STORYMIRROR

Amita Mohanty

Romance

2  

Amita Mohanty

Romance

ତୁମେ

ତୁମେ

1 min
13.5K


ତୁମ ଚେହେରାରେ

କଣ ଏମିତି ଅଛି ଯେ

ମୁଁ ପୁନର୍ଜନ୍ମ ପାଏ ବାରମ୍ବାର୍....

ତୁମକୁ ନେଇ କବିତା ଲେଖିଲେ

ଶବ୍ଦ ମାନେ ନିଅଣ୍ଟ ପଡନ୍ତି

ଗାଢ ହୋଇ ଉଠନ୍ତି ଭାବନା ସବୁ

ଦିନ କି ରାତି ବୁଝିହୁଏନା

ରାଗ ରୁଷା ମାନ ଅଭିମାନ

ହସ କାନ୍ଦ ମିଛି ମିଛିକା ବାହାନା

ସବୁ ସମର୍ପି ଦିଏ ...

ଗର୍ବ କରେ କବିତାକୁ ନେଇ

କାରଣ କବିତାରେ ତୁମ ମୁହଁ ଦିଶୁଥାଏ |


ଅମିତା


Rate this content
Log in

Similar oriya poem from Romance