ସୂର୍ଯ୍ୟ ଦେବ
ସୂର୍ଯ୍ୟ ଦେବ
ତ୍ରିଭୁବନ ପତି ଆହେ ସୂର୍ଯ୍ୟଦେବ
ଆଲୋକିତ କରି ରଖି ଅଛ
ସଦା ନୀତି ନିୟମରେ ବନ୍ଧା
କ୍ଷଣେ ବି ନକରି ଡେରି ଦିବାନିଶୀ
ମିଶି ଯିବାର କରିଅଛ ଆଲୋକିତ
ସନ୍ଧ୍ୟା ଛାୟା ଅଶ୍ରେୟ ଦେଇଅଛ ଚିରକାଳ
ସନ୍ଧ୍ୟା ଆକାଶର ବୁକୁଚିରି
ଆଜି କରିଅଛ ଉଜ୍ଜଳମୟ
ଯେତେ ଗାନ କଲେ ସରିବନି
ତୁମ୍ଭ ସର୍ଜନାର ଗାଥା
ହେ ଛାୟା ନାଥ ପ୍ରଭୁ ଭାସ୍କର
ଘେନ ମୋର ଭକ୍ତିର ପ୍ରଣତି ।
