STORYMIRROR

Panigrahi Archana

Romance Fantasy

3  

Panigrahi Archana

Romance Fantasy

ସ୍ଵପ୍ନା ଓ ସ୍ୱପ୍ନ

ସ୍ଵପ୍ନା ଓ ସ୍ୱପ୍ନ

1 min
221


ସ୍ଵପ୍ନାର ସ୍ୱପ୍ନ ଖୁବ୍ ସୁନ୍ଦର। ସେ ସବୁବେଳେ ସ୍ବପ୍ନ ଦେଖିବାକୁ ଭଲ ପାଏ। ସେ ଏକ ଖୁବ୍ ସୁନ୍ଦର ସାଥୀ ପାଇଁ ଭରି ଇଛୁକ ଥିଲ ଓ ଜୀଵନ ସାଥୀକୁ ନ ଦେଖି ମଧ୍ୟ ତାର ଉପସ୍ଥିତିକୁ ଅନୁଭବ କରି ପାରୁଥିଲା । ଏକତା ଏକ ପୂର୍ଣ୍ଣିମା ରାତିରେ ଛାତ ଉପରେ ଶୋଇଥାଏ ସ୍ଵପ୍ନା। ଅନ୍ଧାର ଆକାଶରେ ଜହ୍ନ ର କିରଣ ସ୍ଵପ୍ନା ମନକୁ ଅନ୍ଦୋଳିତ କରିଦେଉଥାଏ । କିଛି ଭାବି ଭାବି ସେ ସେଇଠି ଶୋଇ ପଡ଼ିଛି। ତା ସ୍ବପ୍ନରେ ସେ ପାଈଛି ଏକ ସୁନ୍ଦର ପୁରୁଷର ସନ୍ଧାନ। ନିଦ୍ରା ଭାଙ୍ଗିବା ପରେ ସ୍ଵପ୍ନା ଖୋଜେ ସେଈ ପୁରୁଷ ଟିକୁ ଓ ଚାହେଁ ତାକୁ ସବୁଦିନ ପାଇଁ। କିନ୍ତୁ ସେ ଜାଣିପାରିଛି ତାହା ଥିଲ ସ୍ୱପ୍ନ। ଅପେକ୍ଷା କରି ରହିଲା ତା ରାଜକୁମାର ପାଈଁ। କିନ୍ତୁ ସେ ତ ଥିଲା ଆଜଣା। ସ୍ୱପ୍ନର ସେଇ ପୁରୁଷର ଛବି ତା ମନରେ ରହିଯାଇଛି। ସେ ଆଉ କାହାକୁ ଭଲ ପାଇ ପାରୁନି। କିନ୍ତୁ ଶେଷରେ ଅନ୍ତ ହେଇଛି ତାର ଅପେକ୍ଷା । ସେ ଯାଇଛି ନଦୀ କୂଳକୁ। ଏକା ଏକା ଘୁରି ବୁଲୁଛି। ହଟାତ ପାଈଛି ଏକ ସୁନ୍ଦର ପୁରୁଷ , ଠିକ୍ ତାର ସ୍ବପ୍ନର ରାଜକୁମାର ପରି। ପୁଅଟି ହାତ ବଢ଼ାଇ ଦେଲା ସ୍ଵପ୍ନା ଆଡକୁ।


ସ୍ଵପ୍ନା ମଧ୍ୟ ପୁଅଟିର ହାତ ଧରି ଅଗକୁ ଚାଲିଛି............।


କିନ୍ତୁ ହଟାତ୍ ବୋଉର ଡାକରେ ସ୍ଵପ୍ନା ନିଦ ପୁଣି ଭାଙ୍ଗି ଜାଇଛି।


Rate this content
Log in

Similar oriya story from Romance