Rishab k..

Drama Crime Thriller

3  

Rishab k..

Drama Crime Thriller

ସବ୍ୟସାଚୀ।

ସବ୍ୟସାଚୀ।

19 mins
168


ଏ କିଏ ଲେଖୁ ଲେଖୁ, ଆମକୁ କଥକ ହିଂସା ପରିତ୍ୟାଗ କରି ଶାନ୍ତି ଆଲୋଚନାକୁ ଆସିବାକୁ ନିବେଦନ କରିଥିବା ଜଣେ ବାଦୀ ମହିଳା- ଅନ୍ନପୁର୍ଗା ମହାରଣା ଅମ ମାରୁ ବିଦାୟ ନେଇ ଝରିଲେଣି । ଶୋଷକମାନେ ସେମାନଙ୍କ ନିଛକ ସୀମିତ ସ୍ଵର୍ଥପରେ ପାଇଁ ନିଜର ଆସିଥିବା ହିଂସାର ପ୍ରତିବାଦକାରୀ ଅହିଂସାବାଦୀ ହିଂସାବାଦୀ, ଏପରେ ଆଦି ଶେଷକମାନଙ୍କ ସମେତ ସମସ୍ତେ ବିନେ ଯେଉଁ ସତ୍ୟକୁ ସାମନା କରିବାକୁ ପଡ଼ିବ, ସେଇ ସତ୍ୟକୁ ସାମନାକରି ଆଜି ସେ ପ୍ରକୃତି ନିକଟରେ ହାରିଯାଇଛନ୍ତି । ତାଙ୍କୁ ସମ୍ମାନ ବଇ ଦେଇ ଦଶ ପୁଣି ମୂଳ ବିଷୟକୁ ନେଇଛି ।


- ୭,୯୮୫ ମସିହା ବେଳକୁ ମୁଁ ଭାଜନୈତିକ ଭାବେ ବୁଝି ପାରି ନ ଥିଲି ଯେ, ଏଇ ବାରିଖ କ୍ଷୀତି ଓ ଶ୍ରେଣୀବିଭକ୍ତ ସମାଜରେ କମ୍ୟୁନିଷ୍ଟ କବି ରାଜନୀତି କରୁଥିବା ଲୋକଙ୍କର ମଧ୍ୟ ଅନ୍ୟ ସବୁ ଲୋକପରି ସୁଭାବିକ ଦୁଇଟା ରୂପ ରହିବ ବୋଲି । ଲୋକ ଓ ଦେଶବାସୀଙ୍କୁ ଭାଷଣ ଦେବା ବେଳକୁ ବା ତାଙ୍କ ପାଇଁ ରଡ଼ିଲା ବେଳକୁ ଗେଳେ ମାତୀସମାନ୍ୟ ଲୁପ୍ତ । ଅଳ୍ପ ଅନ୍ୟ ବେଳେ ନିଜ ଘର ପରିବାର ପ୍ରାର୍ଥୀ ଚିନ୍ତାରେ ବା ନିଜର ଆରମ ଦାୟକ ଜୀବନ ଚିନ୍ତାରେ ଭିନ୍ନ ଏକ ବ୍ୟକ୍ତି ସାର୍ଥକୈନ୍ଦ୍ରିକ ରୂପ। ବହୁ ଛୋଟ ରୂପରେ ଏହେଲେ ବି ଜଣେ ବ୍ୟକ୍ତି ମଧ୍ୟରେ ସେ ପରସ୍ପର ବିରୋଧୀ ରୂପଟି ରହିବାକୁ କେହି ଅସ୍ବୀକାର କରିବା ଉଚିତ ନୁହେଁ । ତେବେ ସେ ମଧରୁ ଲୋକ ସ୍ଵାର୍ଥର ରୂପଟି ବା ସମାଜକୈନ୍ଦ୍ରିକ ରୂପଟି ପ୍ରଧାନ ନ ରହି, ନିଜର ସ୍ଵାର୍ଥବାଦୀ ଚିନ୍ତା ସହ ନିଜେ ଜଗତର ନ ରହି, ଜଣେ କେବେ ବି ସମାଜ ପାଇଁ ଲଢ଼ିବା ଅସମ୍ଭବ । କିନ୍ତୁ, ସେଳେ ସିପିଏମ୍ ନେତାଙ୍କ ମଧ୍ୟରେ ସେ ପରସ୍ପର ବିରୋଧୀ ରୂପଟି ଏତେ ଉକ୍‌ଟ ଭାବେ ମିଳିମି ଖଟୁଳି ପରି ପୂର୍ବ ମଦୁର୍ଗରେ ଫୁଟି ତାକାଟୁଥିଲା ଯେ, କମ୍ୟୁନିଷ୍ଟ ପାର୍ଟିକୁ ଖଣି ଫୁଟି ବୋଲି ମନେ କରୁଥିବା ମୋ ପରି ରାଜନୈତିକ ସ୍ଵଛବୃଦ୍ଧି ଲୋକ ପାଇଁ ସେ ସବୁ ସହିବ ଟିକେ କଷ୍ଟକର ହେଉଥିଲା ସେ ପାଇଁ, ଚକ୍ରବ୍ୟୁହ ଭେଦିବାର ପୁରା ସୂତ୍ର ନ ଶିଖି ମହାଭାରତର ଅଭିମନ୍ୟୁ ପରି ଯୁଦ୍ଧ ଆରମ୍ଭ କରିଦେଲି ! ଛାତ୍ର ସଂଗଠନର ନେତାମାନେ ଛାତ୍ର ସଂଗଠନରୁ ମାତ୍ର ୨୦୦ ଟଙ୍କା ମଝିକ କରମା ପାଇ ନିଜ ଘରଦ୍ଵାର ଛାଡ଼ି ଭୁବନେଶ୍ୱର


ପରି ବହିଟିରେ ସେତେବେଳେ ଆଇପିଲ ରହିଲା କଞ୍ଚଳର ଥିଲା । କିନ୍ତୁ, ସେବେ ଏମିତି ନେତାମାନେ କେମିତି ୨୦୦ ଟଙ୍କା ଭଜା ଯାଇ ଦୁଇ ଦୁକର ମଙ୍ଗଳ ସାଇକେର କବି । ବୁଟୁଥିଲେ, ତାହା ମୋତେ ଆଶ୍ଚର୍ଯ୍ୟ ଲାଗିଥିଲା । ଆମ ସଂଗଠନ ନାମ ପଇଁ ଗୁଡ଼ିକ ଦରକାର କି ? ଯଦି ଗାଡ଼ି ବ୍ୟବହାର ହେଉଛି, ତାହେଲେ ତା' ହିସାବପତ୍ର ସମ୍ମିଳନୀରେ । ଦେଲନା କାହିଁକି ? ଏମିତି କିଛି ପ୍ରଶ୍ନଙ୍କୁ ମୌଖିକ ଓ ଲିଖିତ ଭାବେ ଛାତ୍ର ସମ୍ମିଳନୀରେ ଉଠାଇବା, ପୁଣି ନେତାମାନଙ୍କ ବ୍ୟକ୍ତିଗତ ଅନୁରୋଧ ସତ୍ତ୍ୱେ ସେ ପ୍ରଶ୍ନ ପ୍ରତ୍ୟାହାର ନ କରି ବର୍ତ୍ତମାନର ସିପିଏମ୍ ନେତା ଶିଶିର ଦୁଇ ଓ ହାଇକୋର୍ଟ ଓକିଲ ଅସୀମ ଅମିତାଭ ଦାସ (ଅଗାମୀ ଦିନରେ ସେ ଜଣେ ବିଚାରପତି ହେବାକୁ ଯାଉଛନ୍ତି)ଙ୍କ ପରି ନେତାମାନଙ୍କ କୋପ ବୃଷ୍ଟିର ଶରବ୍ୟ ହୋଇଥଳି ।


ତୁମମାନଙ୍କ ଏହି ନେତାଙ୍କ ସମେତ ତୁମ ପରି ତାଙ୍କ ଅନୁଗାମୀମାନଙ୍କର ମୋ ଉପରେ ରାଗ ଥିଲା । ଛାତ୍ର ସଂଗଠନର ବିଜୟତା ସର୍ବଭାରତୀୟ ସମ୍ମିଳନୀ ଖୋଲା ଅଧିବେଶନ ବେଶି, ତୁମମାନଙ୍କ ଟିକେଟ କଟା ଟ୍ରେନ ଚରିରେ ବିନା ଟିକେଟରେ ମୋ ଯଦି ଜଣେ ମାମୁଲି ସଦସ୍ୟ ଦୁଃସାହସିକ ଫେରନ୍ତା ଯାତ୍ରା କରୁଥିବାବେଳେ, ତୁମ ସହ ସବୁ ନେତା ସେଇ ସମିଳନୀର ବିଷୟ ନେଇ ସଖିଳିତ ଭାବେ ମୋ ଉପରେ ବାସସୁଦର ଆକ୍ରମଣ ଆରମ୍ଭ କରିଦେଲା । ଟ୍ରେନ ଚିଟି ବଦଳରେ ତୁମେମାନେ ମୋତେ ସେ ବଲିରୁ ବାହାର କରିଦେବାର ଧମକ ବି ଦେଲ । ଦକ୍ଷିଣ ଆଫ୍ରିକାରେ କଳାମୁଣିଆ ହୋଇଥିବାରୁ ଗନ୍ଧିଲ୍ ଟ୍ରେନ୍ ଭିତରେ ମିଳିଥିବା ଅପମାନ ଠାରୁ ତୁମମାନଙ୍କ ଅପମାନ କିଛି କମ୍ ନ ଏ । ମିଳୁଦାମୂଳକ ବୃନ୍ଦ୍ର ଓ ଶତୃତାମୂଳକ ଚନ୍ଦ୍ରର କଳିକ ବିଷୟ ସେଳେ ମୁଁ ଜାଣି ନ ଅଲି କି ଗାନ୍ଧିଙ୍କ ପରି ଅପମାନକୁ ନୀରବରେ ସହିବାପାଇଁ ପ୍ରସ୍ତୁତ ନ ଥୁଲି । ତେଣୁ, ତୁମମାନଙ୍କ ଶଦ୍ଧସୁଲଭ ବ୍ୟବହାରରେ ମୁଁ ଏତେ ଦୂର ବ୍ୟର୍ଥିତ ହୋଥିଲି ଯେ, ମୋ ସ୍ନେହରେ ଯେ ହାତ ଲଗାଇବ, ତାକୁ ଟ୍ରେନ୍ ତଳକୁ ଠେଲିବାକୁ ନିଜକୁ ପ୍ରସ୍ତୁତ କରି ନେଇଥୁଲି । ଏଇ ଘଟଣାଟି ମୋର ସବୁ ବେଳେ ମନେ ରହିବା। କାରଣ, ଏଇଥରୁ ମୁଁ ବାଣ୍ଵଛି ଏଭଳି କମ୍ୟୁନିଷ୍ଟ ଦଳ ସମେତ ବିଭିନ୍ନ ରାଜନୈତିକ ଦିକ ଓ ସଂଗଠନରେ ଦୁର୍ନୀତିକୁ ବିରୋଧ କଲେ କିପରି ଅପଦସ୍ତ ହେବାକୁ ହୁଏ । ଏହି ନେତାମାନେ ବାକ୍ସ ରସିକରେ ଚାନ୍ଦା ଆଦାୟ କରି ସଂଗଠନ ହିସାବ ବାନରେ ତାକୁ ଖର୍ଚ୍ଚ କରୁଛନ୍ତି ବୋଲି ମୁଁ ନ କହିଲେ ବି, ମୋ ପ୍ରଶ୍ନରେ ତାଙ୍କ ଦୁର୍ନୀତିର ଚେହେରାଟି ଯେ ଲଙ୍ଗଳା ହୋଇଯାଇଥିଲା, ଏହା ମୁଁ ବେଶ ବୁଝି ପାରିଛନ୍ତି । ଏ ଘଟଣାର ୧୮ ବର୍ଷ ପରେ ସିପିଏମ୍ ଦଳରେ କାମ ଲିପିରେ ଟିରେ ସବ୍ୟସନା

 

କରୁଥିବା ଦୁଇଟି ପିଲା ମୋ ପାଖକୁ ଆସିଲେ । ସେ ଦଳରେ ଦୁର୍ନୀତି ଓ ପାର୍ଟି ଅଫ ମଦପିଆ ଘଟଣାର ପ୍ରତିବାଦ କରି ନେତାମାନଙ୍କ ଠାରୁ ନକାରାତ୍ମକ ଉତ୍ତର ପାଇନ ପଗେ, ସେମାନେ କିପରି ସେ ଦଳ ଛାଡ଼ିନେ ତାହା କହିଥିଲେ । ଏବେ ବୁଝି ପାରୁଥ କାହିଁକି ନୃପେନ୍‌ ଚକ୍ରବର୍ତ୍ତୀ ପରି ଜଣେ ତାଲୀ ସିପିଏମ୍ ନେତାଙ୍କୁ ପଶ୍ଚିମବଙ୍ଗ ସିଡିଏମ୍ ସକାରର ଦୁର୍ନୀତି ବିଷୟରେ ଖୋଲାଖୋଲି କହି ବୁଢ଼ା ବୟସରେ ସେ ପାଟିରୁ ଚଡା ଖାଇବାକୁ ପଢ଼ିଲା । ଭାଟ୍ଟାଳ ଗଙ୍କ କୋଫର୍ସ କମାଣ କିଏ ଦୁର୍ନୀତି କଥା ଉଠିଲି କି ଫିକ୍ କହିଁକି କଂଗ୍ରସର ଧକ୍କାଇ ବାହରିବାକୁ ପଡ଼ିଲା ?

 

ସେ ପର୍ଯ୍ୟନ୍ତ ମୁଁ ସଦାବେଳିଆ କମ୍ୟୁନିଷ୍ଟ ସର୍ମୀ ହୋଇ ନ ଥିଲି । ଏହି ଘଟଣାର )ବି ବଲି ଦିନ ଭିତରେ ମୋ ବାପା ମୋ ଛାରଳାସକୁ ଏକ ଅଘୋଷିତ କରି କଲେ। ଏକାନ୍ତରେ ମୋର କମ୍ୟୁନିଷ୍ଟ କାର୍ଯ୍ୟକଳାପ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଲେ । ଜଳ ଛତ୍ରମାନେ ରାଜନୀତି କରନ୍ତି ନାହିଁ, ତାଙ୍କ ସମୟର ଭଲ ଛାତ୍ରମାନେ କିପରି କମ୍ୟୁନିଷ୍ଟ ରାଜନୀତି ଠାରୁ ଦୂରେଇ ପ୍ୟାରୀମୋହନଙ୍କ ପରି ଅମଲାର ଭକ୍ତ ଯବସଚଳରେ କହିଲେ, ଆମ ପରିବାରର ଆର୍ଥିକ ଅବସ୍ଥା ଭଲ ନାହିଁ, ତାଙ୍କ ରାଜନୀତିକୁ ସାହାଯ୍ୟ ପରି ମୁଁ ଭଲ ଚାକିରି କରି ପରିବାର ପାଇଁ ବେଶି ଟଙ୍କା ଲୋକଗାର କରିବ ବଳକାର, କଳାବତି ଅଜା ତାଙ୍କ ପଚାମର୍ଶର ବିଷୟ । ସଙ୍ଗରେ କହିଲେ- ବାପଙ୍କ କ୍ଷମତା ରାଜନୀତିର ସାର୍ଥକ ନିଜର ଚିନ୍ତାଚେତନାକୁ ବିସର୍ଜନ କରି ହିନ୍ଦୁ ପୁରାଣ ନବିନେତା ଅଲି ଜିଲ୍ଲା ଜଗତର ସମାଳୟକୁ ଯିବା ପରି ଏକ ପୁଅ ତାଙ୍କର ଦରକାର ଚାଲି ସେ ମୋତେ କହିଥିଲେ। ପୁଣି, ମୁଁ ଜାତିପ୍ରଥାକୁ ବିରୋଧ କରି ପଇତା ବିଭାଇ ଫିଙ୍ଗି ଦେଇଥଇଲୁ, ସେ ନେଇ ଦୁଃଖ କରିଥିଲେ। ଘଣ୍ଟିକିଆ ଭାଷଣଟି ତାଙ୍କ ମୁହଁକୁ ଧୈର୍ଯ୍ୟର ସହ ଶୁଣିବା ପରେ ମୁଁ ଭାବେ କହିଲି- “ଆପଣ ଯେ ରାଜନୀତି କରୁଛନ୍ତି, ଆପଣଙ୍କ ପାଇରେ ଯାଇ ଅନେକ ପରିବାର ତଳିବନାର ହେଉଛନ୍ତି ନିଶ୍ଚୟ । ତେଣୁ ଆପଣଙ୍କ ପୁଅ କଳେ ମୋ ପାଇଁ ବ୍ୟସ୍ତ ହୋଇ ଆପଣ ଏକାନ୍ତରେ ଯେଉଁ ପରାମ ଦେଲେ, ସେ ବିଷୟ ସମସ୍ତଙ୍କ ପାଖରେ ବିଶେଷ କରି ଆପଣଙ୍କ ଚର୍ମାମାନଙ୍କ ପାଖରେ କହିଲେ, ଅନେକ କର୍ମୀଙ୍କ ପରିବାର ଦୁର୍ଦ୍ଦିନରୁ ରକ୍ଷା ସାଆନ୍ତେ । ତା' ପରେ ଅବଶ୍ୟ ମୁଁ ଆପଣଙ୍କ ଛଅ ଉପରେ କିଛି ମତ ଦେବାର ସୁଯୋଗ ରୁହନ୍ତା । ""

 

ସତ କହିଲେ କ'ଣ ଗୋଟେ ଫୋଟେ.. ବୋଲି ଅବା ଓଡ଼ିଆ ଢଗଟିର ଆଦିଳନ ବହୁ ଭାବିଚିନ୍ତି କଥାଟି କହିଥିଲେ । ଦାସ, ବାପାଙ୍କ କମ୍ୟୁନିଷ୍ଟିଆ କ୍ଷମତା ରାଳନୀତିର

 

ପକୁ ମୋର ଏହି ସାଧାସିଧା ଉତ୍ତରଟି ତୀର ପରି କେବି ଦେଲା । ତା' ପରେ ମୁଁ ଥଣ୍ଡା ଟ କରିଥିବା ଏବଂ ପିଲାବେଳୁ କେବେ ଦେଖି ନ ଥିବା ବାପାଙ୍କ ଜଗ ରୂପ ଦେଖିଲି । "ହା ମଣିଷ ମଦରେ ଆମେ ଦେଥିବା ସାମାଚିତ୍ର ସଂପର୍କଟି ଅର୍ଥନୈତିକ ସଂପର୍କ ବା କଫନର ସମ୍ପର୍କର ପ୍ରତିଫଳନ ଛଡ଼ା ଅନ୍ୟ କିଛି ନୁହେଁ ।” ସିଧା ସିଧା ଏବଂ ଅକ୍ଷରିକ ଏଥିରେ ଏକ ବ୍ୟଖ୍ୟାକୁ ସେ ମୋ ଉପରେ ତୁରନ୍ତ ଲାଗୁ କରିଦେଲେ । ବାପା ପୁଅର ସଂପର୍କକୁ ଅନ୍ୟ ସବୁ ପରିବାର ପରି ସେ ବି ଟଙ୍କାର ତରାଜୁରେ ମାପି ଦେଲେ । ତାଲିବା କଳେ, "ତ" ହେଲେ ତୁମେ ଯଦି ରାଜନୀତି କରିବ, ଆନ ଠାରୁ ଆଉ ଆମକୁ ତୁମ ପନ ପାଇଁ ଟଙ୍କାପକସା ମାଗି ପରିବାରକୁ ହଇରାଣ କରନାହିଁ ।" ମୁଁ ବି ଓଲଟ ବଣି ପରିବାରେ କମ ନ ଥଳି । ନିରାଟ ସତ କଥାଟି କହିବା ପରେ ଯେଉଁ ସମସ୍ୟା ରୂପଳ ଆହ୍ବାନ ଆସିଲା, ତାକୁ ସିଧା ମୁଖେଇ ଦେଇ କହିଲି " ଠିକ ଅଛି ଯଦି ତୁମେ ସମ୍ପର୍କକୁ ଟଙ୍କାରେ ଦେଖୁଛି, ଆଜି ଠାରୁ ଜୀବନ ଥିବା ଯାଏଁ ମୁଁ ଆଜ ତୁମକୁ ଟଙ୍କା ମାଗିବିନି ।” ଏହା ସତ ଯେ, ସେବେ ମୋର ପାଞ୍ଚ ପଇସା ରୋଜଗାର କରିବାର ଶକ୍ତିନ ଥିଲା ତେବେ, ବାପାଙ୍କ ଛଳନାର କମ୍ୟୁନିଷ୍ଟ ରୂପକୁ ନେଇ ନିଜକୁ ନିଜେ ମିଛ କହି କୁଝାଇ ପରିକି ବୋଲି ଏତେ ବଡ଼ ଟକ୍ଟର ନେବାକୁ ବାଧ୍ୟ ହେଲି । ଅବଶ୍ୟ ଆଉ ପଛକୁ ଚାହିଁନି କି ସେ ଟକ୍ଟର ପାଖେ ହାରିନି । ସମାଜ ଓ ଲୋକଙ୍କ ପାଇଁ କାମ କରିବାର ଶପଥ । ନେଇ ସେବେଠାରୁ ମୁଁ ସଦାବେଳିଆ ରାଜନୈତିକ ଚର୍ମ ପାଇଟିଗୁଳି । ଲୋକଙ୍କ ସାହାଯ୍ୟ ସହଯୋଗ ପାଇ ମୁଁ ଆଜି ଯାଏଁ କରି ଆସିଥିବା ଲୋକଙ୍କ ରାଜନୀତିରେ କେତେ ଟଙ୍କାର ଅଭାବ ମୋତେ ଅଟକାଇ ପାରିନି । ଅନ୍ୟପଟେ, ପରିବାର ସହ ମୋ ତାଳବିକ ଆବଗତ ଲଢ଼େଇ ତୀବ୍ର ହୋଇଗଲା । ପରିବାର ଓ ବନ୍ଧୁବାନ୍ଧବ ଲୋକେ ରାଜନୈତିକ ତଳ ବିତର୍କରେ ହାରିଲା ପରେ କଥା ଯାଇ ଅଟକେ ପଇତା ପାଖରେ ! ମୋତେ ପରାମର୍ଶ ରବର କୁହନ୍ତି “ ସବୁ ଠିକ୍ ଯେ, ହେଲେ ପଇତାଟା ସିଂ ପଳାଜନ୍ତୁ । ଯେଉଁ କମ୍ୟୁନିଷ୍ଟ । ଅଣକମ୍ୟୁନିଷ୍ଟମାନେ ଆମ ଦେଶରେ ଜାତିପୁଅ ଆଉ ପୁର୍ବପରି ନାହିଁ କହି ମନ ଭୁଲ ଠିଆ କଥା କୁହରି, ସେମାନେ ପଇତାଟିଏ ନ ପିନ୍ଧିବା ନେଇ ଏମାନଙ୍କ ଏକ ବିକଳିଆ କାନ୍ଦ ଶୁଣି କ'ଣ କହିବେ ? ସତରେ ଏସବୁ ପ୍ରତିଟି ଘଟଣା ଯୁକ୍ତିତର୍କ, ମୋତେ ଜୀବନ ଅନ୍ୟ ଏହି ନାମ ଅପେକ୍ଷା ସମାଜର ଏକ ଘୃଣାର ଆଧାର, ମିଛ କଚନା କ୍ଷମତା ସର୍ବସ୍ଵ ରାଜନୀତିର ଆବର୍ଜନା ସମା କରିବାର କାମକୁ ସର୍ବାଧିକ ମହତ୍ଵ ଦେବାକୁ ଶିଖାଇଛି । ଲୋକଙ୍କ ସ୍ୱାର୍ଥ ପଇଁ ଅଧିକ ମଜଭୁତ ଭାବେ ଠିଆ ହେବାରେ ସାହାଯ୍ୟ କରିଛି ।

