STORYMIRROR

Ranita Swain

Romance

2  

Ranita Swain

Romance

ଯେବେ ସଞ୍ଜ ଆସେ ନଇଁ

ଯେବେ ସଞ୍ଜ ଆସେ ନଇଁ

1 min
14K


ଯେବେ ସଞ୍ଜ ଆସେ ନଇଁ

ଯେବେ ଚାନ୍ଦ ଆସେ ଉଇଁ

ଯେବେ ରାତି ହୁଏ ମଉନ

ଯେବେ ନୀଳ କଇଁ ହୁଏ ଛନ ଛନ

ସେତେବେଳେ

ତୁମେ ମୋ ମନକୁ ଆସ...ଧୀରେ ଧୀରେ

ପାହାନ୍ତିଆ ସପନ ହୋଇ,,,,,

ମନ ରେ ମୋ ହୁଏ ହଇଚଇ

ମୁଁ ଆଉ ମୁଁ ହୋଇ ରହି ପାରେ ନାହିଁ

ସବୁ ସୀମା ଯାଏ ଡେଇଁ।

ରନିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance