STORYMIRROR

Sasmita Acharya

Inspirational Others

2  

Sasmita Acharya

Inspirational Others

ଯଦି

ଯଦି

1 min
13.6K


ଛିଟକି ପଡିଥିବା ରକ୍ତ ବୁନ୍ଦା ମାନେ

ଯଦି କଥା କହି ପାରନ୍ତେ

ଖୁବ୍ ସହଜରେ ବୟାନ୍ କରି ଦିଅନ୍ତେ

ଯନ୍ତ୍ରଣା ଓ ମନସ୍ତାପରେ

ମୂକ ପାଲଟି ଯାଇଥିବା

ଏଇ ନିରୀହ ଶରୀରଟାର

କରୁଣ କାହାଣୀ ଓ

ଆତତାୟୀର ବିକଟ ଅଟହାସ୍ୟ

ଠିକ୍ ଗତ ରାତିର ଅନ୍ଧାର ବକ୍ଷରେ……||


Rate this content
Log in

Similar oriya poem from Inspirational