STORYMIRROR

Priyanka Panda

Inspirational Children

3  

Priyanka Panda

Inspirational Children

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
167

ସ୍ନେହ ମୂଲ ଅମୂଲ 

କୁନି ହିରୋ ସାଜି ରଖିଛୁ ରାକ୍ଷୀର ମାନ

ମନେ ପଡେ ସେଇ ଅଭୁଲା ଦିନର ସ୍ମୃତି

କୁନି କୁନି ହାତ ସ୍ପର୍ଶ ରେ ଦେହର 

ଯନ୍ତ୍ରଣା ନେଉଥିଲୁ ପାଶୋରି

କ୍ଷଣେ ନ ଦେଖିଲେ ଲୁହ 

ବୋହିଯାଏ ନିରୀହ ନୟନ 

ଦେଖି ସହିପାରେ ନାହିଁ 

ଲୁଚି ଲୁଚି ଆସି ହାତେ ଧରାପଡୁ

ଅଭିମାନେ ଯାଉ ଋଷିି

ତୋ ରୋଷ ଦେଖିଲେ ରକତ ଝରେ 

ମୋ ବକ୍ଷ ଯାଏ ଫାଟି ନିସ୍ତବ୍ଧ ଲାଗଇ ଜୀବନ

ମୋ ଆଖି ଲୁହ ଦେଖି ସହି ପାରୁନାହିଁ ଝରିଯାଏ

ତୋର ଲୁହ ମାନ ଅଭିମାନ ତୋ ଭିତରେ

ନାହିଁ ଛୋଟ ତାରକାଟେ ମୋର

ମୋ "ମାବାପା" ତୁ ମୋ ଦେହର ଛାଇତୁ

ମୋ ଅଙ୍କାବଙ୍କା ବାଟର ପଥିକଟେ ତୁ ।



Rate this content
Log in

Similar oriya story from Inspirational