STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ସ୍ମୃତିରେ ୨୦୨୧

ସ୍ମୃତିରେ ୨୦୨୧

1 min
189

ସୃତି ହୋଇ ରହିଯିବ ପୁରୁଣା ବର୍ଷ

ଆଗକୁ ଆସୁଛି ଖୁସିର ନୂଆଁ ବର୍ଷ

ପୁରୁଣା ବର୍ଷ କାହାକୁ ଦୁଃଖ ଦେଇ ଥିଲା

କେତେ ଜୀବନ ପୁରୁଣା ବରଷେ ଅକାଳରେ ଚାଲିଗଲା

କେତେ ପରମ୍ପରା ଆମ ହୋଇନପାରିଲା

ବିନା ଭକ୍ତରେ ରଥଯାତ୍ରା ହୋଇ ଥିଲା

ପୂଜା ପାର୍ବଣ ସବୁ ଫିକା ପଡିଲା

ରଜ ମଉଜ ବି ଫିକା ପଡି ଯାଇ ଥିଲା

କେତେ ନିରୀହ ଲୋକଙ୍କ ଜୀବନ ଗଲା

ବିଶ୍ୱ ମହାମାରୀ କେତେ ପରିବାର

ଭାଙ୍ଗି ଦେଲା

ଆମ କଳା ସଂସ୍କୃତିର ପ୍ରଚାର ହୋଇନପାରିଲା

ସବୁଠି କଟକଣା ଜାରି ରହିଥିଲା

ଶିକ୍ଷାର ବିକାଶ ହୋଇନପାରିଲା

ଅନଲାଇନରେ ପାଠ ପଢା ହୋଇଲା

କେତେ ବିପତ୍ତି ଜୀବନେ ଆସିଲା

ମହା ପ୍ରଭୁଙ୍କ କୃପା ସଭିଙ୍କ ଉପରେ ଥିଲା

ପୁରୁଣା ଦିନ ସୃତି ହୋଇ ମାନସ ପଟେ ରହିବ

ସବୁ ଘଟଣା ନୀତି ମନେ ପଡୁଥିବ

କାହାକୁ କିଛି ମିଳିଲା 

ପୁଣି କାହାର କିଛି ଛଡାଇ ନେଲା

ପୁରୁଣା ବରଷେ କାହା ସାଥେ ସମ୍ପର୍କ

ଯୋଡି ହେଲା

ପୁଣି କାହା ଜୀବନରେ ହତାସା

 ନିରସା ଆସିଥିଲା

ଚାଲି ଗଲା ବରଷ ଆଉ ଆସିବ ନାହିଁ

ନୂଆଁ ବର୍ଷରେ ସବୁ ଦିନ ଭଲରେ

କଟୁ ସଭିଙ୍କ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics