STORYMIRROR

Sunanda Mohanty

Tragedy Action Children

2  

Sunanda Mohanty

Tragedy Action Children

ସମ୍ପର୍କ

ସମ୍ପର୍କ

1 min
15


 ଆଜି ଯେତେ କହିଲେ ବି ଭାଇଟି ରାକ୍ଷୀ ବାନ୍ଧୁ ନଥିଲା, ମାଆ ଯେତେ ବୁଝେଇଲେ ବି ସେ ଶୁଣୁ ନଥିଲା, ଭଉଣୀର ବାହାଘର ପରେ ବି ରାକ୍ଷୀ ବାନ୍ଧିବାକୁ ସେ ଆସିଥାଏ, ଆଉ ଏ ବର୍ଷ କରୋନା ରେ ସେ ଆସିପାରିଲାନି ।

 ହଠାତ ଡାକ ଵାଲା ପ୍ୟାକେଟ୍ ଟିଏ ଦେଇଗଲା, ମାଆ କହୁଥିଲେ କରୋନା ସମୟରେ ପାକେଟ ନଖୋଲିବାକୁ, ହେଲେ ଭାଇଟି ଅତି ଆଗ୍ରହରେ ପ୍ୟାକେଟ୍ ଖୋଲି ଭଉଣୀ ପଠେଇଥିବା ରାକ୍ଷୀ ଟିକୁ ପିନ୍ଧିସାରିଥିଲା ।


Rate this content
Log in

Similar oriya story from Tragedy