STORYMIRROR

MADHU MITA

Inspirational

3  

MADHU MITA

Inspirational

ଉଲ୍ଲୁକ

ଉଲ୍ଲୁକ

1 min
168


ମୋତେ ସେଇ ଅନ୍ଧାର..

ଯେଉଁଠି ମୁହଁ ବି ଦିଶେନା..!!


ଆପଣା ହେଉ କି ପର..

କେହି କିଛି ଜାଣି ହୁଏନା..!!


ସେଇ ଅମା ଅନ୍ଧାର..

ଯିଏ ସବୁକିଛି ଲୁଚାଇ ଦିଏ..!!


ପାପ ହେଉ ପୁଣ୍ୟ..

ଆଉ ସେଠି ବାରି ହୁଏନା..!!


ଜଳ କି ଥଳ କି ନଭ..

କେଉଁଠି ଆଉ ଡର ଲାଗେନା..!!


ସେହି କଳା ଅନ୍ଧକାରରେ..

ନିଜକୁ ବି ନିଜେ ଚିହ୍ନି ହୁଏନା..!!


ଘନ ଅନ୍ଧାର ବକ୍ଷରେ..

ତଥାପି ସବୁ ତ ହଜି ଯାଏନା..!!


ଆଲୁଅର କ୍ଷୀଣ ସ୍ରୋତକୁ..

ଅନ୍ଧକାର କେବେ ଜିତି ପାରେନା..!!


ଏକଥାକୁ ଜାଣିଛି ବୋଲି..

ଅନ୍ଧକାରକୁ ଏତେ ଭଲ ପାଇଛି..!!


ତୁ ଆସିବୁ ବୋଲି ତ..

ଅନ୍ଧାରରେ ବି ଚାହିଁ ରହିଛି…!!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational