STORYMIRROR

Pradesh Pratyush

Romance

3  

Pradesh Pratyush

Romance

ତୁମକୁ ଖୋଜୁନି ଆଉ...

ତୁମକୁ ଖୋଜୁନି ଆଉ...

1 min
216

ତୁମକୁ ଖୋଜୁନି ଆଉ

କାହିଁକି ନା 

ମୁଁ ହଜେଇବାକୁ ମୋ ଭାଗ୍ୟ ଭାବି ନେଇଛି।


ତୁମ ଚିଠିକୁ ସାଇତିଛି

ଚିରି ପାରୁନି 

ଜୀବନକୁ ସେଥିରୁ ପଢୁଛି -

ହସ ଲୁହ କାନ୍ଦ 

ପାପ ପ୍ରେମ ପୂଣ୍ୟ ...

ଯାହା ନାହିଁ ତାହା

ଆମ ପ୍ରତିଶ୍ରୁତି , ପ୍ରେମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance