STORYMIRROR

Prabhanjana Tripathy

Tragedy

3  

Prabhanjana Tripathy

Tragedy

ମାଧୁରୀ

ମାଧୁରୀ

2 mins
486

ଜୀବନ ଏକ ଅକଳ୍ପନିୟ ମୁଁ ନିଜେ ବି ବୁଝି ପାରେନି ଏ ଜୀବନ କଅଣ ସବୁ ମାୟାରେ ବାୟା ମାଧୁରୀ ନିଜକୁ ନିଜେ କଥା ହୋଇ ହୋଇ ଚାଲିଥାଏ ।ମାଉସୀ

ଏ ମାଧୁରୀ କେଣେ ଯାଉଛୁ ଗା (କରାପୁଟିଆ ଭାଷା )।

ମାଉସୀ କେଣେ ନାଈଁ ଯାଏ ଗୋ, ବନ୍ଧ ବାଟେ ଟିକେ ଯିବି ବନ୍ଧାଡ଼ ଲଗଲାଣି । ହଁ ଜା ହେଲେ ବେଗି ଆସିବୁ ବଢ଼ିଆଳି ଝିଅ କେନ ଭେଣ୍ଡିଆ ପିଲାର ଆଖିରେ ତୋର ଛାତି ମୁଣ୍ଡ ଦିସଲେ ତାର ମିସା ମୁଣ୍ଡ ଖରାପ ହେସି ଗା ହଉ ଗୋ ମୁଇଁ ଏକଲା ଜୀବିଚେ ଏବେ ଉଟି ଆଇବି

ଗାଁ ଭିତରେ ସେ ଟୁକିଲ ଟି ଭାରି ସୁନ୍ଦର । ଏ ହୁକା ତୁଇ ତାକେ ଦେଖିଛୁ ସଲା ପର୍ବତ ପରା ଛାତି ତାର ପିଚା କେ ଦେଖିଲେ ଦୀମାକ ଖରାପ । ମୁଣ୍ଡ କାମ କରେ ନାଈଁ ଜାବେ ସଲା ଚିଲାମ୍ ।


ତୁଇ ଯେତେ କହିଲେ ମିସା ମୋର ମନ୍ ଡରି ଯାଇସି

ଜାବେ ତୁଇ ସିନା ଡରିବୁ । ତାର ତ କିଏ ନାଈଁ ବୁଆ କୁଲି କରା ଗଲା ମା ଭୁତି ଗଲା ଆଇ ସଂଗେ ଆଚେ ଚାଲ ରେ ଆଜି ଭଳିଆ ଖମନେ ଧରି ଦେଇ ଚେଗି ଦେବା ।ତୋର ପରେ ମୁଇଁ ଆରି ମୋର ପରେ ତୁଇ

ନାଈଁ ଭାଇ ରାଣ୍ଡି ଇଆଡ଼େ ସିଆଡେ ପଳାଇ ବୁଲିବ ତାକୁ କିନ୍ତି କଲେ କିନ୍ତି କରିବାର । ମୁଇଁ ଆଜି ତାର ଗୋଡ଼ କେ ଧରି ଦେବି ତୁଇ ତାର ଗାଉନ କେ ହିଟାଇ ଭୂଷି ଦେବୁ ଜା ହେଲେ ହେବ ପାଚେ ଦେଖିବା ।ଠିକ୍ ଅଛି

ଦୁଇଜଣ ହୁକା ଆଉରି ଚିଲମ । ମାଧୁରୀ ଦୁନିଆର ଏତେ କଥା ମନରେ ନାଈଁ ଚାଲିଲା । ଗାଁ ର ଶେଷ ପ୍ରାନ୍ତରେ ଥିବା କାଜୁ ବାଡ଼ କୁ ଢାଲ ଟେ ହାତରେ ଧୀରେ ନିଜର ପିନ୍ଧା ଜାମା କାଢି ଦେଇ କାଜୁ ଗଛର ଶାଖା ଉପରେ ଥୋଇଦେଇ ଛୋଟିଆ ତଉଲିଆ ଟିଏ ଘୋଡାଇ ଦେଲା ଦୃଶ୍ୟ ଅଙ୍ଗରେ । ଆଉ କିନ୍ତୁ ଯେମିତି ଶୌଚ ହେଇଛି କେ ଜାଣି କିଏ ଜଣେ ଆସି ତାର ଆଖିକି ଚାପିଧରି ତାର ଆଖି ଉପରେ ପଟି ଟିଏ ବାନ୍ଧି ଦେଇ ପାଟିକି ଜାବୁଡି ଧରିଲା ଅନ୍ୟ କିଏ ଜଣେ ଆସି ତାର ହାତ ଗୋଡ଼ କୁ ରସିରେ ବାନ୍ଧିଦେଲା କାଜୁ ଗଛର ଦେହରେ ଆଉ ବାରମ୍ ବାର ତାର ଇଜ୍ଜତକୁ ଲୁଟିବାରେ ଲାଗିଲା । ଜଣକ ପରେ ଆଉ ଜଣେ ଆଉ ଜଣେ ଆଉଜଣେ । କେତେ ଲୁହ ବୋହି ଯାଉଥାଏ ମାଧୁରୀର ଆଖିରୁ ଚିତତ୍କାର ଗାମୁଛା ଭିତରେ ଦବି ରହିଯାଉଥାଏ

କାନ୍ଠ୍ ରୁଦ୍ଧ ପ୍ରାୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy