STORYMIRROR

Sudhashree Bhattamisra

Inspirational

4  

Sudhashree Bhattamisra

Inspirational

ଯୋଦ୍ଧା

ଯୋଦ୍ଧା

1 min
420

ଦୁଃଖ ମୋର ନଦୀଠୁ ଗଭୀର

କ୍ଷତ ମୋର ପକ୍ଷ ଛେଦନ ପକ୍ଷୀଟିଏ,

ଲହୁ ଲୁହ ମୋର ଆଷାଢ଼ ଶ୍ରାବଣ,

ଜୀବନର ଅର୍ଥ ମୋ ପାଇଁ ସମିଶ୍ରଣ

ବୋଧ ହୁଏ ଏକ ଅଜବ ଅନୁଭୂତି,

ହାରିନି ଜୀବନ ଯୁଦ୍ଧରେ ପରାକ୍ରମୀ ହେବି

ସିଂହଠୁ ବି ଆହୁରି ଏ ଜୀବନ

ବାଜିରେ ଜିତିଵି ନିଶ୍ଚୟ

ମନ ମୋର ପରାକ୍ରମୀ

ସୈନିକ ଟିଏ ମୁଁ

ଆସେ ଯୋଦ୍ଧାର ମନ ନେଇ,

ହେବା ପାଇଁ ଉଦାହରଣ

ଜିତିବାକୁ ବାଜି ଜୀବନ

ଏଇ ବୋଧେ

ରଣ ଭୂମି କର୍ମଭୂମି ମୋର ଜିତି ବାକୁ

ବାଜି ଜୀବନର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational