STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଉଷ୍ମତା

ଉଷ୍ମତା

1 min
219

ଗ୍ରୀଷ୍ମର ଝାଂଜିଠୁ ବେଶି ଉଷ୍ମ ଲାଗେ

ନିଶ୍ୱାସର ଉଷ୍ମତା

ବର୍ଷାର ଶୀତଳତା ଠାରୁ

ବେଶି ଶୀତ ଲାଗେ

ଆଖି ଲୁହ

ଲୁହ ଦୁଃଖ ଧୋଇ ଦିଏ

ସେଥିପାଇଁ ଭଲ ଲାଗେ

କୋହ ଚାପିହୁଏନା

ଏଠି ସତ୍ୟ ପାଇଁ ସଂଗ୍ରାମ ଏବେ ସଞ୍ଜଠୁ ସକାଳ

କିନ୍ତୁ ସତ ଏବେ ହାଟର ସଉଦା

ପଣ୍ୟ ଦ୍ରବ୍ୟ ବିନିମୟ ହୁଏ

କିନ୍ତୁ ମୁଁ ପ୍ରୀତି ପ୍ରତିଟି ମୁହୂର୍ତ୍ତ

ସ୍ବପ୍ନ ଦେଖେ ଦିବସ ରଜନୀ

ଗଢିବାକୁ ଏମିତି ଏକ ଘର

ଯେଉଁଠି ମଣିଷ ବୁଝିପାରୁଥିବ

ତା ଘରର ଠିକଣା

ବାନ୍ଧି ହୋଇଥିବ

ବିଶ୍ଵ ମୈତ୍ରୀରେ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational