STORYMIRROR

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ଉତ୍କଳ ଦିବସ

ଉତ୍କଳ ଦିବସ

1 min
237


ଉତ୍କଳର ମାନ ମହତ ବଢାଇ 

ଉଣେଇଶୀ ଶହ ଛତିଶ ମସିହା 

ଏପ୍ରିଲ ପହିଲା ଗଲା ହାତେଦେଇ 

ଉତ୍କଳ ଦିବସ ତାତ୍ପର୍ଯ୍ୟ ବୁଝିବାପାଇଁ 

ଫକୀର ମୋହନ ମଧୁ ବାରିଷ୍ଟର 

ଉତ୍କଳର ଗାନ୍ଧୀ ଗୋପବନ୍ଧୁ ବୀର 

ଆମ ଗଜପତି କୃଷ୍ଣଚନ୍ଦ୍ର ଦେବ 

ରାମଚନ୍ଦ୍ର ଦେବ ଦେଖିଥିଲେ ସ୍ବପ୍ନ 

ଓଡିଶାବାସୀଙ୍କୁ ଏକତ୍ରିତ କରିବା ମନ 

ଆମ ରାଇଜର ସ୍ଥପତି ଭାସ୍କର୍ଯ୍ୟ 

ଚାରୁକଳା ଚିତ୍ରତ୍ପଳା ସପ୍ତାଶ୍ଚର୍ଯ୍ୟ 

କାଞ୍ଚି ବିଜୟରେ ପ୍ରଭୁଙ୍କ ଉପସ୍ଥିତି 

ମାଣିକକୁ ଦେଖାଇଲେ ଚକମା କେମିତି 

ଆମରି ରାଇଜ ଭାଷା ଓ ସାହିତ୍ୟ 

ଆଜିବି ସମୃଦ୍ଧ ବଢାଏ ମାନ ମହତ 

ପୂରୁବ ଗୌରବ ପୂରୁବ ମହିମା 

ସନ ପରେ ସନ ପଡୁଥାଏ ମନ 

ଆଜି ଦିନର ମାହାତ୍ମ୍ୟ ବଢାଇ ଉତ୍କଳ ପ୍ରୀତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics