STORYMIRROR

Arabinda Mishra

Abstract Others

3  

Arabinda Mishra

Abstract Others

ତୁମେ

ତୁମେ

1 min
338

ଶ୍ରାବଣର ପରେ,ଭିଜାମାଟି ତୁମେ

ମୋତେ ଭିଜାଏ ତା ବାସ

ସବୁ ଅଧ୍ୟାୟରେ, ପଡିଥାଏ ପ୍ରେମେ

ତମର ଭାଙ୍ଗିନି ରୋଷ..

ଆର ଜନମର,ଶେଷଇଛା ବୋଧେ

ଏ ଜନମରେ ଖୋଜୁଛି

ତୁମେ ବହୁଦର,ଜାଣିସାରି ବାଧେ

ଅଜାଣତେ ମୁଁ ଭିଜୁଛି..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Abstract