ନିତରେ ଚିଠିରେ ସଂସନୀ

 

ଖାଲି ମୋ ପରିବାରର ସିପିଏମ ରାଜନୀତି ନୁହେଁ, ସମଗ୍ର ପାର୍ଟିର ଅବସ୍ଥା ଓ ସବୁ ରାଜନୈତିକ ଦଳର ଅବସ୍ଥା ତା ଠାରୁ ଦଳିକି ଛଳନାମୟ ଥିଲା ଓ ଅଛି । ଅବଶ୍ୟ ରେ ସମୟରେ ଜଣେ ବଡ଼ଭାଇ ଓ ବର୍ତ୍ତମାନର ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନ୍‌ଗୋଳ ପଲି, ସିପିଏମ୍ ପାର୍ଟିର ଭିତର ରାଜନୀତିର ଅସଳ ରୂପ ଦେଖ୍ ବା ଯୁଦ୍ଧିଷ୍ଠିର ମହାପାତ୍ରଙ୍କ ପରି ଛାତ୍ରନେତାଙ୍କ କିଛି ଦୁର୍ଗୁଣ ହେତୁ, ମୁଁ ଯଦି ତାଙ୍କ ପରି ଆଉ କୌଣସି ପାର୍ଟି ରାଜନ ନ କରିବାର ଶପଥ ନେକ ’ମୋ ପାଇଁ ସୁକ୍ ର ନିରି ନେଇଯାଇଥାନ୍ତି, ତା ହେଲେ ଜୀବନରେ ସମାଜ ପାଇଁ କିଛି ପାଇ ନ ଥାନ୍ତି । ହାଲିଅନ୍ତା ଅନେକ, ଯାହା ମୁଁ ଦେଖିଲି ଶିଥିଲେ ଓ ଏବେ ତୁମକୁ ନିଅଟିଏ ଲେଖିବା ବାହାନାରେ ଲୋକଙ୍କ ପାଇଁ ଲେଖୁ ପକାଇଛି

 

ଛୋଟ ପିଲା ବେଳେ ବାପା ପଢୁଥିବା ଏମଏକ ଏ କ୍ବାଟରରେ ସିପିଏମ୍ ପାର୍ଟିର ରାଜ୍ୟ କର୍ଯ୍ୟ ନୟ ଚାଲିଥାଏ । ନିପ୍ଲଟ ରାସ୍ତାକୁ ବିଦାୟ ଦେଇସାରିଥିବା ସିପିଏମ ପାର୍ଟି ଛଳନା ବିଶ୍ଵର ବେହେଲେ ଦେଖି ବେ ଅବଶ୍ୟ ଆମେ ଆକର୍ଷିତ ଓ ଲସାହିତ ହେଉଥିଲୁ । ମୁଁ ସୁରାୟଙ୍କ ପରି ଫର୍ଟିତ ସର୍ବଭାରତୀୟ ସାଧାରଣ ସଂପାଦକ କେମିତି ସେଲୁନରେ ଶକ୍ତି ତକାଟି ସମ୍ମା ବଡ଼ ସନ୍ଦୀପକ ସେଲୁନରେ, ଯାହାକୁ ଆମ ସମୟର କଲେଜ ପିଲେ ପରିହାସରେ "ସିଆନ୍ ସେଲୁନ୍" ବୋଲି କୁହାକୁହି ହୁଅତି, ସେଇଠି ବାନ୍ତି କାମୁଳେ । ସାରନା ଧରି ଓଡ଼ିଶାକୁ ଆନ୍ଧ୍ର ପଳଇଥିଲେ। ବିଧାୟକ ଖରା ବଢ଼ାଇବାକୁ ଦାଳିକରି, ନିଜର ସୁସଂୟ ଏକା ସିପିଏମ୍ ଏମ୍ ଏଇଏ ସିଦ୍ଧ ପାଣିଗ୍ରାହୀ କେମିତି ପାର୍ଟିରୁ ସସ୍ତେଜ ହେଲେ ବା ପାର୍ଟି ବିଧୟକମାନେ ରେଳବନର ପୁରା ଦରମା ୫୫୦ ନ ନେଇ ପାଟି ଅଣ୍ଡା କମା ଦେଇ ନିଜ ଚରିବା ପାଇଁ ପର୍ବ ଠାରୁ ଅଧା ଶଙ୍କା ନେଇଥିଲେ,, ଇତ୍ୟାଦି ଅଲା- କେତେକ ସିପିଏମ୍ ପାର୍ଟିର ନିମିଥିଳା ବିପ୍ଲବୀ ଛବି । କିନ୍ତୁ, ସେଇ ସିଦ୍ଧ ପାଣିଗ୍ରାହୀ, ସଚ୍ଛତା ପିଙ୍ଗ କରିପୁଆକୁ ବେଖାତିର କରିଥିଲେ. ନିଜ ପିଲାମାନଙ୍କୁ ବ୍ରତ ବି ସଦାଇ ନ ଥିଲେ । ଏହାର ମହତୁ ତେବେଳର କୌଣସି କମ୍ୟୁନିଷ୍ଟ ପାର୍ଟି ପରି ସିପସନ୍‌ ପାର୍ଟିରେ ବି. ନ ଥିଲା । ବରଂ, ବା ଦୋକାନର କର୍ମଚାରୀକୁ ଟ୍ରେଡ୍‌ ୟୁନିୟନ୍ ରାଜନୀତି ଦେଇ ବିଧାୟକ ହେବା ପରେ ଏକ ଶେଷକଶ୍ରେଣୀର କ୍ଷମତାର ଡାଲବେ ଅରିନେଇ ସବୁ ନମ୍ୟୁନିଷ୍ଟ୍ରିଆ ଏମ୍ସ ଏକ ପରି ସିବାକୁ ଦୁର୍ନୀତିଗ୍ରସ୍ଥ ଓ ବ୍ୟକ୍ତିବର ହେଲେ । ନିଜ ସରମକୁ ସଫଳରେ ଲୋକଲୋଚନକୁ ଲୁଚାଇ ନ ରଖିପରି ସିପିଏମରୁ କିଛି ଦିନ ପାଇଁ ତଡା ଖାଇଥିଲେ । ଏହା ପରେ ନିଜ ପିଲାଙ୍କୁ ବୁତ କରିବାକୁ ଚାହୁଁଥିବା ଅନେକ ବ୍ରାହ୍ମଣଳାଦୀ କମ୍ୟୁନିଷ୍ଟମାନେ ଯୁକ୍ତି କଲେ ଯେ, ସିଦ୍ଧ ପାଣିଗ୍ରାହୀ ତ ତା' ପିଲାଙ୍କୁ

 

ବୁଦ୍ଧ କରି ନ ଥିଲା; ସେ କ’ଥ କମ୍ୟୁନିଷ୍ଟ ହୋଇ ମହି ପାରିଲା ? କହିବା ବିଷୟ ହେଉଛି ମୋ ପିଲାବେଳେ ହେଉ ବା ମୁଁ ରାଜନୀତି କରି ଟିକେ ହେତୁ ପାଇଲା ବେଳକୁ ହେଉ ସଂସହାୟ ରାଜନୀତିର ଫଳରେ ବୁଡ଼ିସାରିଥିବା ସିପିଆଇ । ସିପିଏମ୍ ପରି କମନିଷ୍ଠ । ନମରୀ ପାର୍ଟିରେ କମ୍ୟୁନିଷ୍ଟ ବିଶ୍ବ ବ୍ୟସ୍ଥଙ୍ଗୀର ଅକାଳ ଥିଲା । ନ ହେଲେ ମଣିଷ ତନିଶ ଭିତରେ ବିଭେଦର ଘୃଣା ସୃଷ୍ଟି ଜରୁଥିବା ଜାତିପ୍ରଥା ନେଇ, ସେମନ ଏଭଳି ଚାଲଙ୍କା ମତ କିପରି ଦେଇ ପାରିଥାନ୍ତେ । ନିଜ ନିଜର ସଂକୀର୍ଷ ସ୍ବାର୍ଥସାଧନ ମଧ୍ୟରେ କେଉଁ ଏକ ପାର୍ଟି ରାଜନୀତି କଲା ପରି ଏଠି ବି ଥୋକେ ଲୋକ ଖଜନୀତି କରୁଥିଲେ । ଆମ ଗାଁର ମେଲ କଣେ ସାଙ୍ଗ ସୁରିଆ ଭାଗବ ଭୁବନେଶ୍ଵରରେ ନବ ମହାନ୍ତି ପରି ବୈଜୟୁନିୟନ୍ .. ଲେବର କୋର୍ଟ,, ରାଜନୀତି କରି ରୋଜଗର କରିବା ଏବଂ ଧନୀ ହେଲା ଲକ୍ଷରେ ସିପିଏମ୍ ରାଜନୀତି କରିବା ପରି, ଅନେକ ବେଟାର ଯୁବକ ଗୋଳମାଳ କା ପାତି ସହବେଳିଆ କର୍ମୀ ସଭାକୁ ଆୟାକରି ଏହି ଭଳି ପାଟିରେ ମଝିରି । ଟିରେ ଭାଗ କାଳରେ ଗଣ୍ଡଗୋଳ ଥିଲେ ଜଣେ ହାଇ କଂଗ୍ରେସ୍‌ ହେଇ ଆଉ ଜଣେ ବିକେଳ ହେଉଛି, ନ ହେଲେ ବିଜେପି ହେଉଛି । ସେମିତି ମଧ୍ୟ, ଯେଉଁଠି କିଏ ଛୋଟ ଭିକାସୀ କମ୍ୟୁନିଷ୍ଟ ପାର୍ଟିର ଶକ୍ତି ଥିଲେ ଲୋକେ କମ୍ୟୁନିଷ୍ଟ ହେଉଛନ୍ତି । ସେଥିପାଇଁ, ପ୍ରକ୍ଷା ଦୃଷ୍ଟିଭଙ୍ଗୀ ନ ଥାଉ, ଗରିବ ଓ ଦଳିତ ଆଦିବାସୀଙ୍କ ବିଲ୍ଲୀରେ ସତ କମ୍ୟୁନି କର୍ମୀମାନେ େଙ୍ଗା କ ାନ୍ତି । ସେଥିନିମନ୍ତେ ଭୁବନେଶ୍ୱର ଅଶୋକନଗରରେ ଆଳୁକହି ଥିବା ବେଳେ, ଫୁଳି ଡ୍ରାଇଭରଙ୍କ ପରେ ପେଟ ବିଭତରେ ବେଶ୍ୟା ବୃଦ୍ଧି କରୁଥିବା ଦଣ୍ଡିତ ମହିଳାଙ୍କୁ ଖରାପ ଭାଷାରେ ଭାଳି ଦେଇ ମାଡ଼ମାରିବାକୁ ସିପିଏମ୍ ଓ ସିପିଆଇ କାର୍ଯ୍ୟଳମାନେ ଠେଗୀ ଥୁଆ ହେଇଥିଲା । ଯଦିଟା, ନର ଗଡ଼ିଯାଇ କଳା ପଡ଼ିଥିବା ପରି, ଆଦର୍ଶଗତ ଦେବାଳିଆମିର ଶିକାର ହୋଇଥିଲେ ବି, ବ୍ୟକ୍ତିଗତ ଜୀବନରେ ତ୍ୟାଜ୍ଞା ସାଜିଥିବା କିଛି ପୁରୁଣା ଲୋକ ଏହି ପାର୍ଟିଗୁଡ଼ିକରେ ରହି ସେବେ ଅଧୋପତିତ ଏହି ପର୍ବମାନଙ୍କୁ ପ୍ରେରଣା ଦେଇଥିଲେ । କିନ୍ତୁ, କେତେ ଦିନ ଏ ଛଳନାର ବିପ୍ଳବ । ବେଶର ବାସ୍ତବ କ୍ଲିନିକୁ ପ୍ରପେକ୍ଷା କରି, କମ୍ୟୁନିଷ୍ଟ ମୌଳିକ ଦୃଷ୍ଟିଟା, ବୈପ୍ଲବିକ ସଂଗ୍ରାମ ଓ ବ୍ୟାଠାରୁ ଦୂରେଇ ଭୋଗ ଯଦି କ'ଣ ବିପ୍ଲବୀ ହୋଇ ରହି ପାରିବ ? ସେଥିପାଇଁ ୬୦ ଦଶକରେ, ନନ୍ଦିନୀଙ୍କ ମୁଖ୍ୟମନ୍ତ୍ରୀଙ୍କ କାଳରେ ଯେଉଁ ସିଡିଏମ ପାର୍ଟି ବିଧାୟକ ଭରା ବୃଦ୍ଧିକୁ ବିରୋଧ କରୁଥିଲା, ୯୦ ଦଶକର ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ସେହି ସିପିଏମର ସବୁ ସଂସଦ ମରା ବୃଦ୍ଧିକୁ ସଂସଦରେ ସମର୍ଥନ କରି ହାତ ଟେକି ଦେଲେ । ଆଉ ସଫେଇ ଦେବାକୁ କହିଲେ ଯେ, ଏ ପ୍ରଶ୍ନରେ କି ଭୂମିକା ନେବେ ଆମ ସଂସଦମାନେ ଜାଣି ପାରିଲେନି ।

ବିଠିରେ ଚିଠିରେ ସବ୍ୟସାଚୀ

 

ପାର୍ଟିଗତ ଭାବେ ମୋ ପାଇଁ ସେମିତି ଖାସ ନିଷ୍ପତି ନ ହୋଇଥିଲେ ବି ୧୯୮ ରୁ ୮୮ ଦୁଇ ବର୍ଷ ପୁରୀର ଅଗଣତାତ୍ତ୍ୱିକ ଓ ଗୁଣାମୀ ପରିବେଶରେ ସଦାବେଳିଆ ରାଜନୀତି କରି ଧ୍ୱଂସ ପ୍ରାୟ ଅବସ୍ଥାରେ ଥିବା ଛାତ୍ର ସଂଗଠନକୁ ଠିଆ କରିବାକୁ ସିଝିବା ଚେଷ୍ଟାକଲି | ବେକରେ ହୋଲି ପଡ଼ିଲେ ଛାଏଁ କଡେଇ ଶିଖିବା ନ୍ୟାୟରେ, ତାରି ଭିତରେ କିଛି ରାଜନୀତି ଭାଷଣ ଦେବା, ପାର୍କ୍ସବାଦୀ ସାହିତ୍ୟ ପଢ଼ିବା ସହ ଟିକେ ଟିକେ ଲେଖାଲେ ଶିଖିଲି । ସେ ଯାଏଁ ଲେଖାଲେଖି କରିବା, ମୋତେ ଏତେ ଜଣା ନଥିଲା । ପୁରୀରେ ପିଲାଙ୍କ ଭିତରେ ଟିକେ ଲେଖାଲେଖି କରିବାର ମାନିଆ ଥିଲା । ଆଜିକାଲି କଣ ପରିସ୍ଥିତ ଜଣାନାହିଁ । କବି ଲେଖକ ବନ୍ଧୁମାନଙ୍କୁ ସଂଗଠିତ କରିବାକୁ ମୋ ପରି ଜଣେ ଅନେକ ମୁଣ୍ଡରେ ଭାରି ପଡ଼ିଲା । ରାଜନୈତିକ ପ୍ରଟାଇପତ୍ର ଲେଖିବା ବା କଲେଜ ଭାଷଣ ଅଲଗା କଥା । ନିଜେ କିଛି ନ ଲେଖି, ସାହିତ୍ୟ ଆସରରେ ବସିବା ଲାଜ ବିଷୟ । ସେଥିପାଇଁ ଚେଷ୍ଟା କରି କିଛି ଲେଖିଲି । ହେଲେ ଅନେକ ଲେଖକ ଓ କବିମାନଙ୍କ ମଧ୍ୟରେ ଥିବା ଅସମ୍ଭବ ବ୍ୟକ୍ତିବାଦିତା ଓ ଅହମିକାକୁ ସମ୍ଭାଳି ଭଗବତୀ ପାଣିଗ୍ରାହୀ କେମିତି କେତେ କଷ୍ଟରେ ନବଯୁଗ ସାହିତ୍ୟ ସଂଗଠନ ଠିଆ କରିଥିବେ, ସେ ଅନୁଭବ ମୁଁ ଏଇଠୁ ପାଇଲ । ଏ ଭଗବତୀ ପାଣିଗ୍ରାହୀ ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା) । ମୋ ପରି ଅଣଲେଖକକୁ ଶେଷରେ ଲେଖକମାନଙ୍କ ନେତା ହେବାକୁ ହେଲା । ପ୍ରଗତିଶୀଳ ସାହିତ୍ୟ ଅନୁଷ୍ଠାନ ‘ଅନ୍ଵେଷଣ ର ଆଗମ ଓ ଶେଷ ସଳନରେ ମୋର ପ୍ରାୟ ସବୁ ସାଥୀମାନେ ଲେଖା ନେଇଥିଲେ, ମୋତେ ଛାଡି | କଳା ଓ ସାହିତ୍ୟଟି ଲୋକ ବା ସମାଜ ପାଇଁ ହେବା ଜଚିତ ନା କଳା କେବଳ କଳା ପାଇଁ ହେବା ଉଚିତ । ଏହି ବିତର୍କକୁ ଆଧାର କରି, ସେଇ ସନ୍ତୋଳନ ଗୃହରେ କଳାଟି ସମାକ ପାଇଁ ହେବା ସପକ୍ଷରେ ତୁରନ୍ତ ଏକ କବିତା ଲେଖଲି କଳିତାଳିକୁ ଲେଖକ ବନ୍ଧୁମାନଙ୍କର ସ୍ଵୀକୃତି, ପ୍ରଶଂସା ଏବଂ ସେଇଟି ଅନ୍ଵେଷଣ ପତ୍ରିକାର ପ୍ରଥମ ତଥା ଶେଷ ସଂଖ୍ୟାରେ ପ୍ରକାଶିତ ହେବା ପରେ ମୋତେ ଲେଖକ ବନିବାକୁ ସାହସ ମିଳିଲା ।

 

କଲେଜରେ ଭୋଟରେ ଠିଆ ନ ହୋଇଥିଲେ ବି ମୋ ବ୍ୟକ୍ତିଗତ ସମର୍ଥନଟି ପ୍ରାର୍ଥୀଙ୍କ ବିଜୟ ପଖାଳୟ ପାଇଁ ଏକ ଗୁରୁତ୍ବ ପୂର୍ଣ ବିଷୟ ଥିଲା ବୋଲି ମୁଁ ବୁଝି ନ ଥିଲି । ସେ ପାଇଁ ବାଣିଜ୍ୟ ବିଭାଗକୁ ମୁଁ ବୁଲିଗଲେ କାଳେ ମୁଁ ସମର୍ଥନ କରିବା ପ୍ରାର୍ଥୀ ବିଜୟୀ ହେଲେ, ସେଇ ଅପରାଧିରେ ମୁଁ କିଛି ବି ପ୍ରଚାପ ନ କରି ମଧ୍ୟ, ଗଣତାନ( ଭାରତବର୍ଷର ପୁରୀ ଳୋଜର ବାଣିଜ୍ୟ ବିଭାଗର କିଛି କଂଗ୍ରେସୀ ଛାତ୍ର ମୋ ଗପର

 

