STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ଯେବେ ଯାଇଥିଲି ଗାଁକୁ

ଯେବେ ଯାଇଥିଲି ଗାଁକୁ

1 min
6

ସେଦିନ ଗାଁ ତୁଠେ 

ଦେଖିଲି ନବୀନ ବୟସୀ ବାଳା 

କଥା ଦେଲା ଆଖିରେ କହି ନନ୍ଦବଳା 

ସେହି ଝିଅ ପୁଣି ଗାଁ ମନ୍ଦିରରେ 

କୃଷ୍ଣଚୁଡା ଗଛ ତଳେ 

ଚମ୍ଫା ଫୁଲ ଡାଳେ 

ଉଠେଇବାକୁ ତା ଫଟ 

କଲା ମତେ ଅନୁରୋଧ 

ଯାଇଥିଲି ଯେବେ ଗାଁକୁ 

ଆସିଥିଲା ମୋବାଇଲ ଦେଖିବାକୁ 

ଗାଁରେ ତା ଘର 

ମୋ ଘର ସହର 

ହେଲାନି ବାହାଘର 

ଭାଙ୍ଗିଲା ମନମୋର 

ଛାଡ଼ିଲି ଯେବେ ତାର ହାତ 

ଜେଜେ ଥିଲେ ମୋ ସାଥ 

ଆଣିଲେ ବୋହୂ କରି ଦେଖି ସୁନ୍ଦରୀ ଗୋରୀ 

ଗାଁ କନିଆଁ ସିଂଘାଣିନାକୀ ସେ ମୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action