STORYMIRROR

Arabinda Mishra

Romance

3  

Arabinda Mishra

Romance

ତୁମେ

ତୁମେ

1 min
308

ମନ ଉପବନେ ବାସର ସମ୍ଭାର

ଖୋଜିଲେ ମିଳୁନି ଫୁଲ

ଅଜାଣତେ ଯାହା କରିଛି ନିଜର

ପ୍ରେମର ନଥାଏ ମୂଲ।


ମୋହ ଯଉବନେ ଆସକ୍ତିର ଗାର

ନ'ଟାଣି କହୁଛି ଭଲ

ଅକସ୍ମାତେ ଆସି ଆଚମ୍ବିତ କର

ପୀରତିକୁ କର ଢାଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Romance