STORYMIRROR

Prabhanjana Tripathy

Inspirational Others

2  

Prabhanjana Tripathy

Inspirational Others

ସାପ୍ୟ

ସାପ୍ୟ

1 min
15.1K


ରାଜା ନିଜକୁ ନିଜେ ଗର୍ବିତ କରି ସର୍ବଶକ୍ତିବାନ ଭାବି ଯେତେ ମୁନି ଋଷିଙ୍କୁ ଦେଶରୁ ତଡିଦେଲେ । ଦେଶରେ ଧର୍ମର ବିଲୋପ ହେଲା, ପାପିଙ୍କ ଉତ୍ତାପରେ ଦେଶର ପ୍ରଜା ହନ୍ତସନ୍ତ ହେଲେ, ଦୁର୍ଭିକ୍ଷ ପଡିଲା, ପ୍ରଜାଙ୍କୁ ପାଣି,ଖାଦ୍ୟ ଅଭାବ ହେଲା । ମଣିଷ,ଜୀଵଜନ୍ତୁ ମରିବାରେ ଲାଗିଲେ, କିନ୍ତୁ ଜଣେ ଶିଷ୍ୟ ତାଙ୍କ ଗୁରୁଙ୍କୁ ଗୋଟିଏ କୋଠରୀ ଭିତରେ,ସୁଡୁଙ୍ଗ କରି,ଲୁଚେଇ ରଖିଥିଲେ ।

ଦିନ ଗଡି ଚାଲିଲା l ଦିନେ ବର୍ଷା ହେବାର ସୂଚନା ପାଇଲେ ରୁଷି ଗୁରୁ, ସେ'ଥିଲେ ଦିବ୍ୟଜ୍ଞାନୀ, ଶିଷ୍ୟଙ୍କୁ କହିଲେ ରାସ୍ତା କଡେ କଡେ ହଲ କସିବାକୁ କାହିଁକିନା ରାସ୍ତା କଡରେ ଖେତରୁ ବୁହା ଯାଇଥିବା ଶସ୍ୟ ପଡିଥିବ ଏଣୁ ଏହି ବର୍ଷା ଦ୍ୱାରା ଚାରାଉଠି ଫଳଦେବ ତେଣୁ,ଗୁରୁ ବିନା,ବିଦ୍ୟା ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational