Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics Others

3  

Sanjya Tripathy

Classics Others

ଉପହସିତ

ଉପହସିତ

1 min
192



ସେ ଉପହସିତ: ପରୀକ୍ଷାରେ ଅସଫଳତାରେ

ଜୀବନ ସଂଘର୍ଷର ପରାଜୟରେ

ତୁଳା କୁତ୍ସାରଟନା ଓ ଅପନଂଦାରେ

ଭର୍ସନା, ଅପମାନର ତୀବ୍ର ଦଂଶନରେ

ସ୍ନାନି ଓ ଗୁଜବର କ୍ୟାତ ଅପରାହ୍ନରେ

ବଂଦ୍ରମାର ପ୍ଲାନ ଦ୍ୟୁତିରେ କାଳିମାଭରା ଆକାଶରେ

ପ୍ରେମିକାର ବିଛେଦରେ- ମିଛ ଅପବାଦରେ

ପରକୀୟା ପ୍ରୀତିର ଅଲୋଡା ଅଭିଯୋଗରେ ନିନ୍ଦନୀୟ

ପ୍ରଶ୍ନବାଣରେ

କଂଠିତା ମୌସୁମୀର ଲୁଚକାଳି ଖେଳରେ

ଉଜୁଡା କ୍ଷେତର ଅପେକ୍ଷିତ କୋରାଡା ମାଡରେ

ଗଣଦୁଷ୍କର୍ମର ଲଜାରେ ପ୍ରସୂତିର ଭାରାୟ

ଅପଖ୍ୟାତିର ଅନ୍ୟ ଏକ କଣ୍ଟକିତ ଅଧ୍ୟାୟରେ

ପରଶ୍ରୀକାତରତା ଓ ପ୍ରତାରଣାର ମିଳିତ ଚକ୍ରାନ୍ତରେ ।


Rate this content
Log in

Similar oriya poem from Classics