STORYMIRROR

Amita Mohanty

Romance

2  

Amita Mohanty

Romance

ନାରୀ ଗୋ

ନାରୀ ଗୋ

1 min
13.2K


ନାରୀ ତୁମେ ଜାୟା

ଜନନୀ ଭଗିନୀ

ପୁଣି ସ୍ଵର୍ଗାଦପି

ଗରିୟାସୀ..

ପୂଜ୍ୟା ତୁମେ

ତୁମେ ନମସ୍ଯା

ବନ୍ଦନୀୟା

ତୁମେ ସ୍ରସ୍ଟା

ଆଣିଦିଅ ଆବାହନର ବାର୍ତା

ମଟିର ଖେଳନା ତୁମେ

ଗଢି ପୁଣି ଭାଙ୍ଗି ଯାଅ

ଭାଙ୍ଗି ପୁଣି ଗଢିହୁଅ

ନବବଧୂ ହୋଇ ସ୍ଵପ୍ନ ଦେଖ

ଝରଫୂଲ ହୋଇ ନିତି ଝରୁଥାଅ

ତୁମପାଇଁ ଯେତେ ଯନ୍ତ୍ରଣା

ଜୌତୁକର ତୁମେ ତେଜିୟାନ୍ ସିଖା

ଦିଅ କେବେ ଆତ୍ମାହୁତି

ସମାଜ ଆଜି ନାରୀ ପାଇଁ

ସ୍ତବ୍ଦ ନିରବ ହେଲେ କାହିଁକି??.....

.ଅମିତା ମହାନ୍ତି. କଟକ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance