STORYMIRROR

Pramila Sahoo

Inspirational

2  

Pramila Sahoo

Inspirational

ଜୀବନ

ଜୀବନ

1 min
15.2K


ମୋ ଭାଗ୍ୟରେ ସବୁ ରଙ୍ଗ ଆଜି ରଙ୍ଗହୀନ ହୋଇଯାଇଛି... ମୋର ବି ବହୁତ ଇଚ୍ଛା ଥିଲା ........

ଏଇ ଫଗୁଣର ସାତ ରଙ୍ଗରେ ରଙ୍ଗୀନି ହେବା ପାଇଁ ହେଲେ ମୋ ଭାଗ୍ୟରେ ଆଜି ସାତ ସପନ...ମୁଁ ଏଠି କିଛି ଦିନର ଅତିଥି ଚାଲିଯିବି ଅରପାରିକି...ପିଲା ଦିନରୁ ମା ର ସ୍ନେହ ମମତା କଣ ଜାଣିନଥିଲି... ଖାଲି ଏଇ ଖୋଲା ଆକାଶ ଆଉ ଏଇ ବର ଗଛ ମୋ ପାଇଁ ଘରଦ୍ୱାର ସବୁ କିଛି ଥିଲା.. ମୁଠାଏ ମିଳିଲେ ଖାଇ ଦିଇ ଦିନ ଯାଏଁ ବଞ୍ଚ ଯାଉଥିଲି...ସେଥିକି ବି ମୋ ଭାଗ୍ୟରେ ମିଳିଲାନି ଯେ ଏତେ କମ୍ ବୟସ ରୁ ଭଗବାନ ତାଙ୍କ ପାଖକୁ ନେଇ ଯିବେ...ଏଥିରେ ଦୁଃଖ କରିବାର ନାହିଁ କାରଣ ଭଗବାନ ସେହି ଲୋକ କୁ ବହୁତ ଭଲ ପାଆନ୍ତି ଯାହା କୁ ପାଖକୁ ଅତି ଶୀଘ୍ର ନେଇ ଯାଆନ୍ତି........ମୋର ଖୁସି ହେବା କଥା ମୁଁ ତ ଆଉ ଅଳ୍ପ ଦିନ ର ଅତିଥି ଏଠି ହେଲେ ହୃଦୟ ମୋର ବୁଝୁନୀ ଖାଲି କାନ୍ଦୁଛି ଆଉ କିଛି ଦିନ ବଞ୍ଚିବା ପାଇଁ ଚାହୁଁଛି.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational