STORYMIRROR

Arun Kumar Mitra

Inspirational

3  

Arun Kumar Mitra

Inspirational

ଉଦାର ଚରିତାନାମ୍

ଉଦାର ଚରିତାନାମ୍

1 min
13.6K


ପାଚେରୀର ଗାତ୍ରେ ଏକ ନାମ ଗୋତ୍ର ହୀନ

ଫୁଟିଅଛି ଫୁଲଟିଏ ଅତିଶୟ ଦୀନ

ବଗିଚାରେ କେହି ତାକୁ କେବେ ପଚାରେ ନାହିଁ

ସୂର୍ଯ୍ୟ ଉଇଁ କହେ ତାକୁ ଭଲ ଅଛ ଭାଇ।

ମୂଳ ବଙ୍ଗଳା ରଚନା - ରବୀନ୍ଦ୍ର ନାଥ ଠାକୁର

ଅନୁବାଦ - ଅରୁଣ କୁମାର ମିତ୍ର


Rate this content
Log in

Similar oriya poem from Inspirational