Prabhanjana Tripathy

1  

Prabhanjana Tripathy

ଭାଲୁ

ଭାଲୁ

1 min
1.7K


ବହୁତ ଖୋଜାଖୋଜି ପରେ ବରଟିଏ ମିଳିଲା ଖୁବ ଖୁସି । ମା' କହିଲେ ଝିଅ ଭାଲୁକୁ କିଆଁ ବାହା ହେବୁ, ତୋତେ କ'ଣ ବର ମିଳିବନି। ଝିଅ ମାନିଲାନି। ବାହା ସରିଲା । ପ୍ରତିଦିନ ଭାଲୁକୁ ଝିଅ ଖାଇବାକୁ ଦିଏ, ଗାଧୋଇ ଦିଏ।

ଦିନେ ଭାଲୁକୁ ଖାଇବାକୁ ଦେବାର ଡେରି ହେଲା। ଭାଲୁ ରାଗି ଗଲା । ସେ ଝିଅକୁ ଏମିତି ରାମ୍ପୁଡିଲା ଯେ ଝିଅ ଖଣ୍ଡିଆ ଖାବରା ହୋଇଗଲା, ତେଣୁ ଦେଖି ଚାହିଁକିରି ବାହା ହୁଅ ।


Rate this content
Log in