STORYMIRROR

Arabinda Mishra

Abstract

3  

Arabinda Mishra

Abstract

ତୁମେ

ତୁମେ

1 min
221

ଥରଟିଏ ଡାକିଦିଅ ପ୍ରକୃତିସ୍ଥ ହେଇ

ପ୍ରାକୃତିକ ଉପାୟରେ

ଭାଙ୍ଗିଦିଅ ସ୍ବପ୍ନର ଦୁନିଆ

ଗଢିଦିଅ ସ୍ବପ୍ନର ସତ ମହଲ ,


ଦେଖିବ ମୁଁ ଥିବି,ମୋହକୁ ଛାଡି

ନଥାଇବି ଶରୀରରେ

ମିଛ ସମ୍ପର୍କ କେତେ ଦିନିଆ 

ଯୋଉଠି ନାହିଁ ମନର ମୁଲ ,


ଆକାଶରେ ବାଦଲକୁ ଦେଖୁଛ ଦେଖ

ମୋତେ ଓଦା କର ବରଷାରେ 

ହେଉ ପଛେ ଛତା ହଜିଯିବାର ବାହାନା

ବହୁ ଦୂରକୁ ସାଥିହେଇ ଚାଲ.....



Rate this content
Log in

Similar oriya poem from Abstract