STORYMIRROR

Nirupama Tarai

Children

2  

Nirupama Tarai

Children

ତୁମେ

ତୁମେ

1 min
99

ହୋଇ ନ ପାରିଲି ଦେବଦାସୀ ତୁମ

ନ ହେଲି ଦୂର ପ୍ରବାସୀ

ହୋଇ ନ ପାରିଲି ରାଧିକା ରାଣୀ ମୁଁ

ନ ହେଲି ମୁଁ ମୀରା ବାଈ

ନଲେଖି ପାରିଲି ଗୀତ ଗୋବିନ୍ଦ ମୁଁ

ନ ହେଲି ମୁଁ ଜୟଦେବ।

ଏତେ ବଡ଼ ବଡ଼ ଉପାଧି ସବୁ

ନପାଇଲି ପଛେ ନାହିଁ

ଛୋଟ ହେଲେ ହେଉ ତୁମ ପାଦଧୂଳି

କରି ଦିଅ ମୋତେ ନେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children