ନର୍ ବଲି
ନର୍ ବଲି
ଚାରିଆଡେ ଗୁଟେ କଥା ଶୁଭୁଛେ, ମାଳତୀ ତାର୍ ପୁଅକେ ଧରି କରି କେନ୍ ଆଡେ ପଲେଇଛେ । ଶାଶୂ ଘର୍ କେ ବି ତ ନାଇଁ ଯାଇ । କାଲନ୍ଦୀ ଦେହୁରୀ ଙ୍କର୍ ବଡେଟେ ଚିନ୍ତା , କାଣା କର୍ ବେ । ଭଏନ୍ ଟା ରାତିନେ କେନ୍ ଆଡେ ଉଭି ଗଲା । ବଛର୍ କେ ଥରେ ଅଶିଣ୍ ମାସେ ଗାଁ ନେ ଦେବୀ ମାଆର୍ ପୂଜା ପଡ୍ ସି
ଦେବୀ ମାଆଙ୍କର୍ ପୂଜାରେ ନରବଲୀ ଦେବାର୍ ପ୍ରଥା ରହିଛେ ହେଲେ ଦେହୁରୀ ବାବୁ ବଲୀ ଦେବାର୍ ଲାଗି କାହାକେ ପାଉ ନାଇଁ ଥାଇ । କାଣା କରାଯିବା ବଡେଟେ ଚିନ୍ତା ଆଏ । କାଳିନ୍ଦୀ ଦେହୁରୀ ଙ୍କର୍ ଭଉଣୀଙ୍କର୍ ପୁ ଝିକେ ଧରି କିରି ଘର୍ କେ ଆସିଥିସି । କ'ଣ କରାଯିବ ଯଦି ବଲୀ ନାଇଁ ଦିଆଯାଏସି ତ ମୁଖିଆଙ୍କର୍ ମୁଣ୍ଡ୍ ଗଡ୍ ବା । ମା'ଙ୍କର୍ କୋପ୍ ନେ ଗାଁଟା ସ୍ମଶାନ୍ ପାଲ୍ ଟି ଯିବା ।
ଦେହୁରୀ ଆଜ୍ଞା କାଣା ଆଉ ଭାବୁଛନ୍, ଯଦି ମା'କେ ନର୍ ବଲୀ ନାଇଁ ଦେମା ହେଲେ କାଣା ହେବା ଯେ କହି ନାଇଁ ହୁଏ । ମାଧୁରୀର୍ ପୁଅ ବୋଇଲେ ତମର୍ ଭଣଜାକେ ମାଆର୍ ପାଖେ ଦେବାକେ ହେବା । ଗୁଟେ ପିଲା କହିଲା । କଥା ଟା ଯେନ୍ତା ଦେହୁରୀ କେ ମାରି ଦେଲା ଲେଖେ ଲାଗ୍ ଲା । ଗୁର୍ଦୁଟେ ଭଲ୍ ପାଉଥିବା ଭଣଜା କେ, ଯାହାକେ ମୁଇଁ ନିଜର୍ ହାତେ ଛୋଟ୍ ନୁ ବଡ୍ କରିଛେଁ, ଯାହାକେ ଟିକେ ପୀଡା ହେଲେ ମୁଇଁ ଚୁପଚାପ୍ ନାଇଁ ରହି ପାର୍ ସି ତାର୍ ନାଁଥି ଏନ୍ତା ଶୁଣ୍ ବାର୍ ଆଗନୁ ମୋତେ କାଣା ଲାଗି ମାରି ନାଇଁ ଦେଲ । ହେ ମା କାଣା ଲାଗି ମୋତେ ଏନ୍ତା କଥା ଶୁଣ୍ ବାକେ ଦେଲୁ ।
ରାତି ଭଣଜାର୍ ସାଙ୍ଗେ ଖାଇବାର୍ ଲାଗି ବସ୍ ଲେ । ନିଜର୍ ହାତେ ଭଣଜାକେ ଖୁଏଇ ଦେଲେ । ଖୁଆଲା ବେଲ୍ କେ ଦେହୁରୀ ଙ୍କର୍ ଆଖିନୁ ପାନି ପଡି ମାଏଟ୍ ଓଦା ହେଇ ଯାଏସି ।
ଦେହୁରୀ ବାବୁ ରାଏତ୍ କେ ମାଧୁରୀ କେ କହେସନ୍ କି ଆଏଜ୍ ରାଏତ୍ ଭଣଜା ମୋର୍ ସାଙ୍ଗେ ଢୁଲାବେ, କେତେ ଦିନ୍ ହେଲାନ ନାଇଁ ଆସିଥାଇ । ମାଧୁରୀ କେ ଗୁଟେ ପିଲା ଆଗ୍ ତୁରା ଆସିକରି ସବୁକଥା କହିଦେଇଛେ । ହୋଉ ଠିକ୍ ଅଛେ ମୁଇଁ ବାବୁକେ ଉଷ ଖୁଏଇ ଦେଇକରି ତମର୍ ନିକେ ପଠେଇଦେମି କହିଛେ ମାଧୁରୀ । ମାଧୁରୀ ନିଜର୍ ଆଖିକେ ବିଶ୍ୱାସ୍ କରି ନାଇଁ ପାରୁଥାଇ, ମୋର ନିଜର୍ ଭାଇଟା ମୋର୍ ସାଙ୍ଗେ ଏନ୍ତା କରି ପାର୍ ବା ବୋଲି । ଆରୁ ନାଇଁ ଟାକି କରି ହେଇ ରାଏତ୍ ରାଏତ୍ ପୁଅକେ ସାଙ୍ଗେ ଧରି ଏକ୍ ମୁହାଁ ହେଇକରି ଭାଗ୍ ଲା ।
ସବୁ କାମ୍ ହେଇ ଗଲାନ, ଶଙ୍ଖ୍, ଘଣ୍ଟ୍, ଢୁଲ୍, ନିଷାନ୍ ବାଜି ଉଠୁଛେ । କଲା ଲୁଗାଥି ମୁହୁଁ ଲୁଚେଇ କାହାକେ ଯେ ଗୁଟେ ବଲୀ ଦେବାକେ ଆଣିଛନ୍ । ବଲୀ ଦେବା ଆଗନୁ ତାକେ ପୂଜା କର୍ ସନ୍ । ଯେନ୍ତା କି ଦେହୁରୀ ମୁହୁଁନୁ କପ୍ ଡା ବାହାର୍ କଲେ ଆଉ ଦେଖିକରି ଚମ୍ କି ପଡ୍ ଲେ ନିଜର୍ ପୁ କେ, ହେନ୍ତା କେନ୍ତା ହେଇଗଲା ।
ସତ୍ କଥାଟା ହେଉଛେ ଭଣଜାକେ ଆନ୍ ବାର୍ ଲାଗି ଲୁକ୍ ମାନ୍ କେ ଦେହୁରୀ କହିଥିଲେ ହେଲେ ସେମାନେ ନାଇଁ ଜାନିପାରି ଆରୁ ଦେହୁରୀର୍ ପୁ କେ ଆନିଛନ୍ । କାଣା ଆଉ କରାଯିବା ସବୁ କାମ୍ ତ ସଲାନ, ଭଟାଥି ଲୁକ୍ ମାନେ ବି ଅଛନ୍ । ଆର୍ କିଛି ବାଟ୍ ନାଇଁ ନ । ଶେଷ୍ କେ ନିଜର୍ ପୁଅକେ ମା ଙ୍କର୍ ଠାନେ ବଲୀ ଦେବାକେ ହେଲା ।
ଆଗନୁ ଆର୍ ଜଣ୍ କେ ବଲୀ ଦେବାକେ ପାଇଛନ୍ ହେଲେ ସେ ଚାଲାକ୍ ହେଇ କରି ଭାଗି ଦେଲା । ନିର୍ବାଚନ୍ ସମିୟା, ଗୁଟେ ପୁଲିସ୍ ଟେ ବସ୍ ଥି ଗୁଟେ ଗାଁ କେ ତାର୍ ସେନ କାମ୍ ପଡିଥିଲା ଯେ ଯାଉଥିଲା ହେଲେ ଭୁଲ୍ ନେ ଇ ଗାଁ ନେ ଉତିରି ପଡ୍ ଲା । ରାଏତ୍ ବନେ ହେଲାନ କେହି ଲୁକ୍ ବାକ୍ ନାଇନ । କେନ୍ ସି ବାଟ୍ ନାଇଁ ପାଇ କରି ଗୁଟେ ଘର୍ କେ ଗଲା । ହେଇ ଘର୍ ଟା ଦେହୁରୀର୍ ଥିଲା । ଗାଁ ନେ ଖବର୍ ଟା ଚଳଟି ଗଲା କିଏ ଗୁଟେ ଲୁକ୍ ଆସିଛେ । ପୁଲିସ୍ ବାବୁକେ ଖାଇବାର୍ ପିଇବାର୍ ଲାଗି ଦେଲେ ।
ଗାଁ ର୍ ସବୁ ଲୁକ୍ ଗୁଟେ ପରେ ଗୁଟେ ବାବୁକେ ଦେଖ୍ ବାର୍ ଲାଗି ଆସୁଛନ୍ । ଛୁଆନୁ ବୁଢା ତକ୍ କାଣା ଲାଗି ମୋତେ ଦେଖି ଆସୁଛନ୍ । ପୁଲିସ୍ ବାବୁକେ ସବୁ ଠିକ୍ ଠାକ୍ ନାଇଁ ଲାଗ୍ ଲା । କାଣା ଗୁଟେ ବାଟ୍ ବାହାର୍ କରିଛନ୍ । ବାବୁ ଗାଉଁଛା ଟେ ପିନ୍ଧି କରି ମୁଇଁ ନାଲ୍ ଆଡ୍ କେ ଟିକେ ଯିମି କହିକରି ଆସିଛନ୍ । ପଛେ ପଛେ ଦୁଇ ଜଣ୍ ଲୁକ୍ ବି ଆସିଛନ୍ । କେନ୍ତା କାଣା କରି ସେନୁ ସେ ପଲାଲେ । କିଛି ବାଟ୍ ଗଲା ଉତାରୁ ଗୁଟେ ବସ୍ ଟେ ଭେଟାଲେ, ତାକେ ଅଟ୍ କାଲେ ଆର୍ ସବୁ କଥା କହିଲେ । ବସ୍ ହେଲ୍ ପର୍ କହେଲା, ହଁ ସାର୍ ଇନର୍ ଜାଗାଟା ହେନ୍ତା ଆଏ ଆପଣ୍ ଭାଗି ଆସିଛନ୍ ଗୁଟେ ବଡ୍ କଥା ଆଏ । ପୁଲିସ୍ ବାବୁ ସକାଳୁ ବଡ୍ ବାବୁଙ୍କର୍ ପାଖେ ପହଞ୍ଚି କରି ସବୁ କଥା କହେଲେ । ମାଧୁରୀ କେନ୍ ଆଡେ ଯାଇଛେ ଆଏଜ୍ ଯାକେ କେହି ନାଇଁ ଜାନି ପାର୍ ଲେ, ଆର୍ କେବେବି ଗାଁ କେ ଆସ୍ ଲା ନାଇଁ ।