ଆକ୍ରମଣ କଲେ । ମୋ ନାଳରୁ ଦୁଇ ବୁନ୍ଦା ରକ୍ତ ବାହାର ସେତେବେଳେ ମୁଁ ବ୍ୟବହାର । । କରୁଥିବା ୨.୫ ଟଙ୍କିଆ, ଧଳା ଫୁଟପାଥିଆ ସାର୍ଟରେ ପଡ଼ିଲା ପରେ, ଏହି ବୀର ଫଙ୍ଗ । ଆନମନାରୀମାନେ ଛତର ଦେଲେ । ଆଉ ଏଇ ଆକ୍ରମଣରୁ ଫଳ ନେବାକୁ ବର୍ତ୍ତମାନର ଯୁବ କଂଗ୍ରେସ ନେତା ପ୍ରିୟଦର୍ଶନ ପଟ୍ଟନାୟକ ମୋତେ ସହାନଭୂତି ଦେଖେଇ କୁଣେଇ କାନେଇ ଡାକ୍ତରଖାନା ନେଲେ । ସତରେ ତା' ପତି ଚକନାମ ଲୋକ ଏଥିରୁ ବହୁ ଫାଇଦା ପାଇ ନିର୍ବାଚନରେ ଜିତିଲେ । ପରେ ଅବଶ୍ୟ ମୋର ରାଜନୈତିକ ବନ୍ଧୁମାନେ ଘଟଣାର ପ୍ରତିରୋଧ ପାଇଁ ପ୍ରସ୍ତାବ ବେଳେ । ଦେଶରେ ଲୋକଙ୍କ ଉପରେ ରାଷ୍ଟ୍ର ର ଶାସକ ଦଳମାନଙ୍କ ତରଫରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଦମନ ଅତ୍ୟାନାଜୀ, ଧର୍ଷଣ, ଟଙ୍ଗା, ଲୁଟ୍, ଗୁଣ୍ଡାମ ହେଲେ ଯେଉଁ କାଜନୈତିକ ଶକ୍ତି ପ୍ରତିବାଦ ସଭା ଓ ନୀରଳ କ୍ରନ୍ଦନ ଛଡ଼ା ଅନ୍ୟ କିଛି କରନ୍ତି ନାହିଁ, ପ୍ରଚାରପତ୍ରରେ ରାଷ୍ଟ୍ର ବ୍ୟବସ୍ଥାକୁ ସମାଲୋଚନା କଲେ କି ଭାଷଣ ଲେଖିଲେ ବି ଆଇନଗତ ସମସ୍ୟା କଥା ଉଠାନ୍ତି, ସେମାନଙ୍କ ଠାରୁ ମିଛ ପ୍ରତିରୋଧର ଅଣ୍ଟାସନା ଶୁଣି ମୋ ମନକୁ ମୁଁ ବୁଝାଇ ନେଇଥିଲି | ପ୍ରତିରୋଧ ବଦଳରେ ରଉଛିଟୀର ସର୍ବ ଧରି କଲେଜରେ ପ୍ରଚାର କରିବା ପାଇଁ ପରାମର୍ଶ ଦେଲି । ତା ଦ୍ଵାରା ମୋ ଉପରେ ଆକ୍ରମଣ ହୋଇଥିବା ବାଣିଜ୍ୟ ବିଭାଗର ସବୁ ପ୍ରତିମାନେ, ମୋର ଜଣେ ଘନିୟ କର୍ମୀ ବନ୍ଧୁଙ୍କ ସମେତ ସମସ୍ତେ ଅମାନତ ହାରିଲେ । ଏଇଟା ଥିଲା ଛାତ୍ର ସମାବର ଅଭାଜନୈତିକ ପ୍ରତିକ୍ରିୟା । ଯେଉଁ ଅଗାଜନୈତିକ ପ୍ରତିକ୍ରିୟା ପାଇଁ ଦେବାରେ ସହଜରେ ହିନ୍ଦୁ ମୁସଲମାନ ନ ହେଲେ ହିନ୍ଦୁ ଖ୍ରୀଷ୍ଟାନ୍ନ ଦଙ୍ଗା ବି ହୋଇଯାଏ । ଦଙ୍ଗା ରଚନାକାରୀ ଦଳ, ବ୍ୟକ୍ତି ଓ ଶୋଷଳଗୋଷ୍ଠୀ ବଦଳରେ ଗୋଟିଏ ନିରୀହ ସମ୍ପ୍ରଦାୟ, କ୍ରୋଧୀ ଲୋକଙ୍କ ଆକ୍ରୋଶର ଶିକାର ହୁଏ ।

 

କଲେଜରେ ବିର୍ମିତ ପ୍ରାର୍ଥୀମାନେ, ସେବେ ମୁଁ ଥିବା ସଂଗଳ ସମେତ ସବୁ ସଂଖ୍ୟାନର ଲୋକେ, ପୁରା କଲେଜ ଛାତ୍ର ସମାଜର ଟଙ୍କାରେ ନନେକ ଭିତରେ ନିଜ ଦଳର ରାଜନୈତିକ ସଭା କରିବାକୁ ବେଶ ପସନ୍ଦ କରନ୍ତି । ଏ ଭଳି ବ୍ୟବହାରକ ବିରୋଧ କରି, ଆମେ ଯେତେବେଳେ କନା ପତକା ଦେଖାଇ ଲେନ ଭିତରେ କଂଗ୍ରେସମେଳାକୁ ବିରୋଧ କଲୁ, ସେତେ ପ୍ରଥମେ କଲେକ ଗଦାଶି ବଢିର ଧମନ ଓ ପରେ ଗୁଣ୍ଡାମାନଙ୍କ ଆକ୍ରମଣର ଶିକାର ହେଲୁ । ସେଦେ ଜଣେ ଦରଦୀ ପୋଲିସ୍ ସବ- ଜନିସ୍ପେକ୍ଟର ନ ଥିଲେ, ସେହି ପ୍ରତିବାଦର ଠେଲାପେଲା ଗହଳିରେ ଗୁଣ୍ଡାମାନଙ୍କ ହୁରୀରେ ମୁଁ ଶହୀଦ୍ ହେବାର ଥିଲା । ଏ ଘଟଣା ପରେ ମଧ୍ୟ କତ ବିପ୍ଲବୀ ଦଳ ସିପିଏମ୍ ର ପତିକ୍ରିୟା କିଛି ନ ଥିଲା । ଗୋଶୀଳନ୍ଦନ ଓ ଭାନୁଡାର ଶିକାର ହୋଇ ସାଇବାବ ଦନରେ ରହି ରାଜନୀତି କରିବା ସତର କଷ୍ଟକର ଥିଲା । ଦୂର ପହାକୁ ସୁମର ନାୟ ଭୁବନେଶ୍ୱରର ସମତାକ ନେଦେତାରେ ଅବସ୍ଥିତ ହୋଇ ମୁଁ ଭୁବନେଶ୍ୱର ଚାଳିଆସିବାକୁ ପ୍ରକୃତ ହେଛି । ଏ ସମୟରେ, କଂଗ୍ରେସ୍ ନେତା ପ୍ରିୟଦର୍ଶନ ପଟ୍ଟନାୟକଙ୍କ ଭାଇ ଓ ଅଲା । ଜଣେ ଲଗଙ୍ଗା ଆସି ମୋର ଜଣେ ରାଜନୈତିକ ସହକର୍ମୀ ଓ ମୋ ଉପରେ ଟାଉନ ଅ ସାମନାରେ ବିନା କାରଣରେ ଆକ୍ରମଣ କଲେ । ଆମେ ପ୍ରତିରୋଧ କରୁ ସାଧାରଣ ପୁଲିସ୍‌ ଠାରୁ ସାମାନ୍ୟ ଭିନ୍ନ ଥିବା ଜଣେ ସାଦାପୋଷାକ ଧାରା ଭିଏସ୍‌ ଅବତା । ଘଟଣା ଦେଖି କେବଳ ସେମାନଙ୍କୁ ମାଡ଼ ମାରିଥିଲେ ଏବଂ ଥାନାକୁ ଡାଳି ଉଭୟ ପଞ୍ଚତ୍ ରାଜିନାମା ଲତାଲ ଛାଡ଼ିଦେଇଥିଲେ । ଏହାର କାରଣ ଥିଲା, ସେ ଛାତ ଜୀବଟ ଟିକେ ସାମପନ୍ଥୀ ରାଜନୀତିରେ ପ୍ରଭାବିତ ଥିଲେ ଏବଂ ସେତେବେଳର ଆମ କମ୍ୟୁନିଷ୍ଟ ରାଜନୀତିଟି ରାଷ୍ଟ୍ରବ୍ୟବସ୍ଥା ପାଇଁ ଏତେ ବିପଦପୂର୍ଣ୍ଣ ନ ଥିଲା।

 

ସେପଟେ, ଶ୍ରେଣୀସଂଗ୍ରାମରୁ ଦୂରେଇଯାଇଥିବା ପୁରା ସିପିଏମ୍ ପାଟିରେ ରାଜନୈତିକ ଓ ଖେଳତ ଗୁଣମି ଓ ଅନ୍ୟମକୁ ଏକ ସଂଗଠିତ ପ୍ରତିରୋଧ କରିବା ବିଷୟଟି ଲେସ- ପାଇଯାଇଥିଲା । ତେବେ କେହି କେହି କର୍ମୀ ନିଜର ମନର ଓରିମାନା ମେସନକୁ ସ୍ଥାନୀୟ ଭାସେ ଲୋମ ବନ୍ଧୁକର ବ୍ୟବହାର କରି ଆତ୍ମରକ୍ଷା କଟୁଥିଲେ ଓ ନେତାମାନେ ନିଜ କୋଟ ଯୋଗନ ସାଥିରେ ଏହାକୁ କିଛି କିଛି ବ୍ୟବହାର କରୁଥିଲେ । ମୋତେ କି ସେମିତି କରିବାକୁ କିଛି ବନ୍ଧୁ ପରାହଣ୍ଡି ଦେଇଥିଲେ, ଅବଶ୍ୟ ଆନ୍ଦୋଳନ ସାଥିରେ । ତେବେ ବିଲେଇ ବେକରେ ଯଦି ବାନ୍ଧିବ କିଏ ? ବିଯୁକ୍ତ ନାଁରେ ନିଜକ ଭାଷଣ ଦେବାର କାମକୁ ଛାଡ଼ି, ରାଜନୈତିକ ପ୍ରତିରୋଧ ପାଇଁ ଆତ୍ମରକ୍ଷା ନିମନ୍ତେ ନିହାତି ଦରକାର ହେଉଥିବା ଏ କୋମ ବନ୍ଧୁକ ଧର୍ଯ୍ୟରେ ପଶି କେସ୍‌ରେ ପଶିବାକୁ ଧୋବ ଧୋବଳିଆ ନେତାମାନେ ଚାହାନ୍ତିନି। ସେଥିପାଇଁ ସେମାନେ ପାଖେ ପାଖେ ଟିକେ ଆଡ଼େଇ ମଳିମୁଣ୍ଡିଆ ନ ହେବ ମୁଣ୍ଡାମାନଙ୍କୁ ଏ କାମରେ ରଖନ୍ତି । ଆଜିକାଲି ସିପିଏମ୍ ଓ ପ୍ରାୟ ଅନ୍ୟ ସବୁ ଦଳର ନେତାମାନେ ଯେମିତି ଏକ ସ୍ୱାର୍ଥରେ ଲାଇସେନସ ରିଭଲଭର ନ ହେଲେ ମାଇଜର ରଖି ପୁଣି ତାଳ ଅନୁଗାମୀମାନଙ୍କୁ ବିନା ଭାଇସେନସ ହତିଆର ଧରାଇ ବୁଲୁଛନ୍ତି । ଯଦିବା ସେମାନେ ରଖି ନଜରରେ ହିଂସାକରୁଥିବା ଗୋଷ୍ଠୀରେ ଗଣତି ହୁଅନ୍ତି ନାହିଁ ।

 

ଦୂର ପାହାଡ଼ର ପାଖକୁ ଗଲେ ଜଣା ପଡ଼େ ପାହାଡ଼ଟି କେବେ ଆହୁଡ଼ା ଖାବଡ଼ା ! ଭୁବନେଶ୍ବର ଆସିଲାପରେ ଟାଣିଲି- ପୁରୀ ଓ ଭୁବନେଶ୍ୱରର ମନ୍ଦିର ପରିବେଶରେ ଏବଂ

 

ମା' ପରିବେଲେ ଖୁବ ଗୋଟେ ପର୍ଥକ୍ୟ ନାହିଁ । ସଂ ସମୟରେ କେଳ ଜଳକୁ ଯେଉଁଠି ସମସ୍ତେ ବେଆଇନଭାବେ ପାରି କରି, ଅଶୋଳ ନଗର ସେଇଠି ମୁଁ ମେଇ ଏକମାତ୍ର ସମ୍ପରି ସକେଲ୍‌ ଧରି ପାରିହେବାବେଳକୁ, ମୋ ଅନିତା ମୁହଁ ଦେଖି କଳେ ଲୋଫର୍ ମଦୁଆ ମୋ ସାଇକେଲ୍‌ ଛଡ଼ାଇ ନେବାକୁ ଧଳାପେଲା ଆରମ୍ଭ କରିଦେଲେ । ଅବଶ୍ୟ ଆଉ ଜଣେ ମଦୁଆ ମୋତେ ସଙ୍କେତ ବାଳି ସହାୟତା ଦେବା ପରେ ମୁଁ ସେ ବିପଦରୁ ରକ୍ଷା ପାଇଲି । ପରୋକ୍ଷ ବା ପ୍ରଦାସ ଭାଳେ ବିନା ରାଜନୈତିକ ସହାୟତାରେ, ଅତି ଚମରେ ରାଜନୀତି ସହ ସଂପର୍କ ରଖିଥିବା ସ୍ଥାନୀୟ ଗୁଣ୍ଡାଙ୍କ ସହ ପରିଚୟ ନଥିଲେ, ଆମ ଦେଶର ଅଧସାମନ୍ତ୍ରୀ ସଜର ଜୀବନଟି ସମସ୍ତଙ୍କ ପାଇଁ ନ୍ୟାରେ । ଏବେ ସହରରେ ନିଇତି ଟାଇଥିବା ମୁଣ୍ଡଗିରି ଦେଖି କେହି ଭାବିବା ଦରକାର ନାହିଁ ଯେ- ସେତେବେଳେ ଅବସ୍ଥା ଭଲ ଥିଲା । ଅବଶ୍ୟ ନୂଆ ଅର୍ଥନୀତିର ଗହଳିକର ଦ୍ଵାରା ସାଙ୍ଗକୁ ତାଳଦେଇ ଓଡ଼ିଶାରେ ଲୁଟ କରିବାର ଶିଳ୍ପାୟନ ଓ ଇଂଜିନିୟରିଂ କଲେଜ ବେପାର ଜୋର ଧରିବା ପରେ, ଏ ଗୁଣ୍ଡାମ ଟିକେ ଅଧିକ ସେଉଛି ଏବଂ ଅତ୍ୟାଧୁନିକ ହର୍ନିଆର ତଥା ମୋବାଇଲ ଫୋନ ବ୍ୟବହାର ଦେଇ ଗୁଣ୍ଡାମିକ ଟିକେ ଆଧୁନିକିକରଣ କରାଯାଇଛି ।

 

ସେ ପର୍ଯ୍ୟନ୍ତ ଭୁବନେଶ୍ବରରେ ସଂଗଠନ କରିବା ଆମ ଛାତ୍ର ନେତାମାନଙ୍କ ପାଇଁ କଷ୍ଟକର ଥିଲା । ମୁଁ ରାଜଧାନୀ କଲେଜ ଓ ଅନ୍ୟ କିଛି କଲେଜରେ ସଂଗଠନ ପାଇଁ ଉଦ୍ୟମ ଭଳି । ଛାତ୍ର ସଂଗଠନକୁ ଟ୍ରେଡ ୟୁନିୟନ୍ () ଅନ୍ୟ ମୌଳୀଳୀ ଲୋକଙ୍କ ଆନ୍ଦୋଳନ ଏଇ ମିଳିମିଶି ନ ଚଳାଇଲେ, ମିଳିମୁଣ୍ଡିଆ ଦେଶର କାରମେଳରେ ଧୋବ ବଳିଆ ବରମାନେ ନିଜକୁ ଶ୍ରେଷ୍ଠ ମଣିବେ! ଆମର ବୁଝିପୂଣି ଶିକ୍ଷାବ୍ୟବସ୍ଥା ଓ ସମାଜ ଚିନ୍ତାର ପ୍ରଭାବ ଯୋଗୁଁ ଛାତ୍ରମାନେ ବିପ୍ଳବୀ ହେବାହ ଦୂରର କଥା, ସମାନଦରଦା ବି ହୋଇ ପାଳିବେନି ଓ ଶ୍ରମଳୀବୀ ଲୋକଙ୍କ ମଇଳିଆ ହାତ ଓ ପୋଷାକକୁ ଅଥରେ ନାକ ଟେକିଲେ ବୋଲି ମୋର ଦୃଢ ଧାରଣା ଥିଲା । ସେ ପାଇଁ ଅନ୍ୟ ଯେଉଁଠି ଯାହା ହେଉପଛେ, ଛାତ୍ରମାନଙ୍କୁ ମୁଁ ଭୁବନେଶ୍ଵର ହୋଟେଲ୍ କର୍ମଚାରୀ ଆନ୍ଦୋଳନ ଠାରୁ ଆରମ୍ଭ କରି ସେଗନା ଅଂଚଳରୁ ଆସିଥିବା ଅସଂଗଠିତ ବାଉଁଶ କଟାଳ ଶ୍ରମିକଙ୍କ ଧାରଣା ଯାଏଁ, ସବୁଠି ସାମିଲ କରାଉଥିଲି । ସେପଟେ ଏକ ନମ୍ବର ୟୁନିଟର ଅସ୍ଥାୟୀ ଘରେ ଚାଲୁଥିବା ରାଜଧାନୀ ଲଳ ଉପରେ ସ୍ଥାନୀୟ ନୁଖଙ୍କ ରାଜତ୍ଵ ଓ ଝିଅମାନଙ୍କୁ ଦୁର୍ବବହାର ଦେଖିଲେ ପୁଣି ପୁରୀ କଥା ମନେ ପଡ଼ିଯାଉଥିଲା । ଏ ଗୁଣ୍ଡାମୀର ପ୍ରତିବାଦ କରିବାରୁ ସେ ଗୁଣ୍ଡାମାନେ ଆମର ଜଣେ ସଂଗଠକ କାଳୀ ମିଶ୍ରନ୍ଥ କଳେଜ ମଧ୍ୟରୁ ଉଠାଇ ନେବାକୁ ପୂଜା କଲି ।

ନିଠିରେ ତିଥିରେ ସବ୍ୟସାଚୀ ସିନେମା ଷ୍ଟାଇଲ ରେ ଆଗୁଆ ଧମକ ବେଲେ ଓ ତାରିଖ ମଧ୍ୟ ଜଣାଇ ଦେବେ । ଏ କରିବ

 

 

ମୁଁ ଆମର ସବୁ ରାଜନୈତିକ ନେତା ଓ ଶ୍ରମିକ ସଂଗଠନର ବନ୍ଧୁମାନଙ୍କୁ ଯୋଗାଯୋଗୁଁ କନ୍ତି । ନିଛକ ଦରମା ବଢ଼ା ଶ୍ରମିକ ୟୁନିୟନ ରାଜନୀତିର ଆର୍ଥିକବାବ ଓ କଳ ନିର୍ବାଚନ ରାଜନୀତି ସ୍ବାର୍ଥରେ ବୁଡ଼ିଥିବା ଏ ନେତାମାନେ କିଏ ବି ସହଯୋଗ ଦେଲେ କଲେଜ ପିଲା ଜଣେ ବି ଜଣଙ୍କୁ ଛାଡ଼ି ଅନ୍ୟମାନେ ଗୁଣ୍ଡାମୀକୁ ସାମନା କଲାପରି ସାହନ । ନ ଥାଏ । ଏ ପରିସ୍ଥିତିରେ ସେ ପିଲାକୁ ଗୁଣ୍ଡାଙ୍କ କବଳରୁ ବଞ୍ଚାଇବାକୁ ମୁଁ ଜଣେ କଲ ଯେଉଁ କଲେଜ ଅଧ୍ୟାପକ ସାମନାରେ ପିଲାଟାକୁ ଟେକି ନେଲାବେଳେ ସେମାନେ ନୀତ କହିଥିଲେ, ଗୁଣ୍ଡାମାନଙ୍କୁ ପ୍ରତିରୋଧ କଲାବେଳେ ମୋତେ ଏକ ଛୁରୀ ସହ ସେ ଅଧ୍ୟାପକମାନଙ୍କ ସହାଯ୍ୟ ନେଇ ଗିରଫ୍ କରାଗଲା ଏବଂ ମୋ ନାମରେ ପ୍ରଥମ ଭାରତ ପିଙ୍ଗଳ କୋଡ଼କ ୨୫ ଆର୍ମସ ଆକ୍ଟ କେଶ୍ ଲାଗିଲା । କହିବା ନିଷ୍ପ୍ରୟୋଚନ ସେ, । ଯେହେତୁ ଆମ କାର୍ଯ୍ୟକଳାପ ଏ ଶୋଷଣ ବ୍ୟବସ୍ଥାକୁ ସମୂଳେ ଉତ୍ୟାଖାତ କରିବା ଦିଗରେ ନ ଥିଲା ବୋଲି ରାଷ୍ଟ୍ର ଜାଣିଥିଲା, ସେ ପାଇଁ ପରିବାର ଓ ରାଜନୈତିକ ପ୍ରଭାବ ଯୋଗୁଁ ମୁଁ ବିନା ହାଡ କଡ଼ରେ କୋର୍ଟକୁ ଯାଇଥିଲି ଏବଂ ମାଜିଷ୍ଟ୍ରେଟଙ୍କ ସାମନାକୁ ନ ଯାଇ ୨୪ ଘଣ୍ଟା ପୂର୍ବରୁ ଜାମିନ ମିଳିଯାଇଥିଲା । ସେ କେଶରେ ମୁଁ ଆଉ କେବେ ବିଟାରଣ ପାଇଁ କୋର୍ଟକୁ ଯାଇ ନ ଅଛି । ଏତେ ସବୁ କହିବା ଭିତରେ ଏଇଠି ମୁଁ ତୁମକୁ ସୂଚେଇ ଦେବାକୁ ଚାହେଁ ଯେ, ସେଇ ଏକା ରାଷ୍ଟ୍ର ନିରୀହ ଆଦିବାସୀଙ୍କୁ ସେଇ ଏକା ଦଫାରେ ବିନୟ କଲାବେଳେ ବର୍ଷ ବର୍ଷ ଧରି ଅଳି କାମିନ ଦେଉନି । କାରଣ, ସଚେତନ ଅଛି ଅସଚେତନ ଭାବେ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପେ ସେମାନେ ପ୍ରଚଳିତ ବ୍ୟବସ୍ଥାର ବିରୋଧ । ଦିଗରେ ଏକ ଚେଷ୍ଟା ସହ ସାମିଲ ଥିବା ଆନ୍ଦୋଳନରେ ଅଛନ୍ତି ।

 

ବିଚାର ଆଣିବାକୁ ମୋର ଅଳ୍ପ ଜ୍ଞାନ ଦେଇ ମୁଁ ଏକ ଛୋଟ ସେଟଟିଏ 'ଧର୍ମ ନିଶାର ଗତ କେତେ” ଲେଖୁଥିଲି । ଲେଖାଟିକୁ ସିପିଏମ ପାର୍ଟି ସପ୍ତାହିକ ସମାଦନାରେ ପ୍ରକମ୍ପନ ପାଇଁ ଦେଲି । ଦାୟିତ୍ବରେ ଥିବା ସାମବାଦାର ମହର ବୋଷ ବ୍ୟକୁ ସେ ଯାଇ ସେ ଲେଖା ସଂପର୍କରେ ମୋତେ କିଛି ପରାମର୍ଶ ଦେବା ବଦଳରେ ତାକୁ ଓଡ଼ିଆ ମଧ୍ୟରେ । ଫିଙ୍ଗିଦେଲେ । କିନ୍ତୁ, ମୋର ଦୀର୍ଘକାଜ ରାଜନୈତିକ ପରାମର୍ଶଦାତା ଭାବେ ରହିଥିବା ବୟସ୍କ ବଙ୍ଗାଳୀ ଭଦ୍ରବ୍ୟକ୍ତି ସତ୍ୟରଞ୍ଜନ ଦେଶ ପଖାମର୍ଶରେ, ମୋର ସବୁ ଆର୍ଥିକ ଅଭାବକୁ ଦେଖାତିର କରି ପ୍ରେସ କର୍ମଚାରୀ ଓ ଛାତ୍ର ବନ୍ଧୁମାନଙ୍କ ସହାୟତାରେ ମୁଁ ବହିଟିକୁ ପୁଷ୍ଟିକା ଅକାରରେ ପ୍ରକାଶ କଳି । ଏହା ପରେ ନିନ୍ଦୁକ ଓ ପ୍ରଶାସକ ସମସ୍ତଙ୍କ ଠାରୁ କୋଳ ନା ବୋଲି ରାଜନାରେ ମୋତେ ପ୍ରଶଂସା ମିଳିଲା ।

 

ନିଠିରେ ତିଥିରେ ସବ୍ୟସାଚୀ ସିନେମା ଷ୍ଟାଇଲ ରେ ଆଗୁଆ ଧମକ ବେଲେ ଓ ତାରିଖ ମଧ୍ୟ ଜଣାଇ ଦେବେ । ଏ କରିବ

 

 

ମୁଁ ଆମର ସବୁ ରାଜନୈତିକ ନେତା ଓ ଶ୍ରମିକ ସଂଗଠନର ବନ୍ଧୁମାନଙ୍କୁ ଯୋଗାଯୋଗୁଁ କନ୍ତି । ନିଛକ ଦରମା ବଢ଼ା ଶ୍ରମିକ ୟୁନିୟନ ରାଜନୀତିର ଆର୍ଥିକବାବ ଓ କଳ ନିର୍ବାଚନ ରାଜନୀତି ସ୍ବାର୍ଥରେ ବୁଡ଼ିଥିବା ଏ ନେତାମାନେ କିଏ ବି ସହଯୋଗ ଦେଲେ କଲେଜ ପିଲା ଜଣେ ବି ଜଣଙ୍କୁ ଛାଡ଼ି ଅନ୍ୟମାନେ ଗୁଣ୍ଡାମୀକୁ ସାମନା କଲାପରି ସାହନ । ନ ଥାଏ । ଏ ପରିସ୍ଥିତିରେ ସେ ପିଲାକୁ ଗୁଣ୍ଡାଙ୍କ କବଳରୁ ବଞ୍ଚାଇବାକୁ ମୁଁ ଜଣେ କଲ ଯେଉଁ କଲେଜ ଅଧ୍ୟାପକ ସାମନାରେ ପିଲାଟାକୁ ଟେକି ନେଲାବେଳେ ସେମାନେ ନୀତ କହିଥିଲେ, ଗୁଣ୍ଡାମାନଙ୍କୁ ପ୍ରତିରୋଧ କଲାବେଳେ ମୋତେ ଏକ ଛୁରୀ ସହ ସେ ଅଧ୍ୟାପକମାନଙ୍କ ସହାଯ୍ୟ ନେଇ ଗିରଫ୍ କରାଗଲା ଏବଂ ମୋ ନାମରେ ପ୍ରଥମ ଭାରତ ପିଙ୍ଗଳ କୋଡ଼କ ୨୫ ଆର୍ମସ ଆକ୍ଟ କେଶ୍ ଲାଗିଲା । କହିବା ନିଷ୍ପ୍ରୟୋଚନ ସେ, । ଯେହେତୁ ଆମ କାର୍ଯ୍ୟକଳାପ ଏ ଶୋଷଣ ବ୍ୟବସ୍ଥାକୁ ସମୂଳେ ଉତ୍ୟାଖାତ କରିବା ଦିଗରେ ନ ଥିଲା ବୋଲି ରାଷ୍ଟ୍ର ଜାଣିଥିଲା, ସେ ପାଇଁ ପରିବାର ଓ ରାଜନୈତିକ ପ୍ରଭାବ ଯୋଗୁଁ ମୁଁ ବିନା ହାଡ କଡ଼ରେ କୋର୍ଟକୁ ଯାଇଥିଲି ଏବଂ ମାଜିଷ୍ଟ୍ରେଟଙ୍କ ସାମନାକୁ ନ ଯାଇ ୨୪ ଘଣ୍ଟା ପୂର୍ବରୁ ଜାମିନ ମିଳିଯାଇଥିଲା । ସେ କେଶରେ ମୁଁ ଆଉ କେବେ ବିଟାରଣ ପାଇଁ କୋର୍ଟକୁ ଯାଇ ନ ଅଛି । ଏତେ ସବୁ କହିବା ଭିତରେ ଏଇଠି ମୁଁ ତୁମକୁ ସୂଚେଇ ଦେବାକୁ ଚାହେଁ ଯେ, ସେଇ ଏକା ରାଷ୍ଟ୍ର ନିରୀହ ଆଦିବାସୀଙ୍କୁ ସେଇ ଏକା ଦଫାରେ ବିନୟ କଲାବେଳେ ବର୍ଷ ବର୍ଷ ଧରି ଅଳି କାମିନ ଦେଉନି । କାରଣ, ସଚେତନ ଅଛି ଅସଚେତନ ଭାବେ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପେ ସେମାନେ ପ୍ରଚଳିତ ବ୍ୟବସ୍ଥାର ବିରୋଧ । ଦିଗରେ ଏକ ଚେଷ୍ଟା ସହ ସାମିଲ ଥିବା ଆନ୍ଦୋଳନରେ ଅଛନ୍ତି ।

 

ବିଚାର ଆଣିବାକୁ ମୋର ଅଳ୍ପ ଜ୍ଞାନ ଦେଇ ମୁଁ ଏକ ଛୋଟ ସେଟଟିଏ 'ଧର୍ମ ନିଶାର ଗତ କେତେ” ଲେଖୁଥିଲି । ଲେଖାଟିକୁ ସିପିଏମ ପାର୍ଟି ସପ୍ତାହିକ ସମାଦନାରେ ପ୍ରକମ୍ପନ ପାଇଁ ଦେଲି । ଦାୟିତ୍ବରେ ଥିବା ସାମବାଦାର ମହର ବୋଷ ବ୍ୟକୁ ସେ ଯାଇ ସେ ଲେଖା ସଂପର୍କରେ ମୋତେ କିଛି ପରାମର୍ଶ ଦେବା ବଦଳରେ ତାକୁ ଓଡ଼ିଆ ମଧ୍ୟରେ । ଫିଙ୍ଗିଦେଲେ । କିନ୍ତୁ, ମୋର ଦୀର୍ଘକାଜ ରାଜନୈତିକ ପରାମର୍ଶଦାତା ଭାବେ ରହିଥିବା ବୟସ୍କ ବଙ୍ଗାଳୀ ଭଦ୍ରବ୍ୟକ୍ତି ସତ୍ୟରଞ୍ଜନ ଦେଶ ପଖାମର୍ଶରେ, ମୋର ସବୁ ଆର୍ଥିକ ଅଭାବକୁ ଦେଖାତିର କରି ପ୍ରେସ କର୍ମଚାରୀ ଓ ଛାତ୍ର ବନ୍ଧୁମାନଙ୍କ ସହାୟତାରେ ମୁଁ ବହିଟିକୁ ପୁଷ୍ଟିକା ଅକାରରେ ପ୍ରକାଶ କଳି । ଏହା ପରେ ନିନ୍ଦୁକ ଓ ପ୍ରଶାସକ ସମସ୍ତଙ୍କ ଠାରୁ କୋଳ ନା ବୋଲି ରାଜନାରେ ମୋତେ ପ୍ରଶଂସା ମିଳିଲା ।

 

