STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଯୋଡ଼ା ତିଅଣ

ଯୋଡ଼ା ତିଅଣ

1 min
33


କଥାରେ ଅଛି ପଡିଶା ଘର

ତିଅଣ ପାଟିକୁ ଲାଗଇ ମିଠା

ହୋଇ ଥାଉ ପଛେ

ଅକରା ପୋଡା

ନିଜ ଘର ତରକାରୀ

ଲାଗିଥାଏ ଅଲଣା

ପତିଥାଉ ପଛେ ସେଥିରେ

ଆଳୁ ,ସାରୁ, ବାଇଗଣ

ଟମାଟ ବଡି ମୂଳା

ସାହି ପଡିଶା ସଭିଏଁ

ସମ୍ପର୍କ ଡୋରରେ ବନ୍ଧା

ତିଅଣରେ ଘାଣ୍ଟି ହୋଇ

ରହିଥାଏ ସେହ୍ନ ମମତା

କହି ହୁଏ ନା

ସେ ତ ଆଲ୍ଲାଦ ଭରା

ଗୁମର କଥା

ଜଣ ଜଣକର ସହାୟ ହୁଅନ୍ତି

ଯୋଡା ତିଅଣ ପରି

ଆସି ଯୋଡି ହୋଇ ଯାନ୍ତି 

କରିଥାନ୍ତି ସାହାଯ୍ୟ ଯେତେବେଳେ ପଡିଥାଏ

ଅସୁବିଧା

ନିଜ ଲୋକ ପରେ

ଆସି କହିଥାନ୍ତି କଣ ହେଲା

ଦେହପା କଣ ଭଲ

ନଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational