STORYMIRROR

ପବିତ୍ର ବେହେରା , ସମ୍ବଲପୁର

Crime Fantasy Others

3  

ପବିତ୍ର ବେହେରା , ସମ୍ବଲପୁର

Crime Fantasy Others

boobly

boobly

3 mins
165

  

    ମା'କେ ମାର୍ ଲ ଝିଅ ଟେ ମାର୍ ଲ

ମାର୍ ଲ ଆରୁ ଭଏନ୍,

ମୁନୁଷ୍ ନାଁ ଥି କୁକୁର ଜନମ୍

ଜୀବନ ତୁମ୍ଭର ଧଏନ୍

ନାଇଁ ଭାବ୍ ବୁ ତୁଇ ନାରୀ କେ

ଦୁର୍ଵଳା ଅଵଳା ବୋଲି,

ଗୁଟେ ନାରୀ ର୍ ହାତେ ମହିଁସାସୂର୍

ପାପୀ ର୍ ପଡ଼ିଥିଲା ବଳୀ

ଉସତ୍ ନାଇଁ ହ ନାଇଁ ହୁଏ

ବୋଲି ତୋର୍ କିଛି,

ତୋର୍ ପାଳି ଵି ଆସୁଛେ ମର୍ ବୁ

ତୁଇ ହେଇ ପୁକ୍ ମାଛି

ଯେନ୍ ଠାନେ ନାଇଁ ମିଲେ

ନାରୀ କେ ସମ୍ମାନ୍,

ହେଟା ହେଇ ଯାଏସି ଶୁଣ୍

ନରକ୍ ସମାନ୍

ସେନୁ ଭଗବାନ୍ ହେଇ ଯାଇସନ୍

କେନ୍ ଆଡ୍ କେ ଉଭାନ୍,

ଯେତେ ଡାକ୍ ଲେ ବି ସେ

ନାଇଁ ଦିଅନ୍ ଆଉ ଧ୍ୟାନ୍

ପର୍ ଭୂ କାଳିଆ ଖେଦି ଥିନେ

ମା ମଙ୍ଗଳା କେ ଚାଣ୍ତାଲ୍ କହି ଘରୁ,

ବାର ଵରଷ୍ ରହିଲେ ଭୁକେ ,

ତୁଇ ଛାର୍ ମୁନୁଷ୍

କେନ୍ ତା ଵଞ୍ଚ୍ ବୁ ଆରୁ

ଆଜିର୍ ଦିନେବି ଅଛେ ତୋର୍

ଜାତି ଭେଦଭାବ୍ ମନ୍,

କେନ୍ ତା ଵଞ୍ଚ୍ ସୂ ତୁଇ

ନାଇଁ ଲାଗୁ ତୋତେ ସରମ୍

ପାଣ୍ ଚାଣ୍ଡାଳ୍ ଛୋଟ୍ ଜାତି କହି

ନାଇଁ ଦେସୁ ଟିକେ ପାଣି,

ଏନ୍ ତା ଦିନ୍ ଆଏବା

 ନାଇଁ ଥିଵେ ତୋର୍ ପାଶେ କେହି

ହେବା ତୋତେ ସାହା ମନ୍ କେ ନେବା ଜିଣି

ଧନ୍ ସମ୍ପଦ୍ କେ ଗରଵ୍ କଲେ

ନାଇଁ ମିଲେ କାହାକେ କିଛି,

ମଲା ଵେଲ୍ କେ ନାଇଁ ନେଉ

ତୋର୍ ମନ୍ ମୁତାବକ୍ ବାଛି

ଦୁନିଆଁ ନେ ତାକେ କହେସନ୍ ବଡ଼

ଯିଏ ପାଇସି ଦୁଇ ପୁରେ ପୂଜା,

ଧନ୍ ଦଉଲତ୍ ମୋହ ମାୟାଥି

କାଇଁ ଯେ ନିଜ୍ କେ ଦେସୁ ସଜ୍ଜା

ଆସିଛୁ ତୁଇ ଏକ୍ ଲା 

ଯିବୁ ବି ତୁଇ ଏକ୍ ଲା,

ଖରାପ୍ କାମେ ମନ୍ ଦେଇ

କାଇଁ ଯେ ଜୀବନ୍ କେ କର୍ ସୁ ଖୁକ୍ ଲା

ସୁଧିରି ଯା ଇଛେନ୍ ବି ଅଛେ ସମିଆ

ନିହେଲେ ଏନ୍ ତା ପାଇବୁ କଷଣ୍,

ଭଗବାନ୍ ବି ଚାହିଁଲେ ତୋତେ

ନାଇଁ ଦେଇ ପାରନ୍ ଜୀବନ୍

ନାରୀ ର୍ ଦୁଃଖ୍ ତୁଇ କାଣା ଜାଣ୍ ବୁ

କେନ୍ ତା ଦେଇଛେ ଗୁଟେ ଛୁଆ

କେତେ ଓଷା ବରତ୍ କରି ପାଇଛେ ତୋତେ

ପାସ୍ ରି ପାର୍ ବୁ କାଏଁ ତାର୍ ନାଆଁ

ମଦ୍ ମାଂସ ଖାଇ ତୁଇ

କେତେ ମାର୍ ସୁ ବାହାଦୂରୀ,

ଆଉ ଯଦି ମୁନୁଷ୍ ଛୁଆ 

ଵିପଦ୍ ନୁ ନାରୀ କେ କର୍ ଉଦ୍ଧାର୍

ଏନ୍ ତା କର୍ କାମ୍ ଯେନ୍ ତା

ଦୁନିଆଁ ତୋତେ ମର୍ ବା ଝୁରିଝୁରି

ନାଇଁ ପାରନ୍ ତୋତେ ପାଶୋରି

ଏନ୍ ତା ଗୁଟେ ଆଏବା ଦିନ୍ 

ବୁଝି ଭୁଲ୍ ନିଜ୍ କେ ଦେବୁ ଗାଲି 

ନାରୀ ର୍ ପାଦ୍ ଧରି କହେବୁ

ତୁଇ 'Sorry bobly'


            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Crime