ସିନେମା ଷ୍ଟାଇଲ ରେ ଆଗୁଆ ଧମକ ବେଲେ ଓ ତାରିଖ ମଧ୍ୟ ଜଣାଇ ଦେବେ । ଏ କରିବ। ମୁଁ ଆମର ସବୁ ରାଜନୈତିକ ନେତା ଓ ଶ୍ରମିକ ସଂଗଠନର ବନ୍ଧୁମାନଙ୍କୁ ଯୋଗାଯୋଗୁଁ କନ୍ତି । ନିଛକ ଦରମା ବଢ଼ା ଶ୍ରମିକ ୟୁନିୟନ ରାଜନୀତିର ଆର୍ଥିକବାବ ଓ କଳ ନିର୍ବାଚନ ରାଜନୀତି ସ୍ବାର୍ଥରେ ବୁଡ଼ିଥିବା ଏ ନେତାମାନେ କିଏ ବି ସହଯୋଗ ଦେଲେ କଲେଜ ପିଲା ଜଣେ ବି ଜଣଙ୍କୁ ଛାଡ଼ି ଅନ୍ୟମାନେ ଗୁଣ୍ଡାମୀକୁ ସାମନା କଲାପରି ସାହନ । ନ ଥାଏ । ଏ ପରିସ୍ଥିତିରେ ସେ ପିଲାକୁ ଗୁଣ୍ଡାଙ୍କ କବଳରୁ ବଞ୍ଚାଇବାକୁ ମୁଁ ଜଣେ କଲ ଯେଉଁ କଲେଜ ଅଧ୍ୟାପକ ସାମନାରେ ପିଲାଟାକୁ ଟେକି ନେଲାବେଳେ ସେମାନେ ନୀତ କହିଥିଲେ, ଗୁଣ୍ଡାମାନଙ୍କୁ ପ୍ରତିରୋଧ କଲାବେଳେ ମୋତେ ଏକ ଛୁରୀ ସହ ସେ ଅଧ୍ୟାପକମାନଙ୍କ ସହାଯ୍ୟ ନେଇ ଗିରଫ୍ କରାଗଲା ଏବଂ ମୋ ନାମରେ ପ୍ରଥମ ଭାରତ ପିଙ୍ଗଳ କୋଡ଼କ ୨୫ ଆର୍ମସ ଆକ୍ଟ କେଶ୍ ଲାଗିଲା । କହିବା ନିଷ୍ପ୍ରୟୋଚନ ସେ, । ଯେହେତୁ ଆମ କାର୍ଯ୍ୟକଳାପ ଏ ଶୋଷଣ ବ୍ୟବସ୍ଥାକୁ ସମୂଳେ ଉତ୍ୟାଖାତ କରିବା ଦିଗରେ ନ ଥିଲା ବୋଲି ରାଷ୍ଟ୍ର ଜାଣିଥିଲା, ସେ ପାଇଁ ପରିବାର ଓ ରାଜନୈତିକ ପ୍ରଭାବ ଯୋଗୁଁ ମୁଁ ବିନା ହାଡ କଡ଼ରେ କୋର୍ଟକୁ ଯାଇଥିଲି ଏବଂ ମାଜିଷ୍ଟ୍ରେଟଙ୍କ ସାମନାକୁ ନ ଯାଇ ୨୪ ଘଣ୍ଟା ପୂର୍ବରୁ ଜାମିନ ମିଳିଯାଇଥିଲା । ସେ କେଶରେ ମୁଁ ଆଉ କେବେ ବିଟାରଣ ପାଇଁ କୋର୍ଟକୁ ଯାଇ ନ ଅଛି । ଏତେ ସବୁ କହିବା ଭିତରେ ଏଇଠି ମୁଁ ତୁମକୁ ସୂଚେଇ ଦେବାକୁ ଚାହେଁ ଯେ, ସେଇ ଏକା ରାଷ୍ଟ୍ର ନିରୀହ ଆଦିବାସୀଙ୍କୁ ସେଇ ଏକା ଦଫାରେ ବିନୟ କଲାବେଳେ ବର୍ଷ ବର୍ଷ ଧରି ଅଳି କାମିନ ଦେଉନି । କାରଣ, ସଚେତନ ଅଛି ଅସଚେତନ ଭାବେ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପେ ସେମାନେ ପ୍ରଚଳିତ ବ୍ୟବସ୍ଥାର ବିରୋଧ । ଦିଗରେ ଏକ ଚେଷ୍ଟା ସହ ସାମିଲ ଥିବା ଆନ୍ଦୋଳନରେ ଅଛନ୍ତି ।

 

ବିଚାର ଆଣିବାକୁ ମୋର ଅଳ୍ପ ଜ୍ଞାନ ଦେଇ ମୁଁ ଏକ ଛୋଟ ସେଟଟିଏ 'ଧର୍ମ ନିଶାର ଗତ କେତେ” ଲେଖୁଥିଲି । ଲେଖାଟିକୁ ସିପିଏମ ପାର୍ଟି ସପ୍ତାହିକ ସମାଦନାରେ ପ୍ରକମ୍ପନ ପାଇଁ ଦେଲି । ଦାୟିତ୍ବରେ ଥିବା ସାମବାଦାର ମହର ବୋଷ ବ୍ୟକୁ ସେ ଯାଇ ସେ ଲେଖା ସଂପର୍କରେ ମୋତେ କିଛି ପରାମର୍ଶ ଦେବା ବଦଳରେ ତାକୁ ଓଡ଼ିଆ ମଧ୍ୟରେ । ଫିଙ୍ଗିଦେଲେ । କିନ୍ତୁ, ମୋର ଦୀର୍ଘକାଜ ରାଜନୈତିକ ପରାମର୍ଶଦାତା ଭାବେ ରହିଥିବା ବୟସ୍କ ବଙ୍ଗାଳୀ ଭଦ୍ରବ୍ୟକ୍ତି ସତ୍ୟରଞ୍ଜନ ଦେଶ ପଖାମର୍ଶରେ, ମୋର ସବୁ ଆର୍ଥିକ ଅଭାବକୁ ଦେଖାତିର କରି ପ୍ରେସ କର୍ମଚାରୀ ଓ ଛାତ୍ର ବନ୍ଧୁମାନଙ୍କ ସହାୟତାରେ ମୁଁ ବହିଟିକୁ ପୁଷ୍ଟିକା ଅକାରରେ ପ୍ରକାଶ କଳି । ଏହା ପରେ ନିନ୍ଦୁକ ଓ ପ୍ରଶାସକ ସମସ୍ତଙ୍କ ଠାରୁ କୋଳ ନା ବୋଲି ରାଜନାରେ ମୋତେ ପ୍ରଶଂସା ମିଳିଲା ।

 

ଏହି ବହି ବାହାରିବାପରେ, ଅର୍ଥାତ ସିପିଏମ୍ ରାଜ୍ୟ ସମ୍ମିଳନା ପରଦିନରୁ ଏହାର ଅର୍ଥ ନେଇ ଚିତିତ ହେବା ବଦଳରେ କିପରି ପାର୍ଟି ଭିତରେ ଗୋଟିଏ ଗୋଷ୍ଠୀକୁ ପୁରୀ ନେତାମାନଙ୍କ ଦ୍ଵିତୀୟ ଅସଲରୂପ ମୋ ଆଖିରେ ଧରାପଡ଼ିଗଲା | ଦେଶ ଓ ଲୋକଙ୍କ ଚକୁଳାନ୍ଦ ରଚନା କରି ଧ୍ୱଂସ କରିବାକୁ ହେବ- ଏ ପାଇଁ ମୋ ବାପାଙ୍କ ସମେତ ଦୁଇ ଗୋଷ୍ଠୀ ସିପିଏମ୍ ନେତାମାନଙ୍କ ପୃଥକ କବାଟଙ୍କିଳୀ ପୁଣ୍ୟ ଗୁପ୍ତମନ୍ତ୍ରଣାର ଲକ ସେଶମାନଙ୍କ ମୁହଁରୁ ମୁଁ ଶୁଣିଥାନ୍ତି । ଅବଶ୍ୟ ମୁଁ ସେଠି ଅଛି ବୋଲି ସେମାନେ ଜାଣି ନ ଥିଲେ । ପରେ ମୋତେ ଦେଖି ଛାନିଆ ହେଲେ, ଯଦିବା ମୁଁ ଅଭିନୟ କରି ନିମ୍ନରେ ଖେଇଥିବାର ବାହାନା କରି ତାଙ୍କୁ ଧୋକା ଦେଲି । ଆଉ ମୋ ସାମନାରେ ସେମାନଙ୍କ ଅଲ ରୂପ ପ୍ରଘଟରେ କରି ଯାଇଥିବା ଏ ନେତାଙ୍କ ମୁହଁକୁ ମୋ ବହି ନେଇ ଗୁଡ଼ାଏ ବେଳାର ପ୍ରଶଂସା ଶୁଣିଲି । କିନ୍ତୁ, ମୋ ପରାମର୍ଶଦାତାମାନଙ୍କ ଠାରୁ ସେଇ ପାଟିରେ ରହି । କରିବାର ପରାମର୍ଶ ପାଇବା ସତ୍ତ୍ବେ, ସେ ଦିନ ମୁଁ ପ୍ରାୟତଃ ମନରେ ଠିକ କରି ନେଲିଅଛି- ଏ ସିପିଏମ୍ ରାଜନୀତି ଲୋକଙ୍କ ପାଇଁ ନୁହେଁ । କଲିକତା ସିପିଏମ ଅଫିସରେ, ସେଠା ନେତାମାନଙ୍କ ମହନ୍ତ ସୁଲଭ ବୁକୁଆ ପାର୍ଟି ନେତାଙ୍କ ପରି ବ୍ୟବହାର ଆହୁରି ମୋ ଆଖି ସେ ନଖୋଲିଦେଲା । ପଶ୍ଚିମବଙ୍ଗରେ ସିଫିଏମ୍ ପାର୍ଟି ଅଫିସ୍ ମାର୍ଗରେ ଅମ ଏ ବ୍ଲକ ଅଫିସ୍ ପରି କିପରି ଠିକାଦାରୀ କାମ ପାଇଁ ପିସି (ଲଞ୍ଚ) ନିଆଯାଏ, ଏ ନେଇ ମୋର ଜଣେ ଛାତ୍ରକର୍ମାଙ୍କ ଠାରୁ ଚାକ୍ଷୁଷ ରିପୋର୍ଟ ପାଇଲି । ଏସବୁ ମୋ ଆଣ୍ଠୁ ଆହୁରି କଲିକତା । କିନ୍ତୁ, ବିକଳ୍ପ ନେଇ ମୋ ଆଗରେ କିଛି ଦିଶୁ ନ ଥିଲା । ପାର୍ଟି କାମ ସଦାବେଳିଆ କର୍ମୀ ରୂପେ କରୁଥିଲେ ବି, ନିଜର ଖାଇବା ପିଇବା ବାହାନାରେ ଏ ପାର୍ଟିର

 

ଜଣେ ସର୍ମୀ ଭାବେ ଏକ ପ୍ରକୃତ ସମାଳ ପରିବର୍ତ୍ତନ ପାଇଁ ଜନ ଆନ୍ଦୋଳନ ବିନାଏ ଓ ଫଳ ଆନ୍ଦୋଳନ ଉପରେ ଆସୁଥିବା ଆକ୍ରମଣକୁ ପ୍ରତିରୋଧର ରାସ୍ତା ଖୋଜି ଆମେ ପାର୍ଟି ଭିତରେ ଅନିଶ୍ବାସା ହେଇଥିଲୁ । ଏସବୁ ଭାବିବାକୁ ତୁମ ସିପିଏମ୍ ପାର୍ଟି ନେତାଙ୍କର ସମୟ ବା କୁଆଡ଼େ ? ସେମାନେ ତ ଶିବାଳୀ ନେତା ହେବେ ନା ଅନେକ ନେତା ହେବେ, ପାଇଁ ବ୍ୟସ୍ତ ଥିଲେ- ଗୋଷ୍ଠୀ କନ୍ଦଳରେ ( ଏବେ ଶିବାଳୀ ପଟ୍ଟନାୟକ ସିପିଏମ୍ ନେତା । ମଳୟ କାଳର ସିପିର ନେତା ଅଛନ୍ତି । ଆମେ ମଧ୍ୟ ପାର୍ଟି ଭିତରେ ଦୁର୍ନୀତି ସାର୍ଥପଟେ । ବିରୁଦ୍ଧରେ ଲଟୁ ବଡ଼ ଟଣା ହୋଇଗକୁ ଗୋଟେ ଗୋଷ୍ଠୀରେ। ମାର୍କ୍ସବାଦୀଙ୍କ ବିରୁଦ୍ଧରେ ଧର୍ମକୁ ନେଇ ହେଉଥିବା ଅପପ୍ରଚାର ନେଇ ଏବଂ ଜର୍ମାଙ୍କ ମଧ୍ୟରେ ଧର୍ମ ସଂପର୍କରେ ସଠିକ


Rate this content
Log in

More oriya story from Rishab k..

Similar oriya story from Drama