STORYMIRROR

Akshayakumar Dash

Fantasy

3  

Akshayakumar Dash

Fantasy

ବୋମଯାନ

ବୋମଯାନ

1 min
463

ଉଡାଜାହାଜ ରେ ଯାତ୍ରା କରିବା ମୋର ପ୍ରଥମ ଥର ପାଇଁ ଅନୂଭବ। ଅନିଚ୍ଛାକୃତ ଅସୁବିଧା ପାଇଁ ପ୍ରକୃତରେ ଯିବାକୁ ବାଧ୍ୟ ହେଲି।ଟ୍ରେନରେ ଯିବାପାଇଁ ଚାହିଁଥିଲି। କିନ୍ତୁ ଝିଅ ଟିକେଟ କାଟିଦେଲା ଜାହାଜରେ। କହିବାକୁ ଚାହୁଁଛି କି ଜାହଜରେ ଅଳ୍ପ ସମୟ ଭିତରେ ପହଂଚି ବାକୁ ଲୋକ ପସନ୍ଦ କରନ୍ତି ମୁଁ କାହିଁକି ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲି?


ଆଜକୁ ପାଞ୍ଚବର୍ଷ ତଳର କଥା।

ଝିଅ ଫୋନ୍ କଲ୍ କରି କହିଲା।ବାପା ଫ୍ଲାଇଟରେ ଟିକେଟ କାଟିଦେେଇଛି । ମୁଁ ପଚାରିଲି ଟିକେଟ କାଟି ଦେେଇଛୁ? ହଁ କହିିିଲା... ମୁଁ କହିଲି , ଟ୍ରେନରେ ଯିବାପାଇଁ ଚାହିଁଥିଲି ,ତୁ ତ କାଟିି ସାରିଲୁଣି। ତେବେ ପ୍ରଶଙ୍ଗ ଏଠାରେ ମୁଁ କାହିଁକି ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲି ଜାହାଜରେ ଯିବାକୁ? 


             ମୂଳ କଥା ହେଲା ଭୟରେ।ଆକାଶ ମାର୍ଗରେ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲି। ଠିି୍କ ସମୟରେ ଭୂବନେଶ୍ଵରରେ ପହଞ୍ଚି ନିିର୍ଦ୍ଧାରତ ସମୟରେ ଫ୍ଲାଇଟରେରେ ବସିଥିବା ସମୟରେ ଅଜଣା ଭୟରେ ଥିଲି।ଉଡି ଯାଉଛି ବୋଲି ଭାବି ଭଗବାନଙ୍କୁ ଡାକୁଥାଏ। କେମିତି ଭଲରେ ଭଲରେ ପହଞ୍ଚି ହେବ। ଦୁଇ ଘଣ୍ଟାରେ ପହଞ୍ଚି ଗଲି।ଓହ୍ଲେଇ ତଳକୁ ଆସିଲି। ହାଇଦ୍ରାବାଦରେ ପହଞ୍ଚି ଗଲି ମାତ୍ର ଦୁଇଘଣ୍ଟା ଭିତରେ। ଆଉ ଭୟ ନାହିଁ। ଏବେ ଉଡାଜାହାଜ ଧରିବା ପାଇଁ ପ୍ରକୃତରେ ଯିବାକୁ ଇଚ୍ଛା ହେଉଛି।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya story from Fantasy