STORYMIRROR

Iswara Chandra Sahu

Inspirational

3  

Iswara Chandra Sahu

Inspirational

ଯିମି ପାଠ୍ ପଢି

ଯିମି ପାଠ୍ ପଢି

1 min
207

ଏ ମାଁଁ ମୁଇଁଁ ଆଜ୍ ଠାନୁ ଜିମି ପାଠ୍ ପଢି,

ଗାଏ ଚରେଇ ନାଇଁ ଯାଏଁଁ ମୁଇଁଁ ହାତେ ଧରି ବାଡ଼ି।

ଆମର୍ ଗାଁ ନ ଡାକ୍ ଦଉଥିଲେ ପିଲେ ରଡି ରଡି,

ଛ ରୁ ଚଉଦ ଯେତେ ଶିଶୁ ଆସ ଯିମା ପଢି।

ସ୍କୁଲ କେ ଆସି ନା ଲେଖାଲେ ମାଗ୍ ଣା ଦେବେ ସିଲଟ୍ ଖଡ଼ି ।।


ସମଗ୍ର ଶିକ୍ଷ୍ୟା ଅଭିଯାନ ଆମର୍ ସର୍ କାର୍ କରି ଅଛନ୍ ,

ସବେ ଇନେ ସ୍ଵାକ୍ଷର୍ ହେବେ ବାଡ଼ି ନାଇଁ ଧରି ଧର୍ ବେ ଖଡ଼ି।

ଗାଏ ଚରାଳେ ମୁରୁଖ୍ ହେମି ପାଠ୍ ପଢ଼ଲେ ସବୁ ଜାନମି

ପଢି ଜାନମି ଲେଖି ଜାନମି ପୁରାଣ ଭାଗବତ୍ ଗାଇ ଜାନମି

ଟିପ ନାଇଁ ଦିଏଁଁ ଦସ୍ତଖତ ଦେମୀ କେଭେ ନାଇଁ ଯାଏଁଁ ଠକେ ପଡ଼ି ।।

ଏ ମା ମୁଁଇ ଆଜ ଠାନୁ ଯିମି ପାଠ୍ ପଢି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational