ଜୀବନର ଶେଷ କଥା
ଜୀବନର ଶେଷ କଥା
ମୁଁ ଠିକ୍ ଜାଣିଛି ତୁମେ ମୋ ବିନା ରହିପାରିବ ନାହିଁ । ହେଲେ ମୁଁ କଣ କରିବି ଯେ । ଜନ୍ମରୁ ତ ମାକୁ ଖାଇଲି। ମୋ ଭାଗ୍ୟ ତ ଖରାପ ଏବେ ପୁଣି ଏମିତି ରୋଗ ହେଲା ଯେ ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ । ମୋ ପାଇଁ କିଛି ଦୁଃଖ ନାହିଁ ମୋର ,ହେଲେ ଏ ପିଲା ମାନଙ୍କର କଣ ହେବ । ସେମାନଙ୍କୁ ରାସ୍ତା କଡରୁ ଆଣି ରଖିଛି ମୁଁ ମଲା ପରେ ଏମାନଙ୍କ ଭବିଷ୍ୟତ ।
ଜଗନ୍ନାଥ ମହାପ୍ରଭୁ ଆପଣଙ୍କର ଏହା ବିଚାର.। ଆଉ ପରୀକୁ କଥା ଦେଇ ଥିଲି ଏଥର ଫଗୁଣରେ ତାହା ମଥାରେ ସିନ୍ଦୂର ଦେବି ବୋଲି କି । ମହାପ୍ରଭୁ ମତେ ଆଉ କିଛି ଦିନ ସମୟ ଦିଅନ୍ତେ ନାହିଁ । ମୋର ବଞ୍ଚିବା ପାଇଁ ବହୁତ ଆଶା ଆଉ ଏ ସମାଜରେ ଦୁଃଖି ରଙ୍କିଙ୍କର ସେବା କରନ୍ତି । ହେଲେ ମୁଁ ତ ଏବେ ଏଠି କିଛି ଦିନର ରହିବି ଆଉ ବଞ୍ଚିବାର ଆଶା ରଖି କି ଲାଭ.....।.
ପ୍ରମିଳା ସାହୁ