STORYMIRROR

Arun Kumar Mitra

Others

5.0  

Arun Kumar Mitra

Others

ପତ୍ନୀର ଅର୍ଥ ଭଲ ପାଇବା

ପତ୍ନୀର ଅର୍ଥ ଭଲ ପାଇବା

1 min
13.7K


ପତ୍ନୀର ଅର୍ଥ ଭଲ ପାଇବା

କିମ୍ବା ଅଭିମାନ

ପତ୍ନୀର ଅର୍ଥ ସୁଖ ଦୁଃଖରେ

ଏକାଠି ଚିରଦିନ।

ପତ୍ନୀ ମୁଖେ ହାଲୁକା ହସ,

ଆଖିର କୋଣେ ଜଳ

ପତ୍ନୀଙ୍କର ପ୍ରେମ ନଈରେ

ନଥାଏ ଥଳକୂଳ।


କବି ଅରୁଣ ମିତ୍ର


Rate this content
Log in