Rakesh Mahakur

Crime

4  

Rakesh Mahakur

Crime

ଗୁଗୁଲ ଆର୍ଥ

ଗୁଗୁଲ ଆର୍ଥ

7 mins
498


ନମସ୍କାର ବନ୍ଧୁଗଣ ମୋ ଲେଖା ର ପ୍ରଥମ କାହାଣୀ ରେ ଆଜି ମୁଁ ଆପଙ୍କୁ ସ୍ବାଗତ କରୁଛି । ଆଶା କରୁଛି ଆପଣ ମାନେ ବହୁତ ଖୁସି ରେ ଥିବେ । ମୋ ଜୀବନ ର ପ୍ରଥମ କାହାଣୀ କୁ ଆଜି ମୁ ଆପଣଙ୍କ ଠାରେ ପ୍ରକାଶ କରିବାକୁ ଯାଉଛି । ପ୍ରକୃତ କଥା କହିବ କୁ ଗଲେ ପ୍ରଥମ କାହାଣୀ ଲେଖିବା କୁ ଯାଉଛି ତେଣୁ ଟିକେ ଟିକେ ଡ଼ର ବି ଲାଗୁଛି କାରଣ ମୋ ଲେଖା କାହାକୁ ପସନ୍ଦ ହେବ ନହେବ ବଲି ।

         ତୋ ଆଜିର କାହାଣୀ ଉପର କୁ ଆସିବା । ଦୁଇ ତିନିଟା କଥା ଏହି କାହାଣୀ କୁ ନେଇ ପ୍ରଥମ ଟେକ୍ନୋଲୋଜୀ  କୁ ନେଇ ବିଭିନ୍ନ କଥା ବାହାର କୁ ଆସେ । ଆମେ ଯଦି ବିଜ୍ଞାନ ଯୁଗରେ ନିଜକୁ ନିଜେ ଉନ୍ନତ ନହେବ ତାହେଲେ ଆମେ ବହୁତ ପଛ ରେ ରହିଯିବା । ଆଜିର ଦୁନିଆଁରେ ବିଜ୍ଞାନ ର ଲାଭ କ୍ଷତି ବିଷୟ ରେ କହିବାକୁ ଯାଉଛି ଆଜିର କାହାଣୀ ରେ ବିଜ୍ଞାନର ସେମିତି କିଛି ଲାଭ ବିଷୟରେ କରାଯାଇନାହିଁ । ତୋ ବିଜ୍ଞାନ କୁ କିଭଳି ଭାବରେ ଉପଯୋଗ କରାଯାଉଛି ତାହା ଜାଣିବା । ଗୁଗଲ ଆର୍ଥ ବିଷୟରେ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଗୁଗଲ ଆର୍ଥକୁ ଆମେ ସମସ୍ତେ ବ୍ୟବହାର କରୁଛେ । ଗୁଗଲ ଆର୍ଥକୁ ନେଇ ବିଭିନ୍ନ ଦେଖାରେ ବିଭିନ୍ନ ମତ ଭେଦ ମଧ୍ୟ ଦେଖା ଦେଇଛି କାରଣ ଗୁଗଲ ଆର୍ଥ ଜରିଆରେ ବିଭିନ୍ନ ଦେଶର ସିକ୍ୟୁରିଟି ରେ ମଧ୍ୟ ବହୁତ ଫରକ ପଡି ଥାଏ । ତେଣୁ ଦେଶର ସୁରକ୍ଷା ପାଇଁ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏ କାହାଣୀ ଗୁଗଲ ଆର୍ଥ କୁ କେମିତି ହୀରୋ ପ୍ରମାଣିତ କରିଥାଏ ତାହା ଉପରେ ଏହା ଆଧାରିତ  ।                                                                                                                                  ଆନେକ ଦିନ ଆଗରୁ ଜଣେ ବ୍ୟକ୍ତି ଆମେରିକା ର ଗୋଟେ ସହରରେ ବାସ କରୁଥିଲେ । ସେ ଦିନ ଥିଲା ସନ୍ଧ୍ୟା ସମୟ ସେ ନିଜ ଘରୁ ବାହାରିଲେ ଓ ଗୋଟେ ମଦ ଦୋକାନକୁ ଗଲ।   । ଏମିତିବି ସେ ଜଣେ ମଦୁଆ ଧାରଣ ର ଲୋକ ନଥିଲ। ହେଲେ ବି ଆମ ଗହଣରେ ଏମିତି ଅନେକ ଲୋକ ଆଛନ୍ତି ଯେଉଁ ମାନେ କି ଏମିତି ବେଳେ ବେଳେ କେବେ ମାଡ଼ ଭଳି ଏମିତି କିଛି ମାଦକ ଦ୍ରବ୍ୟ ବ୍ୟବହାର କରନ୍ତି  । ସେ ବି ସେମିତି ଥିଲେ । ସେ ସେମିତି ସମସ୍ତଙ୍କ ଠାରେ ମିଳାମିଶା ବି ସେମିତି ବେଶୀ କରୁନଥିଲେ । ହେଲେ ସେ ପୁର। ସିଧା ସାଧା ବ୍ଯକ୍ତିତ୍ବ ଥିଲେ । ସବୁବେଳେ ନିଜ କାମରେ କମ ରଖୁଥିଲେ । ସେଦିନ ସେ ମଦ ଦୋକାନ କୁ ଆସିଲେ ଓ ସେଠାରେ କିଛି ସମୟ ବସିଲା ପରେ ସେ ନିଜ ପ୍ରେମିକା କୁ ଫୋନ କଲା ଓ କହିଲା କିଛି ସମୟ ପରେ ମୁଁ ତୁମ ଘର କୁ ତୁମ କୁ ଦେଖା କରିବା କୁ ତୁମ ଘର କୁ ଯାଉଛି   । ଏତିକି କହି ସେ ନିଜର ଫୋନ ରଖିଲା  । ସେପଟେ ତ ପ୍ରେମିକା ତ ଆପେକ୍ଷ।ରେ ଅଛି । କିନ୍ତୁ ସେ ଘରେ ପହଞ୍ଚିଲା ନହିଁ । ବହୁତ ସମୟ ଧରି ଆପେକ୍ଷା କଳା ପରେ ବି ସେ ଘରେ ପହଞ୍ଚିଲା ନହିଁ । ଏଠାରେ ନିଜ ଘର ଲୋକେ ବି କେମିତି ଏତେ ରାତି ହେଲା ଆସିଲା ନାହିଁ ବଳି ଆପେଷା କରିଛନ୍ତି ସେପଟେ ପ୍ରେମିକା ଘର କୁ ଯାଇନାହିଁ କି ଏପଟେ ନିଜ ଘର କୁ ଆସିନ। ହିଁ । ଘର ଲୋକେ ବି ସେମିତି କିଛି ଭାବିଲେ ନାହିଁ କାହିଁକି ନ ସେ ବିଭିନ୍ନ କାମରେ ବେଳେ ବେଳେ ବାହାରକୁ ଯାଇ ବହୁତ ସମୟ ଧରି ଫେରୀ ନହିଁ । ତେଣୁ ଘର ଲୋକେ ବି ବେଶୀ କିଛି ଜରୁରୀ ବଳି ଭାବିଲେ ନାହିଁ  । ଘର ଲୋକେ ଭାବିଲେ କି କିଛି କ।ମରେ ବାହାରେ ରହି ଯାଇଥିବ ନହେଲେ ପ୍ରେମିକ ସହ ରହି ଯାଇଥିବା ଭାବି କିଛି ପୋଲିସ କୁ ପାଖକୁ କିଛି complain ବି କଲେ ନହିଁ। ସେଦିନ ସାରାରାତି ବିତିବା ପରେ ବି ସେ ଘର କୁ ଫେରିଲା ନହିଁ । ପରବର୍ତ୍ତୀ ଦିନ ବି ଯେତେବେଳେ ସେ ଘରକୁ ଆସିଲା ନାହିଁ ଘରଲୋକ ଙ୍କୁ ଟିକେ କଥାଟା ଆଡୁଆ ଲାଗିଲା । ଶେଷରେ ଘର ଲୋକେ ପୋଲିସରେ ଗୋଟେ ମିଶିଙ୍ଗ complain କରିଦେଲେ । ରିପୋର୍ଟ ଲେଖିଲା ପରେ ପୋଲିସ ତାକୁ ଖୋଜ ଖୋଜି କରିବାରେ ଲାଗି ପଡିଲା ବାର ରେ ଯାଇ ପଚାରିବ ରୁ ବାର ରେ କମ କରୁଥିବା କର୍ମଚାରୀ ମାନେ କହିଲକେ କି ସେ ରାତି ପରେ ୧୦ ଟା ରେ ବାହାରି ଗଲା । ଗଲା ବେଳେ ସେ ବେଶ ଭଲ ଥିଲେ ଓ ବେଶୀ ବି ମଦ ପିଇ ନଥିଲେ ବଳି ବାର କାଉଣ୍ଟେଡ଼ କହିଲେ । ବାହାରେ ବି ଯାହା କରଜ୍ୟ ଡ଼ଟ ଥିଲେ ଯଥା ପାର୍କିଂ ଷ୍ଟାପ ବି ତାଙ୍କୁ ଦେଖିଥିବା ର ସୂଚନା ଦେଲେ । ହେଲେ ବି କେହି ତାଙ୍କ କିଛି ସଠିକ ସୂଚନା ଦେଇପାରିଲେ ନାହିଁ । ପୋଲିସ ବି ବହୁତ ଖୋଜାଖୋଜୀ କଳା ପରେ ବି କିଛି ଲାଭ ମିଳିଲା ନହିଁ    । ଶେଷରେ ତ ପ୍ରେମିକାକୁ ବି ପୋଲିସ ପଚରା ଉଚରା କଳା କାହିଁକି ନ ସେଦିନ ସେ ଟା ପ୍ରେମିକା କୁ ଦେଖା କରିବା କୁ ଆସିବାର ଥିଲା  । ପୋଲିସ ବି ବହୁତ ଖୋଜ ଖୋଜି କରିଲା ପରେ କିଛି ଲାଭ ହେଲା ନାହିଁ । ସମୟ ଅତିବାହିତ ହେବାରେ ଲାଗିଲା । ହେଲେ କୌଣସି ସୁଫଳ ମିଳିଲା ନାହିଁ। ସେଠାର ପୋଲିସ ଓ ଘର ଲୋକେ ବି ବହୁତ ବ୍ୟସ୍ତ ହେଇ ପଡିଲେ କି କୁଆଡେ ଚାଲିଗଲା । ଏମିତି ଅନେକ ଦିନରୁ ସେଠାକାର ଅନେକ ଯୁବକ ଏମିତି ଘରୁ ଅଚାନକ ନିଖୋଜ

ହୋଇଯାଉଥିଲେ ।    ଯେହେତୁ ସେଠାରେ ଆମ ଦେଶ ଭାରତ ପରି ପରିବେଶ ନାହିଁ। ଆମ ଦେଶରେ କେହିବି ପ୍ରାୟ ବାପା ମା ଙ୍କୁ ଛାଡି ଏମିତି କୁଆଡେ ଚାଲି ଯାଆନ୍ତି ନାହିଁ । ଆମେରିକା ରେ ଏହା ବେଶୀ କିଛି ବଡ କଥା ନୁହେଁ । ହେଲେ ଏହି ଯୁବକ ଜଣଙ୍କ ସେମିତି ନଥିଲା । ପୁର ପୁରୀ ସାଧ। ସିଧା ବ୍ଯକ୍ତିତ୍ବ ଥିଲା ତେଣୁ ଘର ଲୋକେ ବି ଟିକେ ବେଶୀ ଭାବୁ ଥିଲେ । କ'ଣ ହେଲା ଏମିତି ଅଚାନକ ନିଖୋଜ ହେଇଯିବା କଥାଟା ଟିକେ ତାଙ୍କ ଘର ଲୋକଙ୍କୁ ହଜମ ହେଲା ନହିଁ। କେବେ ବି ଘରୁ ଏତେ ଦିନ ଧରି ଗାୟବ ହେଉ ନଥିଲା ତେଣୁ ଘର ଲୋକେ ଆହିରୀ ବି ବହୁତ ପରିସାନ ହେବ ସ୍ବାଭାବିକ । ଘର ଲୋକେ ଭାବିଲେ କି କିଛି ନ କିଛି ଆଘାତ ନ ଘଟି ଯାଇଛି ବଳି । ହେଲେ କୌଣସି ପ୍ରକାର ର ଅଘଟଣ ଘଟିବାର ବି କୌଣସି ସୁରାଗ ମିଳୁ ନଥିଲା । ସମୟ ଗଡିଚାଲିଲା ହେଲେ କୌଣସି ଖୋଜ ଖବର ମିଳିଲା ନାହିଁ ।        

୨୨ ବର୍ଷ ବିତିଗଲା ହେଲେ ବି କିଛି ଖବର ମିଳିଲା ନାହିଁ । ପୋଲିସ କେସକୁ ବନ୍ଦ କରିନଥିଲା । ବେଳେବେଳେ ଘର ଲୋକେ ବି ପୋଲିସ ଷ୍ଟେସନ କୁ ଯାଇ ପଚରା ଉଚରା କରନ୍ତି ହେଲେ ୧୦/୧୫ ବର୍ଷ ବିତି ଯିବା ପରେ ସେସବୁ ବି ବନ୍ଦ ହେଇଗଲା ଘର ଲୋକେ ପୁର। ପୁରୀ ଆଶା ଛାଡିଦେଇଥାନ୍ତି । ପୁଲିସ ସେହି ଯୁବକ ଜଣକୁ ଖୋଜିବା ସହିତ ତ ଗଡ଼ିକୁ ବି ବହୁତ ଖୋଜ ଖୋଜି କଳା କେଲେ କିଛି ବି ସୁରାଗ ମିଳିଲା ନାହିଁ । ୨୨ ବର୍ଷ ବିତି ଗଲା ପରେ ସେହି ଯୁବକ କିଛି ସୁରଗ ମିଳିଲା ନହିଁ । ସେହି ଅଞ୍ଚଳର ଅନ୍ୟ ଜଣେ ଯୁବକ ଗୋଟେ ବଡ ଫ୍ଲାଟ ରେ ରହୁଥିଲେ ତାଙ୍କର ଅନ୍ୟ କୌଣସି ଜାଗା କୁ ଟ୍ରାନ୍ସଫର ହେଲା ତେଣୁ ସେ ନିଜ ଜାଗା ଛାଡି ଆନ୍ୟ ସହର କୁ ଗଲେ । ଅନ୍ୟ ସହର କୁ ଗଲା ପରେ ନିଜ ପୁରୁଣା ଘର କଥା ତାଙ୍କର ବହୁତ ମାନେ ପଡିଲା । ମନେ ପଡିବ ସ୍ବାଭାବିକ କଥା ଆମେ ବି ଅନ୍ୟ କାହାର କୁ ଗଲେ ଆମ ନିଜ ଘର କଥା ବହୁତ ମନେ ପଡେ । ତେଣୁ ସେ ଗୁଗଲ ଅର୍ଥ ରେ ନିଜ ଘର କୁ ସର୍ଚ କଲେ ସେଠାରେ ସେ ତାଙ୍କ ଘର ପଛ ପଟ ପୋଖରୀ ରେ zoom  କରି ଦେଖିଲା ପରେ ସେ ଦେଖିଲେ କି ତାଙ୍କ ପୋଖରୀ ରେ କୌଣସି ଗୋଟେ କାର୍ ପଡି ଥିବା ଭଳି ଦେଖା ଯାଉଥିଲା । ସେ ତାହା ଦେଖି ଆଶ୍ଚର୍ଯ ହେଇଗଲେ ପୋଖରୀ ଭିତରେ କାର କୌଥୁ ଆସିବା । ଆଗରୁ କେବେ ସେ ଏମିତି ସେ ପୋଖରୀ ରେ କିଛି ଦେଖି ନଥିଲେ । ତାପରେ ସେ ଆଉ ଆଧିକ ସମୟ ବରବାଦ୍ ନକରି ତାଙ୍କ ପୋଡ଼ସି କୁ ଯୋଗାଯୋଗ କଲେ । ତାପରେ ସେ ଏ ସବୁ ଘଟନା ବିଷୟ ରେ ସବୁକିଛି ବିସ୍ତାର ଭାବ ରେ କହିଲେ । ଯେ ଗୁଗଲ ସର୍ଚ ରେ କେମିତି ସେ ତାଙ୍କ ପୋଖରୀ ରେ ଗୋଟେ କାର ପଡ଼ିଥିବାର ଦେଖିଲେ । ତାଙ୍କୁ ସେ କହିଲେ କି ସେଠାରେ କ'ଣ ଆଛି ଟିକେ ଚେକ କରି ଦେଖିବ କି । ତାପରେ ସେ ଟାଙ୍କୁ ସେହି ପୋଖରୀ ଢ଼ୟ କିଛି ସ୍କ୍ରିନ୍ ଶର୍ଟ୍ ତାଙ୍କୁନ ପଠାଇଲେ । ତାପରେ ତାଙ୍କ ପୋଡ଼ସି ସେହି ପୋଖରୀ କୁ ଯାଇ କ'ଣ ଅଛି କାର ବଦଳ ରେ ଅନ୍ୟ କିଛି ଜିନିଷ ହେଇଥିବା ଭାବି ଗଲେ । ତାପରେ ସେ ସେ ପୋଖରୀ କୁଳ କୁ ଗଲେ ଓ ଦେଖିଲେ କି ବାହାରୁ କିଛି ଦେଖା ହଯାଉନଥିଲା କାରଣ ପୋଖରୀ ଟି ବହୁତ ବଡ ଥିଲା ତେଣୁ ପୋଖରୀ ମଝିକୁ ଦେଖିବା କଷ୍ଟ କର । ତେଣୁ ସେ ନିଜ ର୍ dron କ୍ୟାମେରା ସାହାଯ୍ଯ ରେ ପୁରା ପୋଖରୀ ର ସର୍ଚ କଲେ । ପୋଖରୀ କୁ ତନ୍ନ ତନ୍ନ କରି ଦେଖିଲା ରେ ଅଚାନକ ତାଙ୍କୁ ଗୋଟେ କାର ଢ଼ୟ ଆକୃତି ଭାଲୁ ଦେଖାଗଲା । ସେ ଚମକି ପଡିଲେ । ସେହି ପୋଖରୀ ତ ବି ସେମିତି କିଛି ନିରାଳ ଜଗା ନାର୍ହିଲା । ସେଠାକୁ ବହୁତ ଲୋକ ଆସନ୍ତି । ସକାଳେ ସନ୍ଧ୍ୟା ରେ ପଶି ଗପ ସପ ବି କରନ୍ତି ହେଲେ କେବେ ବି ସେ ଏହି କାର କୁ ଦେଖି ନଥିଲେ । ଏହା ଏକ ବଡ ଆଶ୍ଚର୍ଯ ଜଣକ କଥା ଥିଲା । ସେ ଆମୁ କଳା ବିଳମ୍ବ ନକରି ଶୀଘ୍ର ନିକଟସ୍ଥ ପୋଲିସ ଷ୍ଟେସନ୍ ରେ ଖବର ଜଣାଇଲେ । ପୋଲିସ ଖବର ପାଇ ସେଠାକୁ ଗଲା । ଗୁଗଲ ଆର୍ଥ ରେ ଦେଖିଥିବା ଚିତ୍ର ମୁତବକ ସେଠାରେ ଚର୍ଚ ଅପରେଶନ ଆରମ୍ଭ ହେଲା । ସତ କୁ ସତ ସେଠାରେ ଗୋଟେ କାର ବାହାରିଲା । କାରକୁ ଉପରକୁ ଅଣ ଗଲା । ଯେତେ ବେଳେ ବାହାର କୁ ଆଣ ଗଲା । ନମ୍ବର ପ୍ଲେଟ ଋ ଜଣା ପଡିଲା କି ତାହା ୨୨ ବର୍ଷ ଆଗରୁ ନିଖୋଜ ଥିବା ସେହି ଯୁବକ ର । ଯାହା କି ଆଜି ଯାଏ ଗୋଟେ ରହସ୍ୟ ହୋଇ ରହି ଯାଇଥିଲା । କାରକୁ ବାହାର କୁ ଆଣ ଜୀବ ପରେ ପଛ ବାହାରୁ କିଛି ଦେଖା ଯାଊନଥିଲା । ଏତେ ଦିନ ଧରି ପାଣି ରେ ବୁଡ଼ି ଯାଇଥିବା ଋ ସ୍ବାଭାବିକ କାଠକି କାର ର୍ ଦର୍ବଜ କୁ ଖୋଲିବା ବି ବହୁତ କଷ୍ଟ କର ହେଇ ପଡିଲା । ଶେଷ ରେ କାର ର ଦର୍ବଜ କୁ କାଟିବାକୁ ପଡିଲା । କାର ର୍ ଦର୍ବଜ କାଟିବା ପରେ ଦେଖାଗଲା କି କାର ର୍  କାଟିବା ପରେ ଦେଖାଗଲା କି କାର ର୍ ଡ୍ରାଇଭିଂ ସିଟ ରେ ଯାହା ଦେଖିଲେ ସମସ୍ତେ ଆଶ୍ଚଯ୍ଯ ହେଇଗଲେ  ।   କାର ଭିତରେ ଆଜି ବି ସେହି ଯୁବକ ର କଙ୍କାଳ ଥିଲା  ।   ତଥାପି ବି ପୋଲିସ ପୁରା ପୁରା ଜାଣିବା ପାଇଁ ସେହି କଙ୍କାଳ କୁ ବ୍ୟବଛେଦ ଗୃହ କୁ ପାଠା ଗଲା  ।   ତାଙ୍କ ପରିବାର ଲୋକଙ୍କୁ ବି ସୂଚନା ଦିଅ ଗଲା  ।   ତାଙ୍କ ବାପା ମା ତୋ ଏ ଦୁନିଆଁ ରେ ଆଉ ନଥିଲେ  ।   ତାଙ୍କ ପରିବାର ର ବାକି ସଦସ୍ୟ ମାନଙ୍କ ସୂଚନା ଦିଆ ଗଲା  ।   ସବୁ ପ୍ରକାର ର ପଚରା ଉଛର ପରେ ଜଣା ପଡିଲା କି ଏହଉ ଯୁବାକୁ ଆଜିକୁ ୨୨ ବର୍ଷ ଆଗରୁ ନିଜ ପ୍ରେମିକା କୁ ଦେଖା କରିବା କୁ କହି ଆଉ ଆସିନଥିଲା  ।   ପୁଲିସ କୁ ଲାଗିଲା କି ଯୁବକ ଜଣକ କାର ସେ ଆସିଲା ସମୟ ରେ ବେଶୀ ନିଶ ରେ ଥିଲା ତେଣୁ କାରକୁ ଆୟତ୍ତ କରି ନପାରି ପୋଖରୀ ଭିତରେ କାରକୁ ନେଇ ପଡିଲା ତେଣୁ ସେଠାରେ ତାର ମୃତ୍ଯୁ ହୋଇ ସେଠାରେ ପଡି ରହିଲା  ।   ଶୁଣି ଦୁଃଖ ଲାଗିଲା କି ୨୨ ବର୍ଷ ଧରି ଆପେକ୍ଷା କରିଥିବା ତାଙ୍କ ପରିବାର ଲୟରେ ଶେଷରେ ତାଙ୍କୁ ମର ଶରୀର ରୂପ ରେ ମିଳିଲା   ।   ମୂଳ ଋ କହିଥିଲି ଆଜିର ବିଜ୍ଞାନ କିଛି ଖରାପ କାମ କରୁଛି ଓ କିଛି ଭଲ କାମ ବି କରୁଛି  ।   ବିଜ୍ଞାନ ର ଉଦ୍ଭାବନ ଆମ ଉପରେ ନିର୍ଭର କରୁଛି ଟଝ କୁ ଆମେ ସଦୁପଯୋଗ ରେ ରେ କଲେ ଆମେ ସବୁକିଛି ଠିକ ଚାଲିବ  ।   ଆଜିର କାହାଣୀ ଏତିକିରେ ରହିଲି ।   ପୁଣି ଆସନ୍ତା କଲି ମୋ ଚେନନେଲ ରେ ଆଶ୍ଚର୍ଯ ଲାଗେ କି ସେଠାରେ ଏତେ ବଡ ଜନବସତି ଥାଇ ବି କାର ସେଠାରେ ପଡିବ ର୍ ଆବାଜ କି କେହି ଦେଖି ପାରିଲେ ନାହି ତେଣୁ ଦୀର୍ଘ ୨୨ ବର୍ଷ ଧର ସେହି କାର ରେ ଯୁବକ ଜଣକ ପଡି ରହିଲେ  ।   ଶେଷ ରେ ପରିବାର ଲୋକ ଙ୍କୁ ତାଙ୍କ ସବ କୁ ହସ୍ତାନ୍ତରେ କରାଗଲା  ।


Rate this content
Log in

Similar oriya story from Crime