STORYMIRROR

Sudhashree Bhattamisra

Inspirational

2  

Sudhashree Bhattamisra

Inspirational

ଯଜ୍ଞ

ଯଜ୍ଞ

1 min
135

ଯଜ୍ଞ ସିନା ଆହୁତି ଦେବାକୁ

କିନ୍ତୁ ଯଜ୍ଞ ଏବେ ଆହୁତି ଦେବାକୁ

ସ୍ୱାର୍ଥ ସର୍ବସ୍ବ ମଣିଷର ସ୍ୱାର୍ଥ ଆଉ ଅନ୍ଧ ଅହମିକାକୁ

ପଶୁତ୍ବ ଆଉ ଦାନଵତ୍ୱକୁ

ତାପରେ ଗଢିବାକୁ

ନୂଆ ସ୍ୱର୍ଗ ଟିଏ 


Rate this content
Log in

Similar oriya poem from Inspirational