STORYMIRROR

Arabinda Mishra

Classics

3  

Arabinda Mishra

Classics

ତୁମେ

ତୁମେ

1 min
399

ଫୁଲଟିଏ ହେଇ ଫୁଟିବା ଦିନଠୁ

ହୃଦର ବଢିଛି ଶୋଭା

ବାସଟି ତୁମର ଜାଣିଲା ଦିନଠୁ

ମନ ମୋ ହେଲାଣି ଲୋଭା


ଶୋଇନି ସେଦିନୁ,ସାଜିଛି ମାଳି

ପ୍ରହରା ଦଉଛି ନିତି

ଶୋଇଲେ ସପନେ କରୁଛ କଳି

ଏମିତି ତୁମର ପ୍ରୀତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Classics