STORYMIRROR

Susanta Dash

Tragedy

2  

Susanta Dash

Tragedy

ଉଦାରତା

ଉଦାରତା

1 min
2.6K


ଦୁଃଖରେ ବଞ୍ଚିବା ଭାଗ୍ୟ ବୋଲି

ବିଚାରି ବଞ୍ଚିବା

ମଣିଷର ମହାନତା

ଅନ୍ୟର ଅପବାଦ ହତାଦରକୁ

ଆପଣେଇନେବା

ମଣିଷର ଉଦାରତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy