STORYMIRROR

Sudhashree Bhattamisra

Tragedy

2  

Sudhashree Bhattamisra

Tragedy

ଯାଯାବର

ଯାଯାବର

1 min
103

ମରଣ ଜୁଈରେ ନିତି ଯିଏ ଜଳେ

ଜିଁଵା, ମରିବା ଏକାକାର ହୁଏ

ନିତି ମରେ ନିତି ଯିଏଁ

ମରିବା ଯେମିତି ଜିଁଵା ତାଠାରୁ

ରଙ୍ଗ ବୋଳିଦେଲ

ରଙ୍ଗୀନ ହେଲି

ବାହାନା କଲ କିଛି

କହିଲିନି, ଘର

ଖୋଜି, ଖୋଜି

ଯାଯାବର ହେଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Tragedy