବି। ଝିଅ ଚଢେଇ ଟି କହିଲା ଠିକ୍ ଅଛି ଆସ ଖେଳ। ହେଲେ ସବୁ ଦିନ ତୁମକୁ ମୋ ସହ ଖେଳିବା କୁ ପଡିବ। ଚଢେଇ ଟି କହିଲା ଠିକ୍ ଅଛି।ଏମିତି ସାଙ୍ଖ ହୋଇ ଖେଳନ୍ତି ଦୁଇ ଜଣ। ଏଇ ସବୁ ଭିତରେ ଦୁଇ ଜଣ। ଦୁଇ ଜଣଙ୍କ ଙ୍କୁ ବହୁତ ନିବିଡ଼ ଭାବରେ ଭଲ ପାଇଗଲେ। ସେ ଝିଅ ଚଢେଇ ର ଭଲ ପାଇବା ଆସ୍ତେ ଆସ୍ତେ ସେ ଚଢେଇ କୁ ବଦଳେଇ ଦେଲା। ସେଇ ଚଢେଇ ଟି ବହୁତ ଭଲ ହୋଇଗଲା। ତାକୁ ସମସ୍ତେ ବହୁତ ଭଲ ପାଇଲେ ।ତାର ଭଲ ସ୍ୱଭାବ ଦେଖି ତାକୁ ଚଢେଇ ମାନଙ୍କ ଭିତ ରେ ମୁଖିଆ ଭାବେ ବିବେଚିତ କରାଗଲା।  

   କାହାରି କୁ ଘୃଣା କରିଲେ ସିିିଏ ବଦଳେ ନାହିଁ। ଯଦି ସମସ୍ତେ ସମସ୍ତଙ୍କୁ ଭଲ ପାଇବା ଦେେବା। ଦିନେ ନା ବଦଳି ଯିବା କୁ ବାଧ୍ୟହୋଇଯିବ ।ସେେହି ଖରାପ ଲୋୋକ ଟି  

      


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