STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଉତ୍କଳ ଗୌରବ,,,,,,,,,,,,,,,,,,,

ଉତ୍କଳ ଗୌରବ,,,,,,,,,,,,,,,,,,,

1 min
167


ତୁମେ ଏଇ ମାଟିର

ସୁଯୋଗ ସନ୍ତାନ

ସଭିଙ୍କ ପ୍ରିୟ

ଉତ୍କଳ ଗୌରବ

ମଧୁସୂଦନ ଓଡ଼ିଆ

ଜାତୀର ରତ୍ନ

ମୋତି ମାଣିକ୍ୟ ସମ

କରିଥିଲ ତୁମେ ଭୀଷ୍ମ

ପଣ ଗଢିବାକୁ

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ

ଦେଇ ଥିଲ ଡାକରା

ଲେଖନୀ ମୁନରେ

ଉଷ୍ମତା ରକ୍ତ କୁ

କାଳି କରି ଲେଖି 

ଥିଲ କବିତା 

ଉତ୍କଳ ର ସନ୍ତାନ

ମାନଙ୍କ ଶରୀରରେ

ଭରି ଦେଇଥିଲ

ଜାତୀ ମାତୃକା ର

   ପ୍ରେମ

ସଭିଏଁ ହୋଇ

ଏକତ୍ରିତ ଓଡ଼ିଆ କୁ

ବଙ୍ଗ ବିହାରୀ ଭାଷା

ଠାରୁ କରିଥିଲ ଉଦ୍ଧାର

ତୁମ ବିନା ଓଡ଼ିଆ ଭାଷା

କୌଣସି ପରିଚୟ

  ନଥାନ୍ତା

ତୁମ ପରି ପୁରୋଧା

ଭାଷା ସଂଗ୍ରାମ ଅସ୍ଛିତ୍ଵହୀନ

ତୁମେ ଥିଲ ଧୁରନ୍ଧର

  ବାରିଷ୍ଟର

କରୁଥିଲ ସରଳ

ଜୀବନ ଯାପନ

କେବଳ ଦୁଇ ମୁଠା

ଖଇ ଓ ଅମୃତଭଣ୍ଡା

ତୁମରି ପରି ଚାନ୍ଦ ପାଇ

କଟକ ଜିଲ୍ଲାର ସତ୍ୟ ଭାମା

ପୁରର ମାଟି ଉତ୍କଳ

ସମେତ ଆଜି ଧନ୍ୟବାଦ

ହେ ଉତ୍କଳ ଗୌରବ

ତୁମ ପୟରେ ଶତକୋଟି

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational