STORYMIRROR

Arabinda Mishra

Romance

3  

Arabinda Mishra

Romance

ତୁମେ

ତୁମେ

1 min
254

ଲୁଚି ଡାକୁଥାଅ ନକହି କିଛି

ଶୁଣିବାକୁ ଇଛା ଥିଲା

ତୁମକୁ ନପାଇ ଯାଇଛି ବୁଝି

ହୃଦୟ ରଖିଛି ଖୋଲା ।


ରାତି ବଢିଯାଏ ଦିନ ସରୁଛି

ସପନରେ ମିଛ ପାଲା

ତୁମେ ଭଲପାଅ ମନ କହୁଛି

ସମୟ ଦେଇଛି ତାଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Romance