STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ଯୋଗ 

ଯୋଗ 

1 min
0


ଯୋଗ ଏକ ଶରୀରର ଯଜ୍ଞ
ଯୋଗ ଏକ ଶାରଦୀୟ ଭୋଗ 
ଯୋଗ ରଖେ ସୁସ୍ଥ ନୀରୋଗ 
ଯୋଗ ଏକ ଔଷଧୀୟ ମଗ 
ଯୋଗ ହେଉ ପତଞ୍ଜଳି ରାଗ 
ଯୋଗ ମଧ୍ୟେ ଅନେକ ଆବେଗ 
ସୁସ୍ଥ ଶରୀର ମସ୍ତିଷ୍କ ସପ୍ତରାଗ 
ଯୋଗ ଏକ ସୂତ୍ର  ସାମୟିକ ଗୋତ୍ର 
ଯୋଗ ବଳେ ରୋଗୀର ରୋଗ 
ଯାଏ ଚାଲି ଢାଲ ବନେ ଯୋଗ 
ଯୋଗ କେବେ ନୁଁହଁ ବୈରାଗ 
ଯୋଗ ନୁଁହଁ ବିଭାଗ ବରଂ ପଥି ଭାଗ 
ଯୋଗ ଜାଗ ଯାଜ୍ଞ ଭୋଗ ହିଁ ନିରୋଗ 
ଯୋଗ ବଳେ ସୁସ୍ଥ ହେଳେ ନଥିବ ବୈରାଗ୍ୟ
ଯୋଗ ପାଇଁ ଜାଗ ହୁଅ ସଜ 
ଯୋଗ ହିଁ ଆବେଗ ସୁସ୍ଥ ନିରାମୟ ଅଗ 
ଯୋଗ ହିଁ ଡାଳ ମୂଳ ଫୁଲ ଫଳ ଯୁଗ୍ମ 
ଯୋଗ ରଖେ ଶରୀର ସୁସ୍ଥ ମସ୍ତିଷ୍କ ପ୍ରୟାଗ 
ନୈଶ୍ୟ ନିଶି ଯୋଗ କଲେ ରୋଗ ହେବ ଛାଗ 
ଶରୀରରେ ଥିଲେ ରୋଗ ଯୋଗ ହିଁ ଆରୋଗ୍ୟ 
ଯୋଗ ସୁସ୍ଥ କରିଦିଏ ପ୍ରତ୍ୟେକ ଅଙ୍ଗ 
ଯୋଗ ସଜାଡେ ଜୀବନ ଡ଼ଙ୍ଗା ମଙ୍ଗ 
,,,,,,,,,,,,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract