STORYMIRROR

Pramila Sahoo

Tragedy Inspirational

1  

Pramila Sahoo

Tragedy Inspirational

ବାଃ ବାଃରେ ଦୁନିଆଁ

ବାଃ ବାଃରେ ଦୁନିଆଁ

1 min
3.1K


ବାଃ ବାଃରେ ଦୁନିଆଁ ବୁଝୁନାହାନ୍ତି ବାପା ମା ର କଷ୍ଟ ର ମୂଲ୍ୟ.... କେତେ ଦୁଃଖ କଷ୍ଟ କରି ନିଜେ ଭଲ ନଖାଇ ପିନ୍ଧି ପିଲାକୁ ଦେଇ ଥାଆନ୍ତି ,ହେଲେ ପିଲା ତାହା ମୂଲ୍ୟ କିଛି ନ ବୁଝି ଖରାପ ପିଲା ସହ ମିଶି ନିଶା ଦ୍ରବ୍ୟ ଖାଇ... ନିଜ ଜୀବନ କୁ ନିଜ ହାତରେ ନଷ୍ଟ କରୁଛନ୍ତି...ଏଇ ସମୟ ଥରେ ଗଲେ ଆଉ ଫେରିବ ନାହିଁ .....ସମୟର ସତ୍ ଉପଯୋଗ କରି ନିଜକୁ ଭଲ ମଣିଷ କରି ଗଢ଼ି ତୋଳିବା କଥା କାରଣ ଆଉ ଏ ସମୟ ଆସିବ ନାହିଁ ପରେ ଯେତେ ଭାବିଲେ ଆଉ କିଛି ଲାଭ ନାହିଁ .........ସମସ୍ତେ ଯଦି ଭଲ ମଣିଷ ହେବା ତାହେଲେ ପୃଥିବୀର ଦୁଃଖ ଯନ୍ତ୍ରଣା କିଛି ରୁହନ୍ତା ନାହିଁ.........

ପ୍ରମିଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy